Browsing Category

ରାଜ୍ୟ

ଝରାଫୁଲ ଡେଥ୍ କେସ୍: ସରିଲା ରିମାଣ୍ଡ ଅବଧି, ଜେଲ ଗଲା ରାକେଶ

ଭୁବନେଶ୍ୱର, ୫ା୨ (ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ହତ୍ୟା ଘଟଣାରେ ଅଭିଯୁକ୍ତ ରାକେଶକୁ ଜେଲ୍ ପଠାଇ ଦିଆଯାଇଛି । ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶର ରିମାଣ୍ଡ ଅବଧି ଆଜି ଶେଷ…

ଟିକା ନେଲେ ACS ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଚାଲିଥିବା ବେଳେ ଆଜି କରୋନା ଟିକା ନେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଟିକା…

ଖୋଲିପାରେ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ, ଆଜି ଆସିବ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଜାରି ରହିଛି । ଝରାଫୁଲ ମୃତ୍ୟୁ ଘଟଣାରେ ପୋଲିସ ହାତରେ ଲାଗିଛି ଆଉ ଏକ ପ୍ରମାଣ । ଘଟଣାଦିନ…

ଥରୁଛି ଓଡିଶା: ୧୦ ଡିଗ୍ରୀ ତଳେ ୬ ସହର

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ରାଜ୍ୟରେ ଶୀତର ଲହରୀ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ଟି ସହରର ପାରଦ ୧୦ ଡିଗ୍ରୀ ତଳେ ରହିଛି । ସର୍ବନିମ୍ନ ୩.୨ ଡିଗ୍ରୀ ତାପାମାତ୍ରା ସହ ରାଜ୍ୟର ଶୀତଳ ସହର…

ଝରାଫୁଲ ମୁତ୍ୟୁ ଘଟଣା: ପୋଲିସ ହାତରେ ଆଉ ଏକ ପ୍ରମାଣ, ଜାଣନ୍ତୁ କ’ଣ?

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଜାରି ରହିଛି । ଝରାଫୁଲ ମୃତ୍ୟୁ ଘଟଣାରେ ପୋଲିସ ହାତରେ ଲାଗିଛି ଆଉ ଏକ ପ୍ରମାଣ । ଘଟଣାଦିନ…

ଓଡିଶାରେ ହେବ ବଜ୍ରାଘାତ ଅନୁସନ୍ଧାନ କେନ୍ଦ୍ର

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ଓଡିଶାରେ ପ୍ରତିଷ୍ଠା ହେବାକୁ ଯାଉଛି ବଜ୍ରାଘାତ ଅନୁସନ୍ଧାନ କେନ୍ଦ୍ର । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ଡ଼ ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି…

ଦୁର୍ଘଟଣାରେ ଚାଲିଗଲା ୨ ଜୀବନ, ଆଉ ୨ ଗୁରୁତର

ବଲାଙ୍ଗୀର,୫ ।୨(ଓଡିଶା ଭାସ୍କର):ଗଛରେ କାର୍ ପିଟି ହେବା ଫଳରେ ଚାଲିଗଲା ୨ ଜୀବନ । ଏହି ଅଘଟଣ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ରାସ୍ତାର ସାଗରପାଲିରେ ଘଟିଯାଇଛି । ଭାରସାମ୍ୟ ହରାଇ କାରଟି ଗଛରେ ପିଟି ହେବାରୁ ୨ ଜଣଙ୍କର…

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୧୦ ବଖରା ଘର

ଭଦ୍ରକ,୫ ।୨(ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲା କଳେଇ ପଞ୍ଚାୟତ ବଳଜିତପଡା ଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ନିଆଁ ଲାଗିବା କାରଣରୁ ପ୍ରାୟ ୧୦ ବଖରା ଘର ଜଳି ପାଉଁଶ ହୋଇଛି । ଏହି ଅଗ୍ନିକାଣ୍ଡରେ…

ପୋଲିସକୁ ଆକ୍ରମଣ ଘଟଣାରେ ୭ ଅଟକ

ପାରାଦୀପ,୫ ।୨(ଓଡିଶା ଭାସ୍କର): ଅଭିଯୁକ୍ତକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହୋଇଛି ପୋଲିସ । ଆକ୍ରମଣ କରିବା ଅଭିଯୋଗରେ ପୋଲିସ ୭ ଜଣଙ୍କୁ ରାତିରେ ଉଠାଇ ଆଣିଛି । ଏହି ଘଟଣା ପାରାଦୀପ ଗଡ ଗାଁରେ ଘଟିଯାଇଛି ।…

ଆଜିଠୁ ବିଦ୍ୟୁତ୍ ଶୁଳ୍କ ଶୁଣାଣି

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ୨୦୨୧-୨୨ ବର୍ଷର ବିଦ୍ୟୁତ୍ ଦର ନିର୍ଦ୍ଧାରଣ ପାଇଁ ଆଜିଠାରୁ ଶୁଣାଣି ଆରମ୍ଭ ହେବ । ବିଦ୍ୟୁତ୍ ନିୟାମକ ଆୟୋଗରେ ଫେବ୍ରୁଆରୀ ୧୯ ଯାଏ ଏହି ଶୁଣାଣି ଚାଲିବ । ଫେବ୍ରୁଆରୀ ୨୨ରେ ରାଜ୍ୟ…