Browsing Category

ରାଜ୍ୟ

ହଟିଲା ସାମ୍ବାଦିକଙ୍କ ପାଇଁ ଲାଗୁ ହୋଇଥିବା କଟକଣା, ପ୍ରେସ ଗ୍ୟାଲେରୀକୁ ମିଳିଲା ମୋବାଇଲ ଅନୁମତି

ଭୁବନେଶ୍ବର: ସାମ୍ବାଦିକ ଓ ବାଚସ୍ପତିଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇଛି । ସରକାରଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ଆଲୋଚନା ହୋଇଥିବା ବେଳେ ଏଥିରେ ପ୍ରେସ ଗ୍ୟାଲେରୀକୁ ମୋବାଇଲ ଅନୁମତି ମିଳିଛି । କିନ୍ତୁ ପ୍ରେସ…

ଶେଷରେ ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଶେଷରେ ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର । ଚଳିତବର୍ଷ ୨ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସମ୍ବଲପୁରରୁ ହୋଇଥିବା ବେଳେ ଅନ୍ୟଜଣେ କେନ୍ଦ୍ରାପଡ଼ାର ବୋଲି…

ଗୃହରେ ରାସନକାର୍ଡ ପ୍ରସଙ୍ଗ: KYCରେ କଟିଲେ 84 ହଜାର, କେଉଁଠି କେତେ ଜାଣନ୍ତୁ

ଭୁବନେଶ୍ବର:  ରାସନକାର୍ଡରେ  କେୱାଇସି ପ୍ରକ୍ରିୟା ଶେଷ ହୋଇଛି । ତେବେ ଆଜି ଗୃହରେ ଉଠିଛି ଭୂତ ରାସନକାର୍ଡ ପ୍ରସଙ୍ଗ । ରାଜ୍ୟରେ କେତେ ଭୂତ ରାସନକାର୍ଡଧାରୀ ଚିହ୍ନଟ ହେଲେ ବୋଲି ଅଶ୍ବିନୀ କୁମାର ପାତ୍ର ପ୍ରଶ୍ନ…

(Video) ତାରାଙ୍କୁ ନିଲମ୍ବନ ନେଇ ରାଗିଗଲେ ସୁର ରାଉତରାୟ, କହିଲେ ମୋ ସହ ହେଲେ ମୁଁ ଦାନ୍ତ ଭାଙ୍ଗି ଦେଇଥାନ୍ତି

ଭୁବନେଶ୍ବର: ବିଧାନସଭାରୁ 7ଦିନ ପାଇଁ ନିଲମ୍ବନ ହୋଇଛନ୍ତି ତାରା ବାହିନୀପତି । ତେବେ ଏହାକୁ କଂଗ୍ରେସ କର୍ମୀ ବିରୋଧ କରିଛନ୍ତି । ବିଜେଡି ମଧ୍ୟ କଂଗ୍ରେସ ସପୋର୍ଟରେ ବାହାରିଛି । ତେବେ ନିଲମ୍ବନ ନହଟିଲା ଯାଏଁ କେହି…

Breaking: ସରିଲା ଉତ୍ତମଙ୍କ ୧୧ କର୍ମକାର୍ଯ୍ୟ, ଅସ୍ଥି ନେଇ ଶ୍ୱେତଗଙ୍ଗାରେ ବିସର୍ଜନ କଲେ ବାବୁଶାନ୍

 ପୁରୀ: ସରିଲା କର୍ମ କାର୍ଯ୍ୟ। ପୁରୀରେ ପହଞ୍ଚିଲେ ଅଭିନେତା ଉତ୍ତମ ମହାନ୍ତିଙ୍କ ପରିବାର। ଏକାଦଶାହ କାର୍ଯ୍ୟ ସମାପ୍ତ ହେବା ପରେ ପୁରୀ ଯାଇ ବାପାଙ୍କ ଅସ୍ଥି ବିସର୍ଜନ କରିଛନ୍ତି ପୁଅ ବାବୁଶାନ୍ ମହାନ୍ତି। ସାଙ୍ଗରେ…

ଦିନ 12ଟାରୁ ଆକାଶରୁ ଅଗ୍ନିବର୍ଷା, ୩୭ ଟପିଲା ଝାରସୁଗୁଡ଼ା

ଭୁବନେଶ୍ବର: ଦିନ 12ଟାରୁ ଅସମ୍ଭାଳ ତାତି । ଦିନ ସାଢେ 11ଟା ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା 37 ଡିଗ୍ରୀ ଟପିଛି । ସାଢେ 11ଟା ସୁଦ୍ଧା ଝାରସୁଗୁଡ଼ାରେ 37.2 ଡିଗ୍ରୀ ଟପିଲା । କହିରଖୁଛୁ କି, ଗତକାଲି ଏହି ସମୟରେ…

ଏମ୍ସରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଡିସଚାର୍ଜ, ମାର୍ଚ୍ଚ ୯ ରେ ହୋଇଥିଲେ ଭର୍ତ୍ତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ଦିଲ୍ଲୀ ଏମ୍ସ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏକ ଅପଡେଟ୍ ଦେଇଛନ୍ତି । ସୂଚନା ମୁତାବକ,…

କଂଗ୍ରେସ ସମର୍ଥନରେ ବିଜେଡି, ତାରାଙ୍କ ନିଲମ୍ୱନକୁ ନେଇ ବାଚସ୍ପତିଙ୍କୁ ଭେଟିଲେ ବିଜେଡି ବିଧାୟକ

ଭୁବନେଶ୍ୱର: ଏବେ ପୁରା ସରଗରମ ରାଜ୍ୟ ରାଜନୀତି। ତେଜିବାରେ ଲାଗିଛି ବିବାଦ। ଏବେ କଂଗ୍ରେସ-ବିଜେଡି ଏକ। ବିଜେପିକୁ ଘାରିଲାଣି ଚିନ୍ତା। ଗତକାଲି ଘଟଣାକୁ ନେଇ କଂଗ୍ରେସ ବିଧାୟକଙ୍କ ସପକ୍ଷରେ ବାହାରିଲା ବିଜେଡି। ହଁ…

Breaking: ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ ମନା, ବିରୋଧ କରୁଛନ୍ତି ସମ୍ବାଦଦାତା

ଭୁବନେଶ୍ବର: ସାମ୍ବାଦିକଙ୍କ ଉପରେ କଟକଣା । ବିଧାନସଭା ପ୍ରେସ୍‌ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା । ଗୃହରେ କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣ କରାଯାଇଛି । ତେବେ ଏହାକୁ ଗ୍ରହଣ…

ଏପ୍ରିଲ 2ରେ ଖଡ଼ି ଛୁଆଁ ଦିବସ: ମୁରୁଜରେ ଝୋଟି ଆମ୍ବ ଡାଳ ରଖି ଛାତ୍ରଛାତ୍ରୀଙ୍କୁ ସ୍ବାଗତ, ସିଲଟ ଉପରେ କରିବେ 3ଟି ଗୋଲ

ଭୁବନେଶ୍ବର: ଏପ୍ରିଲ 2 ତାରିଖରେ ପ୍ରାଥମିକ ସ୍କୁଲରେ ଖଡ଼ି ଛୁଆଁ ଦିବସ ପାଳନ କରାଯିବ । ଏହି ଦିନ ଫୁଲ ଚନ୍ଦନ ଦେଇ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯିବ । ଏନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି…