Browsing Category
ରାଜ୍ୟ
ରାଜ୍ୟରେ ବଳବତ୍ତର ରହିବ ନାଇଟ କର୍ଫ୍ୟୁ
ଭୁବନେଶ୍ୱର, ୧ା୬(ଓଡ଼ିଶା ଭାସ୍କର): କରୋନା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ଅନଲକ-୧ ନେଇ ସୂଚନା ଦେଇ କହିଛନ୍ତି ଯେ ୩୦ଜୁନ ଯାଏଁ ଓଡ଼ିଶାରେ କଟକଣା ଜାରି ରହିବ ।…
୧୧ ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ
ଭୁବନେଶ୍ୱର, ୧ା୬(ଓଡ଼ିଶା ଭାସ୍କର): କରୋନା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଅନଲକ-୧ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ୧୧ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ…
ରାଜ୍ୟରେ ପଙ୍ଗପାଳ ମୁକାବିଲା କରିବା ପାଇଁ ନିୟମାବଳୀ ଜାରି
ଭୁବନେଶ୍ୱର,୧ା୬(ଓଡ଼ିଶା ଭାସ୍କର): ରାଜ୍ୟକୁ ପ୍ରାୟ ୬୦ବର୍ଷ ପରେ ପଙ୍ଗପାଳ ପଶି ଆସିବା ଆଶଙ୍କା ରହିଛି ।ଏନେଇ କୃଷି ଭବନରେ ସମୀକ୍ଷା ବୈଠକ ହୋଇଛି । ଏହି ବୈଠକ ପରେ କୃଷି ବିଭାଗ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି ।…
ଅବପାତର ରୂପ ନେଲା ଲଘୁଚାପ
ନୂଆଦିଲ୍ଲୀ, ୧ା୬: ବାତ୍ୟା ଅମ୍ଫାନର ଦାଗ ନଲିଭିବା ବେଳେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦକ୍ଷିଣ ପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆଜି ଅବପାତର ରୂପ ନେଇଛି ।…
କେରଳ ଛୁଇଁଲା ମୌସୁମୀ
ନୂଆଦିଲ୍ଲୀ, ୧ା୬: ଆଜି କେରଳ ଛୁଇଁଛି ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହୋଇଯାଇଛି । ଆଜି ସକାଳେ ମୌସୁମୀ ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।…
ଦାୟିତ୍ୱ ଗ୍ରହଣ କଲେ IPS ସତ୍ୟଜିତ୍
ଭୁବନେଶ୍ୱର,୧ ।୬(ଓଡିଶା ଭାସ୍କର): ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଆଇପିଏସ୍ ଡକ୍ଟର ସତ୍ୟଜିତ୍ ମହାନ୍ତି । ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବେ ସେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି…
କରୋନା: ବିଶ୍ୱର ସବୁଠାର ଅଧିକ ପ୍ରଭାବିତ ଦେଶ ତାଲିକାରେ ୭ମ ସ୍ଥାନରେ ପହଞ୍ଚିଲା ଭାରତ
ସମଗ୍ର ବିଶ୍ୱ ଏବେ କରୋନା କବଜାରେ । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ସେହିପରି ଭାରତରେ ମଧ୍ୟ ୧ ଲକ୍ଷ ୯୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୫,୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ…
ବଡ ଖବର: ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୫୬ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧ ।୬(ଓଡିଶା ଭାସ୍କର): ରାଜ୍ୟରେ ଆଉ ୧୫୬ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି । ୧୯ଟି ଜିଲ୍ଲାରୁ ଆଜି ଗୋଟଏ ଦିନରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ମୋଟ୍…
ଆଜିଠୁ ତାଲାଖୋଲା ପ୍ରକ୍ରିୟା ଅନଲକ-୧.୦ ଆରମ୍ଭ
ଭୁବନେଶ୍ୱର, ୧/୬(ଓଡିଶା ଭାସ୍କର) : କରୋନା ସତର୍କତା ଦୃଷ୍ଟିରୁ ସାରା ଦେଶ ତାଲା ବନ୍ଦ ହୋଇ ରହିଥିଲା। କିନ୍ତୁ ଆଜିଠୁ ତାଲା ଖୋଲା ପ୍ରକ୍ରିୟା ଆରମ୍ଭ ହେବ। ୨୦୦ ପାସେଞ୍ଜର ଟ୍ରେନ ଗଡ଼ିବା ସହ ରାତି ୯ଟାରୁ ସକାଳ ୫ ଟା…
୪୦ ଡିଗ୍ରୀ ଉପରେ ୪ ସହର
ଭୁବନେଶ୍ୱର,୩୧ ।୫(ଓଡିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ଖରାର ଉତ୍ତାପ ବଢିବାରେ ଲାଗିଛି । ଆଜି ରାଜ୍ୟର ୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୦.୫ ଡିଗ୍ରୀ ସହ ସର୍ବାଧିକ ଉତ୍ତପ୍ତ ସହର ହୋଇଛି…