Browsing Category
ରାଜ୍ୟ
ସୌମ୍ୟ ଛଟପଟ ହେଉଥିବା ବେଳେ ଏଇଥିପାଇଁ ଆମ୍ବୁଲାନ୍ସ ଅଟକାଇଥିଲେ କି ଆଇଆଇସି ମମତା ପଣ୍ଡା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହକାରୀ ବନ ସଂରକ୍ଷକ(ଏସିଏଫ୍) ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ରହିଥିବା ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ସମ୍ପୂର୍ଣ୍ଣ ମାମଲାକୁ ନେଇ ଏକାଧିକ ଘଟଣା ସାମ୍ନାକୁ ଆସୁଥିବା…
ତୁଳସୀ କୁମାର ଆରଏସଏଫଆଇର ସଭାପତି ନିର୍ବାଚିତ
ନୂଆଦିଲ୍ଲୀ: ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ(ଆରଏସଏଫଆଇର) ରବିବାର ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଏହାର ବାର୍ଷିକ ସାଧାରଣ ସଭାରେ ୨୦୨୧-୨୫ ପାଇଁ ୧୫ ସଦସ୍ୟଙ୍କ ନୂତନ ଦଳ ମନୋନୀତ କରିଛି ।
ଓଡ଼ିଶାର ଶ୍ରୀ…
ସୌମ୍ୟଙ୍କ ମା’ କହିଲେ ‘ପାପ ପୀରତି ବୋହୂର ଥିଲା, ପୁଅକୁ ହରାଇଲି’; ବିଳପି କାନ୍ଦୁଛନ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଜାଗା ଘା' ଦେଖି ହୁଏନି କି ଦେଖେଇ ହୁଏନି। ସ୍ତ୍ରୀର ଦୁଶ୍ଚରିତ୍ରା ଗୁଣ ପୁଅ ମୋତେ ହିଁ କହିଥିଲା। ଯାହା ହେଲେ ବି ମୁଁ ମା'... ଅନ୍ତଃଫାଡ଼ି ଜନମ ଦେଇଛି; ପୁଅ ମୋତେ କଣ ଲୁଚାଇବ? କହିଥିଲା…
ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ; ୧୫୩୫୯ ହେକ୍ଟର ଜମିକୁ ମିଳିବ ପାଣି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫,୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡା ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି…
ବିଜେଡି ଘେରିବ FCI ଅଫିସ୍, ଚାଷୀଙ୍କ ପାଇଁ କରିବ ଲଢ଼େଇ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାଷୀଙ୍କ ଉନ୍ନତି ଓ ଚାଷୀଙ୍କ ହକ ପାଇଁ ଲଢ଼େଇ କରିବ ବିଜେଡି । କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଓ ଚାଷୀଙ୍କ ପ୍ରତି ଅବହେଳାର ପ୍ରତିବାଦରେ ବିଜେଡି ମଙ୍ଗଳବାର ରାଜ୍ୟର ସବୁ FCI…
‘ମୋ ସାଇକେଲ୍’ ବିକ୍ରି କରିନି ‘ସ୍ମାର୍ଟସିଟି’: ସଞ୍ଜୟ ସିଂ, କହିଲେ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ମୋ ସାଇକେଲ’ ଯୋଜନା ଆରମ୍ଭ ହୋଇଥିଲା ୨୦୧୮ରେ ଆଉ ଲକ୍ଷ୍ୟ ଥିଲା ସହରର ପରିବେଷକୁ ପ୍ରଦୂଷଣ ମୁକ୍ତ ରଖିବା । ତେବେ ୨ବର୍ଷ ଭିତରେ ସବୁ ଲକ୍ଷ୍ୟ ଚୁଲିକୁ ଚାଲିଗଲା । ଠିକ୍ ରେ ରକ୍ଷଣାବେକ୍ଷଣ…
ଜେଇଇ ପରୀକ୍ଷା ପାଇଁ ବିନା ବାଧାରେ ଯାଇପାରିବେ ଛାତ୍ରଛାତ୍ରୀ, ପୁରୀ ଏସପି ଆଉ କଣ କହିଲେ ଜାଣନ୍ତୁ
ପୁରୀ(ଓଡ଼ିଶା ଭାସ୍କର): ପୁରୀରେ ମଙ୍ଗଳବାର ବାହୁଡ଼ାଯାତ୍ରା ପାଇଁ ଲାଗୁ ହେବ ୧୪୪ ଧାରା । ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ଆହୁରି କଡ଼ାକଡ଼ି ଲାଗୁହେବ କଟକଣା । କାରଣ ମହାପ୍ରଭୁଙ୍କ ଯାତ୍ରା ଆରମ୍ଭରେ ଅନେକ କୋଭିଡ୍ ନିୟମ…
ଆକ୍ସନ ମୋଡରେ ବିଏମସି-ବିଡିଏର ସ୍ପେସାଲ୍ ସ୍କ୍ୱାଡ୍, ବିଭିନ୍ନ ଅଫିସରେ ଚଢ଼ଉ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟଳିନି ମହାମାରୀ ବିପତ୍ତି । ହଟିନି ସଂକ୍ରମଣ । ତେବେ ସଂକ୍ରମଣ ହାରର କମିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା ସାମାନ୍ୟ କୋହଳ କରୁଛନ୍ତି । ଧୀରେ ଧୀରେ ପ୍ରତ୍ୟେକ କ୍ଷେତ୍ର…
ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ସମୟରେ ରକ୍ତ ସଙ୍କଟ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ବିଜେଡି ରାଜ୍ୟ କାର୍ୟ୍ୟାଳୟରେ ଆୟୋଜିତ ହୋଇଛି ରକ୍ତଦାନ ଶିବିର । କୋଭିଡ୍-୧୯…
ଘୋଷଣା ହେଲା OPSC ପ୍ରିଲିମିନାରୀ ପରୀକ୍ଷା ତାରିଖ; ଜାଣନ୍ତୁ କେବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିସକ ସେବାର ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ସୋମବାର ଓପିଏସସି ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ରାଜ୍ୟର ୫ଟି ସ୍ଥାନରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ନେଇ…