Browsing Category

ରାଜ୍ୟ

ଓଡ଼ିଶାରେ ପ୍ରଥମ: ରାଜଧାନୀରେ ଆରମ୍ଭ ହେଲା ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ “ଅମୃତ ଧାରା” ଯୋଜନା, କୋଭିଡ୍ ହସ୍ପିଟାଲରେ ବେଡ୍ ମିଳିବା ଯାଏଁ…

ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଓଡ଼ିଶାରେ ପ୍ରଥମଥର ପାଇଁ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଭୁବନେଶ୍ବରର ପଟିଆ ବିଗ ତ୍ରିଷ୍ଣା ବ୍ନକ୍ୟୁଇଟ ଠାରେ ଆରମ୍ଭ କରାଯାଇଛି। ‘ଅମୃତ ଧାରା’ ନାମରେ ଏହି ଯୋଜନା ଆରମ୍ଭ ହୋଇଛି।…

ଖୁସି ଖବର: ଓଡ଼ିଶାରୁ ଆଜି ୧୦,୫୯୪ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦ ହଜାର ୫୯୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ବାତ୍ୟା ‘ୟଶ୍’ କ୍ଷୟକ୍ଷତି ୬୧୦ କୋଟି, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବାତ୍ୟା ୟଶ୍ ଜନିତ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ବାତ୍ୟା…

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର (ଓଡିଶା ଭାସ୍କର):ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତ…

ଭୁବନେଶ୍ୱରରୁ ଆଜି ୯୧୮ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଭୁବନେଶ୍ୱରରୁ ଆଜି ୯୧୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…

ଲକ୍‌ଡାଉନରେ ଅସହାୟ ଓ ଗରିବଲୋକଙ୍କୁ ମିଳିଲା ଆହର, ଡାଲମିଆ ସିମେଣ୍ଟ ତରଫରୁ ବଣ୍ଟା ହେଲା ଭାତ-ଡାଲମା

ରାଜଗାଙ୍ଗପୁର(ଓଡ଼ିଶା ଭାସ୍କର): ଲକ୍‌ଡାଉନ ଆରମ୍ଭରୁ ଡାଲମିଆ ସିମେଣ୍ଟ ରାଜଗାଙ୍ଗପୁର ପରିବହନ ବିଭାଗ ତରଫରୁ ଦୂର ଅଞ୍ଚଳରୁ ଆସୁଥିବା ଟ୍ରକ ଚାଳକ, ସହାୟକ, ଅସହାୟ ଓ ଭୋକିଲା ଗରିବଲୋକମାନଙ୍କ ଦୈନିକ ୫୦୦ ରୁ ଅଧିକ…

ଗାଈ ଫସଲ ଖାଇବାକୁ କେନ୍ଦ୍ର କରି ବୀଭତ୍ସ ହତ୍ୟାକାଣ୍ଡ: ଭଗବାନଙ୍କ ଠେଙ୍ଗା ମାଡ଼ରେ ଟଳିପଡ଼ିଲେ ପାଣ୍ଡବ

ବେଲଗୁଣ୍ଠା(ଓଡ଼ିଶା ଭାସ୍କର): ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲପୁଞ୍ଜି ଗ୍ରାମରେ ଜୈନିକ ଚାଷୀଙ୍କ ଜମିର ଫସଲକୁ ସେହି ଗ୍ରାମର ଅନ୍ୟଜଣେ ବ୍ୟକ୍ତିଙ୍କ ଗାଈ ଖାଇ ଦେବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା…

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ

ଭୁବନେଶ୍ୱର(ଓଡିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କର ଆଜି ପରଲୋକ ଘଟିଛି । ୬୭ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ବିଜୟଶ୍ରୀଙ୍କ ପରଲୋକ ନେଇ ତାଙ୍କ ନିକଟ…

ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା ଯୋଗାଉଛି କେନ୍ଦ୍ର, ଆବେଦନ କରିବାକୁ ଚାହୁଥିଲେ ଏଠାରେ କରନ୍ତୁ କ୍ଲିକ୍

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ମହାମାରୀର ଦ୍ୱିତୀୟ ଲହର କେଉଁଠାରେ ବଢୁଛି ତ ଆଉ କେଉଁଠାରେ ହ୍ରାସ ପାଇବାରେ ଲାଗିଛି । ଅନେକ କରୋନାଯୋଦ୍ଧା ଏହି ଭୟଙ୍କର କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ଯେଉଁ…

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଜାଣନ୍ତୁ କାହିଁକି?

ଭୁୁବନେଶ୍ୱର(ଓଡିଶା ଭାସ୍କର): କରୋନା ମହାମାରୀ ସମୟରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକାକରଣ କ୍ଷେତ୍ରରେ ଅସୁବିଧାକୁ ନେଇ ନବୀନ ଏହି ଚିଠି ଲେଖିଥିବା…