Browsing Category
ରାଜ୍ୟ
ଧାନମଣ୍ଡିର ଶୁଭାରମ୍ଭ, ଦଲାଲଙ୍କୁ ଜଗିବ ସିସିଟିଭି
ମାଲକାନଗିରି, ୩୦ା୧୧ (ଓଡିଶା ଭାସ୍କର):ଆଜି ମାଲକାନଗିରି ଜିଲ୍ଲାରେ ଧାନ କିଣା ପ୍ରକିୟା ଆରମ୍ଭ ହୋଇଛି । ଜିଲ୍ଲାର ସମନ୍ବିତ ବଜାର କମିଟି କାର୍ଯ୍ୟ।ଳୟରେ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ଦ୍ଵାରା ଏହି…
ଅନଲାଇନରେ ମହାପ୍ରସାଦ ବିକ୍ରି, ଆମାଜନ ନାଁରେ ଏତଲା
ପୁରୀ, ୩୦ା୧୧ (ଓଡିଶା ଭାସ୍କର): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦକୁ ଅନଲାଇନରେ ବିକ୍ରି କରିବା ନେଇ ସିଂହଦ୍ୱାର ଥାନାରେ ଏତଲା ଦାୟର ହୋଇଛି । ଏହି ଏତଲା ଦାୟର କରିଛନ୍ତି ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ…
ଦନ୍ତାହାତୀର ମୃତଦେହ ଠାବ, କାରଣ ଅସ୍ପଷ୍ଟ
ସମ୍ବଲପୁର, ୩୦ା୧୧ (ଓଡିଶା ଭାସ୍କର): ଆଜି ସକାଳେ ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ବିଛୁଲୁ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି । ମାତ୍ର ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।…
6,432 Nursing Officer Recruitment announced: OSSSC
Bhubaneswar, 30/11: The Odisha Sub-Ordinate Staff Selection Commission (OSSSC) has announced the recruitment of 6,432 nursing officers in the district cadre posts. The recruitment…
ପରୀକୁ ମିଳିବ ନ୍ୟାୟ ,ଏନସିପିସିଆରଙ୍କୁ ଭେଟିଲେ ସମ୍ବିତ
ଭୁବନେଶ୍ୱର, ୩୦ା୧୧ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣା ଏକ ଭିନ୍ନ ମୋଡ଼ ନେଇଛି । ସୂଚନାଯୋଗ୍ୟ, ପୂର୍ବରୁ ପରୀକୁ ନ୍ୟାୟ ଦାବିରେ ରାଜ୍ୟ ବିଜେପି ତରଫରୁ ବାରମ୍ବାର ଆନ୍ଦୋଳନ…
ରାଜ୍ୟର ୩୦ ଜିଲ୍ଲାରୁ ଆଜି ୪୧୮କରୋନା ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୫ଜଣଙ୍କ ଜୀବନ
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୧ ଓ ସ୍ଥାନୀୟ ଅଞ୍ଚଳରୁ ୧୭୭ଜଣ ଚିହ୍ନଟ…
୧୫ ଡିଗ୍ରୀ ତଳେ ରାଜ୍ୟର ୧୧ ସହର
ଭୁବନେଶ୍ୱର,,୩୦/୧୧(ଓଡିଶା ଭାସ୍କର):ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି । ୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୧ଟି ସହରର ତାପମାତ୍ରା। ୯ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର ।…
ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍
ବ୍ରହ୍ମପୁର ୩୦/୧୧(ଓଡିଶା ଭାସ୍କର):ବ୍ରହ୍ମପୁରରେ ପହଁଚିଛି କ୍ରାଇମ୍ଇବ୍ରାଞ୍ଚର ୨ ଜଣିଆ ଟିମ । ଆକାଶ ପାଠକଙ୍କ ନାଁରେ ଆସିଥିବା ଚାକିରି ଦେବା ନାଁରେ ଠକେଇ ଅଭିଯୋଗର ହେବ ତଦନ୍ତ। ଚାକିରୀ ଦେବା ନାଁରେ କୋଟି କୋଟି…
ଆଜି ଆଉ ୭୦୭ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର, ୨୯/୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ଭୁବନେଶ୍ୱରରୁ ଆଜି ପୁଣି ୩୨ ପଜିଟିଭ, ୫୨ ସୁସ୍ଥ
ଭୁବନେଶ୍ୱର, ୨୯/୧୧(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଆଜି ରାଜଧାନୀରୁ ମାତ୍ର ୩୨ କରୋନା…