Browsing Category
ରାଜ୍ୟ
ଅଧାପୋତା ମୃତଦେହ ଉଦ୍ଧାର ଘଟଣା: ପରିଚୟ ଜାଣିବାକୁ ପୋଷ୍ଟର ଲଗାଇଲା ପୋଲିସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ଅଧାପୋତା ମୃତଦେହ ଉଦ୍ଧାର ଘଟଣାରେ ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ । ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ପୋଷ୍ଟର ଜାରି କରିଛି ପୋଲିସ…
ରାଜ୍ୟର ୧୨ ଜଣ MLA ହରାଇପାରନ୍ତି ସଭ୍ୟ ପଦ? ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ଅଧିକାଂଶ ରାଜ୍ୟରେ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଓଡ଼ିଶାରେ ଏକ ନୂଆ ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ରାଜ୍ୟ ବିଧାନସଭାର ୧୨ ଜଣ ବିଧାୟକ ପଦ ହରାଇବାର ଖବର…
ବିବାହର ମାସକ ଭିତରେ ସ୍ୱାମୀ ଆରପାରିରେ, କାଳିଆ ଦର୍ଶନ ନୋହିଲା…
ଓଡ଼ିଶା ଭାସ୍କର ବ୍ୟୁରୋ: ଲିଭିନି ପାଦର ଅଳତା, ଲିଭିଗଲା ମଥାର ସିନ୍ଦୁର । ବାହାଘର ଗୋଟିଏ ମାସ ଭିତରେ ଲଭିଗଲା ଜୀବନଦୀପ । ଅଧୁରା ରହିଗଲା ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ । ସ୍ୱାମୀଙ୍କୁ ହରାଇ ମଥା ପିଟି କାନ୍ଦୁଛି…
ବଢ଼ୁଛି ଜଳସ୍ତର: ଆଉ ଘଣ୍ଟାଏ ଭିତରେ ଖୋଲିବ ହୀରାକୁଦ ଗେଟ୍
ସମ୍ବଲପୁର(ଓଡ଼ିଶା ଭାସ୍କର): ଉତ୍ତର ପଶ୍ଚିମ ବଙ୍ଗୋପସାଗ ଓ ଏହାର ସଂଲଗ୍ନ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଉପରମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ…
ଇ-ନାମ ପ୍ଲାଟଫର୍ମରେ କୃଷକଙ୍କୁ ସାମିଲ କର: ଯୋଗାଣ ମନ୍ତ୍ରୀ
ଭଞ୍ଜନଗର(ଓଡ଼ିଶା ଭାସ୍କର): ଭଞ୍ଜନଗର ସହରରେ ଆରମ୍ଭ ହୋଇଛି ବଳଭଦ୍ର ଆରୁଖ କୃଷକ ବଜାର । ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୫ ଏକର ଜାଗାରେ ପ୍ରାୟ ୧୦କୋଟି ୮୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବଳଭଦ୍ର କୃଷକ ବଜାର ଉଦଘାଟିତ…
ସୌମ୍ୟଙ୍କ ମୃତ୍ୟୁ ଘଟଣାରେ କଣ କହିଲେ ରୋଷେୟା…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ରୋଷେୟା ଦେଇଥିବା ବୟାନ:
ଜୁଲାଇ ୧୨ ତାରିଖ ସୋମବାର ପ୍ରାୟ ରାତି ସାଢ଼େ ୮ଟାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ରୋଷେଇ ଘରେ ରୋଷେଇ କରୁଥିଲେ ।…
ବଡ଼ଦାଣ୍ଡରୁ ହଟିଲା କର୍ଫ୍ୟୁ, ନୀଳାଚଳ ଅବଢ଼ା ପାଇଁ ଜମିଲା ଭକ୍ତଙ୍କ ଭିଡ଼
ପୁରୀ(ଓଡ଼ିଶା ଭାସ୍କର): ରଥଯାତ୍ରା ପରେ ପୁରୀ ବଡ଼ଦାଣ୍ଡରୁ କର୍ଫ୍ୟୁ କଟକଣାକୁ ହଟାଯାଇଛି । କର୍ଫ୍ୟୁ ସହିତ ସମସ୍ତ ପ୍ରକାର କଟକଣାକୁ ହଟାଇଛି ପ୍ରଶାସନ । ଫଳରେ ଶ୍ରୀମନ୍ଦିର ସାମ୍ନାରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି…
ଓଡ଼ିଶାରେ ନିର୍ମାଣ ହେବ ପେଟ୍ରୋଲିୟମ ଭଣ୍ଡାର, ପ୍ରାଇଭେଟ୍ କମ୍ପାନୀ ହାତକୁ ଚାଲିଯିବ ତୈଳ ବଣ୍ଟନ କ୍ଷମତା
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହାଫଳରେ ସାଧାରଣ ଜନତା ନାହିଁ ନଥିବା ସମସ୍ୟା ମଧ୍ୟରେ ରହିଥିବା ଦେଖାଯାଉଛି । ତେବେ ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ…
ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ମାମଲା: ୪ ମାସ ପରେ ଅଭିଯୁକ୍ତ ଜେଲ୍ ଗଲା
ପାଟଣାଗଡ (ଭାସ୍କର ନ୍ୟୁଜ୍) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲା ରୁଜୁ ହେବାର ୪ ମାସ ପରେରେ ଲରମ୍ଭା ଥାନା କାଦୋପାଣି…
୨୭ରୁ ଚାଲିବ ବିଶାଖାପାଟଣା-ଗୁଣୁପୁର ସ୍ୱତନ୍ତ୍ର ଟ୍ରେନ୍
ଗୁଣପୁର (ଭାସ୍କର ନ୍ୟୁଜ୍): କରୋନାର ଦ୍ୱିତୀୟ ଲହର ପାଇଁ ବନ୍ଦ ରହିଥିବା ବିଶାଖାପାଟଣା-ଗୁଣପୁର ଟ୍ରେନ ୨୭ ତାରିଖରୁ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବିଶାଖାପାଟଣା-ଗୁଣପୁର-ବିଶାଖାପାଟଣା…