Browsing Category

ରାଜ୍ୟ

ବିଦ୍ୟୁତ୍ ତାର ଲାଗି ଦମ୍ପତ୍ତି ମୃତ

ଆସିକା,୧୨ ।୧୨(ଓଡିଶା ଭାସ୍କର): ବିଲରେ ଛିଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଯାଇଛି ଦମ୍ପତ୍ତିଙ୍କ ଜୀବନ । ହିଞ୍ଜିଳିକାଟୁ ଥାନା ବୁରୁପଡା ଗାଁରେ ଆଜି ଭୋରରୁ ଏହି ଦୁଃଖଦ ଘଟଣା ଘଟିଯାଇଛି । ଗାଁ ପାଖ…

ଚାନ୍ଦବାଲିରେ ଅତି ଘନ କୁହୁଡି

ଭୁବନେଶ୍ୱର, ୧୨ ।୧୨(ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଚାନ୍ଦବାଲିରେ ଅତି ଘନ କୁହୁଡି ହୋଇଥିିବା ବେଳେ ସେଠାରେ ଦୃଶ୍ୟମାନର ଦୂରତା ମାତ୍ର ୨୫ ମିଟର ରହିଛି ।…

୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ, ୧୨ ।୧୨(ଓଡିଶା ଭାସ୍କର): କୋରାପୁଟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଲମତାପୁଟ ଓ ପାଡୁଆ ଥାନା ଅଞ୍ଚଳରୁ ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି । ପାଡୁଆ ଥାନା ଅଞ୍ଚଳରୁ…

ସ୍ୱାମୀ ବାହାଘରରେ ପୋଲିସକୁ ସାଙ୍ଗରେ ଧରି ମନ୍ଦିରରେ ପହଞ୍ଚିଲା ପ୍ରଥମ ସ୍ତ୍ରୀ, ଆଉ ତା ପରେ

କଟକ, ୧୧।୧୨(ଓଡିଶା ଭାସ୍କର): ସ୍ତ୍ରୀକୁ ଛାଡି ଅନ୍ୟ ଜଣେ ମହିଳାଙ୍କୁ ମନ୍ଦିରରେ ବାହା ହେଉଥିଲେ ସ୍ୱାମୀ । କିନ୍ତୁ ମନ୍ଦିରରେ ପୋଲିସ ସହ ପହଞ୍ଚିଗଲେ ପ୍ରଥମ ପତ୍ନୀ । ବାହାଘର ସରିଯାଇଥିଲା ହେଲେ ନବବଧୂକୁ ଆଉ ଘରକୁ…

ରାଜ୍ୟରେ ଅନ୍‌ଲାଇନ୍‌ କ୍ଲିନିକ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର,୧୧।୧୨(ଓଡିଶା ଭାସ୍କର): ଅଲ୍‌ଟ୍ରାସାଉଣ୍ଡ କ୍ଲିନିକ୍‌ ପାଇଁ ରାଜ୍ୟରେ ଅନ୍‌ଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହାର ଶୁଭାରମ୍ଭ କରିଛନ୍ତି ସ୍ବାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର । ଫି…

ରାଜ୍ୟରେ ଆଉ ୪୦୮ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୧।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ସ୍ୱାଭିମାନ ଅଂଚଳକୁ ଆରମ୍ଭ ହେଲା ୧୦୮ ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା୧୧/୧୨: ଦୀର୍ଘଦିନ ର ଅପେକ୍ଷା ପରେ ସ୍ୱାଭିମାନ ଅଂଚଳକୁ ଆରମ୍ଭ ହେଲା ୧୦୮ ଆମ୍ବୁଲାନ୍ସ ସେବା। ଚିକିତ୍ସା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଲା ସ୍ୱାଭିମାନ ଅଞ୍ଚଳ ।ଚିତ୍ରକୋଣ୍ଡା ଲଞ୍ଚ ଘାଟ ଠାରେ ଏହି…

ପ୍ରଥମ ଗ୍ୟାସିଫିକେସନ କାରଖାନାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର, ୧୧ା୧୨ (ଓଡିଶା ଭାସ୍କର): ତାଳଚେର ସାର ଓ କାରଖାନାରେ କାର୍ଯ୍ୟକାରୀ ପ୍ରକଳ୍ପର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମୀକ୍ଷା ବୈଠକରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ…

ପ୍ରଦୀପ ମାମଲାର ତଦନ୍ତ କରିବ ଭିଜିଲାନ୍ସ: ଲୋକାୟୁକ୍ତ

ଭୁବନେଶ୍ୱର, ୧୧ା୧୨ (ଓଡିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ । ତଦନ୍ତକାରୀ ସଂସ୍ଥାଙ୍କ ତଥ୍ୟ ଆଧାରରେ ଲୋକାୟୁକ୍ତ ଶୁଣାଣି କରିବେ ବୋଲି କହିଛନ୍ତି ।…

ଚାଷୀ ଆନ୍ଦୋଳନରେ ବିରୋଧୀଙ୍କ ହାତ ରହିଛି: ପ୍ରତାପ

ଭୁବନେଶ୍ୱର, ୧୧ା୧୨ (ଓଡିଶା ଭାସ୍କର): କୃଷକ ଆଇନକୁ ବିରୋଧ କରି କ୍ରମାଗତ ୧୬ ଧରି ଚାଲିଆସିଥିବା ଚାଷୀ ଆନ୍ଦୋଳନକୁ ନେଇ ନିଜର ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି ଯେ, ସରକାରଙ୍କର…