Browsing Category
ରାଜ୍ୟ
ପ୍ରିୟଙ୍କା- ରାହୁଲ ଗାନ୍ଧୀଙ୍କୁ ଅଟକ ରଖିଲା ପୋଲିସ
ୟୁପି,୧ ।୧୦: ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଆଜି ସାରା ଦେଶରେ ସ୍ୱର ଉଠିଛି । ଏହାରି ମଧ୍ୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପଦଯାତ୍ରାରେ ହାଥରସ…
କାଲିଠୁ ଦିନ ୨ଟା ପରେ ରାଜ୍ୟର ଏହି ସହର ବନ୍ଦ ରହିବ, ଜାଣନ୍ତୁ କେଉଁଟି?
ଢେଙ୍କାନାଳ,୧ ।୧୦(ଓଡିଶା ଭାସ୍କର): ଦିନକୁ ଦିନ କରୋନା ମହାମାରୀ ବଢି ବଢି ଚାଲିଛି । କରୋନାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାରି ମଧ୍ୟରେ କାଲିଠୁ ଦିନ ୨ଟା ପରେ ଢେଙ୍କାନାଳ…
ବିଧାନସଭା ଗେଟ ସମ୍ମୁଖରେ ଛୁରାମାଡ ଘଟଣାକୁ ନେଇ କ’ଣ କହିଲେ ଡିସିପି?
ଭୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର)(SR): ବିଧାନସଭା ଗେଟ ସମ୍ମୁଖରେ ହାଇଡ୍ରାମା । ମା’ ବେକରେ ଛୁରି ଲଗାଇ ଆତ୍ମହତ୍ୟାର ଧମକ ଦେଇଥିଲା ପୁଅ । ଉତ୍ତେଜନା ପରେ ଉଭୟ ମା ଓ ପୁଅକୁ ଉଠାଇ ନେଇଛି ପୋଲିସ । ଘରୋଇ କଳହ ପରେ…
ଗୃହ ୩ଟା ଯାଏଁ ମୁଲତବୀ
ଭୁୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର)(SR): ଗୃହରେ ବିଜୁଳି ଦରକୁ ନେଇ ବିବୃତ୍ତି ରଖିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଶକ୍ତିମନ୍ତ୍ରୀଙ୍କ ବିବୃତି ପରେ ଅସନ୍ତୋଷ ପ୍ରକାଶ କରିଛି ବିଜେପି । ମନ୍ତ୍ରୀଙ୍କ…
ବିଧାନସଭା ଗେଟ ଆଗରେ ହାଇଡ୍ରାମା: ମା’ ବେକରେ ଛୁରି ଲଗାଇଲା ପୁଅ
ଭୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର)(SR): ବିଧାନସଭା ଗେଟ ସମ୍ମୁଖରେ ଛୁରାମାଡ ହୋଇଥିବା ସୂଚନା ମିଳିଛି । ମା’ ବେକରେ ଛୁରି ଆତ୍ମହତ୍ୟାର ଧମକ ଦେଇଛି ପୁଅ । ଉତ୍ତେଜନା ପରେ ଉଭୟ ମା ଓ ପୁଅକୁ ଉଠାଇ ନେଇଛି ପୋଲିସ ।…
7 ବର୍ଷ ପରେ ବଢିଛି ବିଜୁଳି ଦର
ଭୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର)(SR): ରାଜ୍ୟରେ ୭ ବର୍ଷ ପରେ ବିଜୁଳ ଦର ବଢିଛି । ମୁଲତବୀ ନୋଟିସ ପରେ ଗୃହରେ ଏହା ଉତ୍ତର ରଖିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି ଯେ, ‘ କୃଷକ, ବିପିଏଲ…
ରାଜ୍ୟରେ ୧୭ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୧ ।୧୦ (ଓଡିଶା ଭାସ୍କର)(SR): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୩୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ…
ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଭୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର)(SR): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮ ଜଣ…
ସରୁଆ ଅଞ୍ଚଳରେ ପ୍ରଶାସନର ନାଲି ପତାକା
ଖୋର୍ଦ୍ଧା,୧ ।୧୦(ଓଡିଶା ଭାସ୍କର)(SR): ଖୋର୍ଦ୍ଧା ସରୁଆରେ ଓଟିଭିର ଜବରଦଖଲ ମାମଲାରେ ଜମିର ମାପଚୁପ କରିବା ପାଇଁ ପହଞ୍ଚିଛି ଜିଲ୍ଲା ପ୍ରଶାସନ । ରାସ୍ତାରେ ନାଲି ପତାକା ପୋତି ପ୍ରଶାସନ ମାପଚୁପ ଆରମ୍ଭ କରିଛି ।…
ଆଜିଠୁ ପୁରୀରୁ ଗଡିବ ୩ଟି ଟ୍ରେନ୍, ଜାଣନ୍ତୁ କେଉଁଟି?
ପୁରୀ,୧ ।୧୦(ଓଡିଶା ଭାସ୍କର)(SR): ଆଜିଠାରୁ ପୁରୀରୁ ଗଡିବ ୩ଟି ଟ୍ରେନ୍ । ସେହି ୩ଟି ଟ୍ରେନ୍ ମଧ୍ୟରେ ସାମିଲ ରହିଛିପୁରୀ-ଅହମ୍ମଦାବାଦ, ପୁରୀ-ଦୁର୍ଗ । ଏହା ସହ ପୁରୁଷୋତ୍ତମ ଏକ୍ସପ୍ରେସ, ପୁରୀ-ସିଆଲଦା ଟ୍ରେନ୍ ବି…