Browsing Category
ରାଜ୍ୟ
ବର୍ଷାରେ ଫିକା ପଡ଼ିବ କି ରଜ !
ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଗତକାଲି ଦକ୍ଷିଣ ଓଡ଼ିଶାରେ ମୌସୁମୀ ଛୁଇଁବା ସହ ବର୍ଷା ହୋଇଛି । ଏହାସହ ରାଜ୍ୟର…
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୫୫ବର୍ଷିୟ ପୁରୁଷ । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି…
ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି ପାଇଛି । ସଙ୍ଗରୋଧ କେନ୍ଦ୍ରରୁ ୧୦୭ ଓ ସ୍ଥାନୀୟ ଅଞ୍ଚଳରୁ…
ରାଜଧାନୀରେ ଯୁବକଙ୍କୁ ପିଟିପିଟି ହତ୍ୟା
ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ୱର ସ୍ଥିତ ଡମଣା ଭୋଇସାହି ଅଞ୍ଚଳରେ ପିଟିପିଟି ଯୁବକଙ୍କୁ ହତ୍ୟା…
ରଜ ପାଇଁ ନାଇଟ୍ କର୍ଫ୍ୟୁ କୋହଳ
ଭୁବନେଶ୍ବର, ୧୨/୬(ଓଡ଼ିଶା ଭାସ୍କର): ଆଉ ଦୁଇ ଦିନ ପରେ ଓଡ଼ିଆଙ୍କ ରଜ ପର୍ବ । ରଜ ପର୍ବ ପାଇଁ କର୍ଫ୍ୟୁ କୋହଳ କରିଛନ୍ତି ରାଜ୍ୟ ସରକାର । ଆଜି ନାଇଟ କର୍ଫ୍ୟୁକୁ କୋହଳ କରାଯାଇଛି ।ଆଜି ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି…
ରାଜ୍ୟ ବିଜେପି ପଦାଧିକାରୀ ଓ କାର୍ଯ୍ୟକାରିଣୀ ତାଲିକା ଘୋଷିତ
ଭୁବନେଶ୍ୱର ,୧୧/୬(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ମଧ୍ୟରେ ରାଜ୍ୟ ବିଜେପି ତାର ସାଂଗଠନିକ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦାୟିତ୍ୱ ନେବାର ୫ମାସ ପରେ ତାଙ୍କ ଟିମ୍…
ବଢିଲା PRI ପ୍ରତିନିଧିଙ୍କ ପାରିଶ୍ରମିକ, ଜାଣନ୍ତୁ ଏବେ କେତେ ପାଇବେ ସରପଞ୍ଚ?
ଭୁବନେଶ୍ୱର,୧୧ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ଭାଇରସ୍ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ଖୁସିଖବର ଆଣିଦେଇଛନ୍ତି ସରକାର । ପଞ୍ଚାୟତ ପ୍ରତିନିଧିଙ୍କ ପାରିଶ୍ରମିକ…
ଭୁବନେଶ୍ୱରରେ ୨୦ରୁ ଅଧିକ ଦୋକାନରେ ପଡିଲା ତାଲା, ଜାଣନ୍ତୁ କେଉଁଟି
ଭୁବନେଶ୍ୱର,୧୧ ।୬(ଓଡିଶା ଭାସ୍କର): କଟକ ପରେ ରାଜଧାନୀ ଭୁବନେଶ୍ୱରେ ପ୍ରାୟ ୨୦ରୁ ଅଧିକ ଦୋକାନରେ ତାଲା ଝୁଲାଇଲା ପ୍ରଶାସନ । ବିଏମସି ଓ ବିଡିଏ ମିଳିତ ସ୍କ୍ୱାର୍ଡ ପକ୍ଷରୁ ଦୋକାନଗୁଡିକୁ ବନ୍ଦ କରାଯାଇଛି । ସେହି…
ଋଣ ପରିଶୋଧ, ଜବରଦଖଲ ଉଚ୍ଛେଦ ଓ ସମ୍ପତ୍ତି ନିଲାମ ଉପରେ ଲାଗିଲା ରୋକ୍
ଭୁବନେଶ୍ୱର,୧୧ ।୬(ଓଡିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ । ଏଣିକି ଋଣ ପରିଶୋଧ, ଜବରଦଖଲ ଉଚ୍ଛେଦ ଓ ସମ୍ପତ୍ତି ନିଲାମ ଉପରେ ରୋକ୍ ଲଗାଇଛନ୍ତି । ୧୫ ଜୁଲାଇ ଯାଁ…
UG ଓ PGର ପରୀକ୍ଷା ବାତିଲ କଲେ ସରକାର
ଭୁବନେଶ୍ୱର,୧୧ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ମାଡିଚାଲିଛି । ଏହାରି ମଧ୍ୟରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି । ବୈଠକ ପରେ ୟୁଜି ଓ ପିଜିର ବାକିଥିବା…