Browsing Category

ରାଜ୍ୟ

ବଦଳିଲେ ୩ ଥାନାବାବୁ

ପୁରୀ, ୨୪ା୧ (ଓଡିଶା ଭାସ୍କର): ପୁରୀ ଜିଲ୍ଲାରେ ୩ ଜଣ ଥାନାବାବୁଙ୍କୁ ବଦଳି କରାଯାଇଛି । ଜିଲ୍ଲାର ୩ ଜଣ ଆଇଆଇସିଙ୍କୁ ଏସପି କନୱର ବିଶାଲ ସିଂ ପରିବର୍ତ୍ତନ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ଟାଉନ ଥାନା ଆଇଆଇସି…

ଅଙ୍ଗନବାଡ଼ି କର୍ମୀଙ୍କୁ ନେଇ ସରକାରଙ୍କ ପକ୍ଷରୁ ଆସିଲା ନୂଆ ଘୋଷଣା, ମିଳିବ ମାଗଣାରେ ସ୍ମାର୍ଟ ଫୋନ୍

ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ମିଳିବ ସ୍ମାର୍ଟ ଫୋନ । ସରକାରଙ୍କ ତରଫରୁ ମୋବାଇଲ ଫୋନ୍ ବଣ୍ଟନ ପାଇଁ ଘୋଷଣା କରାଯାଇଛି । ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ…

ଆସନ୍ତା ଦୁଇଦିନ ଘନ କୁହୁଡ଼ି

ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ଦୁଇଦିନ ଘନ କୁହୁଡ଼ି ପରିଲକ୍ଷିତ ହେବ । ତେଣୁ ସତର୍କତା ଅବଲମ୍ବନ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ସୂଚନା…

ପୁଣି ନବୀନ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ପୁଣି ନବୀନ ନମ୍ବରୱାନ୍ । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଛନ୍ତି । ନିକଟରେ ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେସନ୍ ପକ୍ଷରୁ…

ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା: ନିଜ ଆଡ଼ୁ ତଦନ୍ତ କରିବ ଭିନ୍ନକ୍ଷମ କମିଶନ

ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ମାମଲାରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ଭିନ୍ନକ୍ଷମ କମିଶନ । ତେବେ ଏହି ମାମଲା ପଦାକୁ ଆସିବା ପରେ ଏ ମାମଲା ରୁଜୁ କରି…

ଗୁରୁପ୍ରିୟା ସେତୁରେ ଅଚଳ ଲାଇଟ ଓ ସିସି କ୍ୟାମେରାର ମରାମତି ଆଜି କରାଗଲ।

ମାଲକାନଗିରି , ୨୪ା୧ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଲାଇଫ ଲାଇନ କୁହାଯାଉଥିବା ଗୁରୁପ୍ରିୟା ସେତୁରେ ସୁରକ୍ଷା ଦୃଷ୍ଟିରୁ ଲାଗିଥିବା ସିସି କ୍ୟାମେରା, ଏଲିଡି ଲାଇଟ, ସୌର ଶକ୍ତି ଦ୍ଵାରା…

କରୋନାରେ ପୁଣି ଜଣଙ୍କର ମୃତ୍ୟୁ, ୧୫୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୧୫୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୮୯ ଓ ସ୍ଥାନୀୟ ଅଞ୍ଚଳରୁ…

ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ନେଇ ଜାରିହେଲା ତାଲିକା, ଜାଣନ୍ତୁ କେଉଁ ମନ୍ତ୍ରୀ କେଉଁଠି

ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ଆସନ୍ତା ଜାନୁଆରୀ ୨୬ ତାରିଖରେ ରାଜ୍ୟବ୍ୟାପି ପାଳିତ ହେବାକୁ ଯାଉଛି ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ରାଜ୍ୟର କେଉଁ ସ୍ଥାନରେ କେଉଁ ମନ୍ତ୍ରୀ ପତାକା ଉତ୍ତୋଳନ କରିବେ ସେ ନେଇ…

ଦେଶରେ ଦିନକରେ ୧୫୫ ମୃତ, ୧୪ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୪ା୧: ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୫୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୩୩୯କୁ ବୃଦ୍ଧି…

ଆଜି ସର୍ବସାଧାରଣଙ୍କ ଦର୍ଶନ ବନ୍ଦ, କରାଯାଉଛି ସାନିଟାଇଜ୍

ପୁରୀ, ୨୪ା୧ (ଓଡିଶା ଭାସ୍କର): ଆଜି ରବିବାର ଥିବାରୁ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପରିସରକୁ ସାନିଟାଇଜ କରାଯାଉଛି । ବିନା କୋଭିଡ ରିପପୋର୍ଟରେ ଭକ୍ତ ପ୍ରଭୁଙ୍କ…