Browsing Category

ରାଜ୍ୟ

ଭିଜିଲାନ୍ସ ଜାଲରେ ଧନକଉଡା ବିଇଓ ଅଫିସର ମୁଖ୍ୟ କିରାଣି

ସମ୍ବଲପୁର, (ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି କିରାଣି । ସମ୍ବଲପୁର ଜିଲ୍ଲା ଧନକଉଡ଼ା ବିଇଓ ଅଫିସ ମୁଖ୍ୟ କିରାଣିଙ୍କୁ ଧରିଛି ଭିଜିଲାନ୍ସ । ବିଇଓ ଅଫିସ ମୁଖ୍ୟ କିରାଣି ଦିଲ୍ଲୀପ ଦେବଙ୍କ ଘରେ ଭିଜିଲାନ୍ସ…

ଓଡ଼ିଶାରୁ ୬୦ ଜୀବନ ନେଲା ଘାତକ କରୋନା, ଆଜି ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୬୨୯ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ଯୁବକଙ୍କୁ ନିର୍ମମ ଭାବେ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଗୋବିନ୍ଦତଲା ଅଞ୍ଚଳରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।…

କାଲି ଆସୁଛି ଲଘୁଚାପ! ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ପ୍ରବଳ ଛେଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ବଙ୍ଗୋପସାଗର ଓ ତାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ପ୍ରଭାବରେ ଆସନ୍ତାକାଲି ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ରାଜ୍ୟର ୬ଟି ଜିଲ୍ଲାରେ ବର୍ଷା ହେବାର…

ଆଜି ରାଜ୍ୟର ୨୯ ଜିଲ୍ଲାରେ ଟିକାଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଆଜି ରାଜ୍ୟର ୨୯ଟି ଜିଲ୍ଲାର ପ୍ରାୟ ୧୧୯୭ଟି କେନ୍ଦ୍ରରେ ଟିକାଦାନ ହେବ । କୋରାପୁଟ ଜିଲ୍ଲାରେ ଆଜି…

ପରିବାରିକ କଳହରୁ ଆତ୍ମହତ୍ୟା: ମଦ ପଇବାକୁ ବାରଣ କରିବାରୁ ନିଜ ମୁଣ୍ଡକୁ ଗଳି ମାରି ଟଳିପଡିଲେ ଯୁବକ

ବ୍ୟାସନଗର(ଭାସ୍କର ନ୍ୟୁଜ୍‌): ଟମକା ଥାନାର ଟୁଙ୍ଗେଇଶୁଣି ଗ୍ରାମରେ ଯୁବକ ନିଜେ ବନ୍ଧୁକରୁ ଗୁଳିମାରି ପରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଯୁବକ ହେଲେ କିଆଝର ପଞ୍ଚାୟତର ଟୁଙ୍ଗେଇ ସୁଣି…

‘ଓଡ଼ିଶା ଭାସ୍କର’ର ପ୍ରଭାବ: ସାନପଦର ରେଳବାଇ ଫ୍ଳାଏ ଓଭର ବ୍ରିଜ୍‌ରେ ମରାମତି ହେଲା ଫାଟ

ବୋଲଗଡ଼(ଭାସ୍କର ନ୍ୟୁଜ୍‌) :ଗତ ୨୨ ତାରିଖ ଦିନ ସାନପଦର ସ୍ଥିତ ରେଳ ବାଇ ଫ୍ଲାଇ ଓଭର ବ୍ରିଜ୍‌ରେ ଫାଟ ଓ ଗାତ ଶୀର୍ଷକ ସମ୍ବାଦ ଦୈନିକ ଖବର କାଗଜ"ଓଡ଼ିଶା ଭାସ୍କର" ରେ ପ୍ରକାଶ ପାଇଥିଲା । ସମାଜର ପ୍ରଭାବ ଯୋଗୁଁ ରେଳ…

ଏହି ଜିଲ୍ଲାରେ ମଙ୍ଗଳବାର ବନ୍ଦ ରହିବ ଟିକାକରଣ; ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମଙ୍ଗଳବାର ରାଜ୍ୟରେ ୨୯ ଟି ଜିଲ୍ଳାରେ ଟିକାକରଣ ହେବାକୁଭ ଥିବା ବେଳେ କେବଳ ଗୋଟିଏ ଜିଲ୍ଲାରେ ଏହାକୁ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ମଙ୍ଗଳବାର କୋରାପୁଟ ଜିଲ୍ଲାରେ…

କଏଦୀଙ୍କ ପାଇଁ ଆରମ୍ଭ ହେଲା ଇ ମୁଲାକାତ; ଜାଣନ୍ତୁ କଣ ମିଳିବ ସୁବିଧା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଇ ମୁଲାକାତ ସେବା । ଭୁବନେଶ୍ୱର ଓ ଚୌଦ୍ୱାରରେ ପାଇଲଟ ପ୍ରୋଜେକ୍ଟ ଭାବରେ ଏହା ଆରମ୍ଭ ହୋଇଛି । ପ୍ରଥମ ଦିନରେ ୬ ଜଣ କଏଦୀ ଏହି ସୁବିଧାର ଲାଭ…