CHARIDHAM
Browsing Category

ରାଜ୍ୟ

ଆଜି ରଙ୍ଗର ପର୍ବ ହୋଲି

ନୂଆଦିଲ୍ଲୀ, 29/3: ଆଜି ହେଉଛି ରଙ୍ଗର ପର୍ବ ହୋଲି । ରଙ୍ଗର ପର୍ବ ହୋଲି ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆନନ୍ଦର ପର୍ବ ହୋଲି ସମସ୍ତଙ୍କ ଜୀବନରେ ଶକ୍ତି ସଞ୍ଚାର କରୁ ବୋଲି ମୋଦୀ…

ବଢିବ ବାୟୁସେନାର ଶକ୍ତି , ସାମିଲ ହେବ ୧୦ଟି ନୂତନ ଲଢ଼ୁଆ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ 28/3 : ଏବେ ଭାରତୀୟ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ହେବ ୧୦ଟି ନୂତନ ଲଢ଼ୁଆ ରାଫେଲ ଯୁଦ୍ଧ ବିମାନ ସେନାରେ ସାମିଲ ହେବ। ଏହା ସହିତ ୧୦ ନୂଆ ବିମାନର ବାୟୁସେନା ସାମିଲ ହେବା ପରେ ବାୟୁସେନାର ଦ୍ୱିତୀୟ…

ନିଜର ୩ ଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମା

ଭୁବନେଶ୍ୱର , ୨୮ା୩ (ଓଡିଶା ଭାସ୍କର): ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ ଏକ ଅଭାବନୀୟ ଘଟଣା ଘଟିଛି । ନିଜର ୩ ଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ଆତ୍ମହତ୍ୟା ଉଦ୍ୟମ କରିଛି ମା । ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ…

ଏଣିକି ପ୍ରତ୍ୟେକ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର, ଜାଣନ୍ତୁ କାହିଁକି

ପୁରୀ, ୨୮ା୩ (ଓଡିଶା ଭାସ୍କର): ଏଣିକି ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ଜଗନ୍ନାଥପ୍ରେମୀମାନେ ରବିବାର ଦିନ ଆଉ କରିପାରିବେ ନାହିଁ ଜଗନ୍ନାଥଙ୍କ ଦର୍ଶନ । ଦିନକୁ ଦିନ ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି…

ମାଲକାନଗିରି ବାର ଆସୋସିଏସନ ପକ୍ଷରୁ ଓକିଲ ସଂଘ ନିର୍ବାଚନର ଫଳାଫଳ ଘୋଷଣା ।

ମାଲକାନଗିରି, 28/3: ମାଲକାନଗିରି ବାର ଆସୋସିଏସନ ତରଫରୁ ଗତକାଲି ଥିଲା ନିର୍ବାଚନ। ଗତକାଲି ସକାଳୁ ହିଁ ନିର୍ବାଚନର ଉଷ୍ମତା ଦେଖିବାକୁ ମିଳିଥିଲା। ନିର୍ବାଚନରେ ମୋଟ ୯୪ ଜଣ ଓକିଲ ନିଜର ମତଦାନ କରିଥିଲେ। ତେବେ ସଭାପତି…

ନବୀନ ନିବାସ ଯାଇ ଟିକେଟ ଆଣିଲେ ରୁଦ୍ର: ପ୍ରତିକ୍ରିୟାରେ କ’ଣ କହିଲେ, ଜାଣନ୍ତୁ

ଭୁବନେଶ୍ୱର, ୨୮ା୩ (ଓଡିଶା ଭାସ୍କର): ପିପିଲିର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ତାଙ୍କ ଆସନଟି ଖାଲି ପଡ଼ିଥିଲା । ପିପିଲିରେ ତାଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ ନେଇ ଅନେକ ଚର୍ଚ୍ଚା ହେଉଥିଲା ।…

ପୁଣି ନୂଆ କରୋନା ପଜିଟିଭ୍ ଚିହ୍ନଟ: ରାଜଧାନୀର ଏହି ଇନଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି

ଭୁବନେଶ୍ୱର, ୨୮ା୩ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ କୋଚିଂ ଇନଷ୍ଟିଚ୍ୟୁଟରୁ ପୁଣି ପଜିଟିଭ୍ ଚିହ୍ନଟ ହୋଇଛି । ପଟିଆର ଆଲେନ୍ ଇନଷ୍ଟଚ୍ୟୁଟରୁ ୨୦ରୁ ଅଧିକ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ…