Browsing Category

ରାଜ୍ୟ

ବିଧାନସଭା ଶୀତ ଅଧିବେଶନ ଶେଷ

ଭୁବନେଶ୍ୱର, ୨୯/୧୧(ଓଡିଶା ଭାସ୍କର): ୩୦ ଦିନ ଆଗରୁ ସରିଲା ବିଧାନସଭା ଶୀତ ଅଧିବେଶନ। ଗୃହକୁ ଅନିର୍ଦିଷ୍ଟ କଲା ପର୍ଯ୍ୟନ୍ତ ମୁଲତବୀ କଲେ ବାଚସ୍ପତି ।ଡ଼ିସେମ୍ବର ୩୧ ଯାଏ ଚାଲିବାର ଥିଲା ବିଧାନସଭା।କୋଭିଡି କଟକଣା ମଧ୍ୟ…

ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍

ଭୁବନେଶ୍ୱର,୨୯/୧୧(ଓଡିଶା ଭାସ୍କର): ବିରୋଧୀ ମାନଙ୍କ ହଂଗାମା ମଧ୍ୟରେ ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  । ୧୧ ହଜାର ୭୦୦ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ । ଏହି ବିଲ୍  ର…

କଟକ ନୟାସଡକ ଆଇଆଇଏଫଏଲ ଲୁଟ ମାମଲା: ସୁରକ୍ଷାକର୍ମୀ ହରମୋହନ ଦାସ ଗିରଫ

କଟକ,୨୯/୧୧(ଓଡିଶା ଭାସ୍କର)   : କଟକ ନୟାସଡକ ଆଇଆଇଏଫଏଲ ଲୁଟ ମାମଲା ଧୀରେ ଧୀରେ ଗୁମର ଫିଟିବାରେ ଲାଗିଛି ।ସୁରକ୍ଷାକର୍ମୀ ହରମୋହନ ଦାସ ଗିରଫ ଲୂଟ ପୂର୍ବରୁ ମାଷ୍ଟରମାଇଣ୍ଡ ଲାଲା କୁ ଭେଟିଥିଲେ ହରମୋହନ । ଏ ନେଇ…

ଅଭୟକାନ୍ତ ପାଠକ ଓ ଆକାଶ ପାଠକ ଙ୍କ ସପକ୍ଷରେ ବାହାରିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର,୨୯/୧୧(ଓଡିଶା ଭାସ୍କର) :ବିଜେଡି ରୁ ବହିଷ୍କୃତ  ହେବ ପରେ ନିଜ ଭାବି ଜ୍ଵାଇଁ ଓ ସମୁଦି ଙ୍କ ସପକ୍ଷରେ ବାହାରିଲେ ପ୍ରଦୀପ ପାଣିଗ୍ରାହୀ । IFS ଅଭୟକାନ୍ତ ପାଠକ ହେଉଛନ୍ତି ଜଣେ ବେଷ୍ଟ ଅଫିସର । ତାଙ୍କ ନାଁରେ…

ବହିଷ୍କୃତ ହେବାପରେ ପ୍ରଦୀପଙ୍କ ପ୍ରତିକ୍ରିୟ।

ଭୁବନେଶ୍ୱର,୨୯/୧୧(ଓଡିଶା ଭାସ୍କର):ଜନବିରୋଧୀ କାମ ଅଭିଯୋଗରେ ଦଳରୁ ବହିଷ୍କାର ହେବାପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ସେ କୌଣସି ଜନବିରୋଧୀ କାର୍ଯ୍ୟ କରିନାହାନ୍ତି ବୋଲି କହିଛନ୍ତି ପ୍ରଦୀପ।…

ଗୃହ ୩ ଟା ପର୍ଯ୍ୟନ୍ତ ମୁଲତବି

ଭୁବନେଶ୍ୱର,୨୯/୧୧ (ଓଡିଶା ଭାସ୍କର):ବିରୋଧୀ ଦଳଙ୍କ ପ୍ରବଳ ହଙ୍ଗାମା ମଧ୍ୟରେ ବାଚସ୍ପତି ସୂର୍ଯ୍ୟନାରାୟଣ ପତ୍ର ଗୃହକୁ ୩ ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ…

ସର୍ବସାଧାରଣଙ୍କ ପାଇଁ ସିଲ୍ ହେଲା ବିଧାନସଭା ରାସ୍ତା

ଭୁବନେଶ୍ୱର,29/11(ଓଡିଶା ଭାସ୍କର): ସର୍ବସାଧାରଣଙ୍କ ପାଇଁ ବିଧାନସଭା ରାସ୍ତାକୁ ବନ୍ଦ କରି ଦେଇଛି କମିଶନରେଟ୍ ପୁଲିସ୍। ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏଁ ରାସ୍ତାକୁ ପୁଲିସ୍ ସିଲ୍ କରି ଦେଇଛି। ସପ୍ତାହେ ମଧ୍ୟରେ…

ରାଜ୍ୟର ୩୦ ଜିଲ୍ଲାରୁ ଆଜି ୫୧୮କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର,29/11(ଓଡିଶା ଭାସ୍କର): ରାଜ୍ୟରେ ଆଜି  ୩୦ ଜିଲ୍ଲାରୁ ୫୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୯୭ ଓ ସ୍ଥାନୀୟ ଅଞ୍ଚଳରୁ ୨୨୧ଜଣ…

ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର,29/11(ଓଡିଶା ଭାସ୍କର): ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ । ଲୋକ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ପାଠକ…

ଆଜି ଆଉ ୮୦୨ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୮।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…