
Browsing Category
ରାଜ୍ୟ
ବାଲେଶ୍ୱର ଗସ୍ତରେ ୩ ସଚିବ, ପ୍ରକଳ୍ପର କରିବେ ସମୀକ୍ଷା
ଭୁବନେଶ୍ୱର, ୧୩ା୪ (ଓଡିଶା ଭାସ୍କର): ଆଜି ରାଜ୍ୟର ୩ ଜଣ ସଚିବ ବାଲେଶ୍ୱର ଜିଲ୍ଲା ଗସ୍ତ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ୍, ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର…
ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର,କରୋନା ପରେ ପିପିଲିବାସୀଙ୍କୁ ଭେଟ କରିବାକୁ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୧୨ା୪ (ଓଡିଶା ଭାସ୍କର) : ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର ଆରମ୍ଭ ହୋଇଯାଇଛି । ଆସନ୍ତା ୧୭ ତାରିଖରେ ପିପିଲିରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବିଜେଡ଼ି ସୁପ୍ରିମୋ ଭର୍ଚୁଆଲ୍ ମାଧ୍ୟମରେ…
ବାଗଚୀ-କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟରର ନିର୍ମାଣ ନିମନ୍ତେ ସୁବ୍ରତ ଦେବେ ୧୩୦ କୋଟି
ଭୁବନେଶ୍ୱର, ୧୨ା୪ (ଓଡିଶା ଭାସ୍କର) : ଭୁବନେଶ୍ୱରରେ ବାଗଚୀ-କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟର ପାଇଁ ମଞ୍ଜୁରୀ ମିଳିଛି । ଏହାକୁ ତିଆରି କରିବା ପାଇଁ ସୁବ୍ରତ ବାଗଚୀ ଏବଂ ସ୍ତ୍ରୀ ସୁସ୍ମିତା ବାଗଚୀ ୧୩୦ କୋଟି…
କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
ଭୁବନେଶ୍ୱର ୧୨ା୪ (ଓଡିଶା ଭାସ୍କର) : ଆଜି କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା…
ଟାଟାର ଏହି ଇଲେକ୍ଟ୍ରିକ କାରର ବଢିଲା ଚାହିଦା, ବିକ୍ରି ହେଲା ସବୁଠାରୁ ଅଧିକ ୟୁନିଟ, ଥରେ ଚାର୍ଜ କଲେ ଯାଇପାରିବେ ୩୦୦ କିମି
ନୂଆଦିଲ୍ଲୀ, ୧୨/୦୪: ଭାରତରେ ଇଲେକ୍ଟ୍ରିକ ଯାନବାହନର ବ୍ୟବହାର ନେଇ ସରକାର ଏବଂ ନିର୍ମାତା କଂପାନୀ ସଚେତନା କରିବାକୁ ଚେଷ୍ଟା ଚଳାଇଥିଲେ ବି ଏବେବି ଗ୍ରାହକ ଇଲେକ୍ଟିକ ଗାଡି କିଣିବାକୁ ଏତେ ବି ପସନ୍ଦ କରିନାହାନ୍ତି,…
ଖରାଦିନ ପାଇଁ ଜଳଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ୍
ଭୁବନେଶ୍ୱର ୧୨ା୪ (ଓଡିଶା ଭାସ୍କର) : ଖରାଦିନ ପାଇଁ ଜଳଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ୍ । ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଜଳଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି ରାଜ୍ୟ ସରକାର । ପାନୀୟ ଜଳ ସମସ୍ୟାର…
OYOରେ ଆରମ୍ଭ ହେଲା ପେଡ଼୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା
ଭୁବନେଶ୍ୱର ୧୨ା୪ (ଓଡିଶା ଭାସ୍କର) : ଭୁବନେଶ୍ୱରରେ ପେଡ଼୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ଆରମ୍ଭ କରିଛି BMC । ୨ ଟି OYO ହୋଟେଲକୁ ପେଡ଼୍ କ୍ୱାରେଣ୍ଟାଇନ୍ ଓ ଗୋଟିଏ ହୋଟେଲକୁ ପେଡ଼୍ ଆଇସୋଲେସନ୍ କରାଯାଇଛି । ଏଥିରେ ୪୦ ଟି…
ବାଲେଶ୍ୱରର ଗୋଟିଏ ସ୍ଥାନରୁ ୧୦୧ କରୋନା ପଜିଟିଭ ଚିହ୍ନଟ
ବାଲେଶ୍ୱର ୧୨ା୪ (ଓଡିଶା ଭାସ୍କର) : ଇମାମୀ ପେପର ମିଲରୁ ୧୦୧ ଜଣ କରୋନା ପଜିଟିଭ ଚିହ୍ନଟ । ଆଜି ବାଲେଶ୍ୱରରୁ ୧୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କେବଳ ୧୦୧ ଜଣ କରୋନା ଆକ୍ରାନ୍ତ ରେମୁଣା…
ସରକାରୀ କାର୍ଯ୍ୟାଳୟ ଆସିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ମନା
ଗଞ୍ଜାମ ୧୨ା୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦୃତ ଗତିରେ ବଢୁଥିବା କରୋନାକୁ ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯିବା ସହ ଗାଇଡ଼ଲାଇନ୍…
ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ ଖାଁ
ଭୁବନେଶ୍ୱର, ୧୨ା୪ (ଓଡିଶା ଭାସ୍କର): ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ ଖାଁ ଆତ୍ମସମର୍ପଣ କରିଛି । କଟକର ଚାଉଳିଆଗଞ୍ଜ ଥାନାରେ ୟାକୁବ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ପୂର୍ବରୁ ଏସସିବିରେ ଅନେକ ଥର ହାଇଦରକୁ…