Browsing Category

ରାଜ୍ୟ

ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା

ଜଗତସିଂହପୁର,୪ ।୯(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମରୀ ମାଡି ମାଡି ଚାଲିଛି । ଏହାରି ମଧ୍ୟରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବିଧାୟକଙ୍କ ଡ୍ରାଇଭର ମଧ୍ୟ କରୋନା…

ପରୀକ୍ଷା ପାଇଁ କାଲି ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର,୪ ।୯(ଓଡିଶା ଭାସ୍କର): ଏନଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ପାଇଁ କାଲି ଗଡିବ ସ୍ୱତନ୍ତ୍ର ଟ୍ରେନ୍ । କାଲି ସନ୍ଧ୍ୟା ୫ଟାରେ କଟକ, ସମ୍ବଲପୁର ଓ ବିଶାଖାପାଟଣାକୁ ଟ୍ରେନ୍ ଚାଲିବ । ୬ ତାରିଖରେ ପରୀକ୍ଷା…

ବଢିଲା +୨ ଆବେଦନର ଅବଧି

ଭୁବନେଶ୍ୱର,୪ ।୯(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ରାଜ୍ୟରେ +୨ ନାମଲେଖା ଆବେଦନ ଅବଧି ବଢିଛି । ସେପ୍ଟେମ୍ବର ୪ ପରିବର୍ତ୍ତେ ୧୧ ତାରିଖ ଯାଏ ଏଣିକି ଆବେଦନ କରିହେବ । www.samsoodisha.gov.in ୱେବସାଇଟ…

ଦୁଇ ବର୍ଷର ପୁତୁରାକୁ ଟାଙ୍ଗିଆରେ ହାଣିଦେଲା ଦାଦା

ମାଲକାନଗିରି, ୪ା୯(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ସ୍ଥିତ ମାଥିଲି ବ୍ଲକ ଖପ୍ରା ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି । ସେଠାରେ ଦୁଇ ବର୍ଷର ପୁତୁରାକୁ ଟାଙ୍ଗିଆରେ ହାଣି ଦେଇଛନ୍ତି ତାଙ୍କ ଦାଦା । ପୂର୍ବ…

ଡର୍ବଲ ମର୍ଡର ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୪ ।୯(ଓଡିଶା ଭାସ୍କର): କେନ୍ଦୁଝରରେ ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର ଘଟଣା ମିଳିଛି ନ୍ୟାୟ । ଦୋଷୀ ଦିବାଇ ନାଗଙ୍କୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ରାୟ ଶୁଣାଇଛନ୍ତି ।…

ଆସନ୍ତା ୨୩ରୁ ଅନୁଗୁଳରେ ଚାଲିବ ବାୟୁସେନାର ନିଯୁକ୍ତି ରାଲି, ଜାଣନ୍ତୁ ଆଶାୟୀ କେମିତି ନେବେ ଭାଗ

ଅନୁଗୁଳ, ୪ା୯(ଓଡ଼ିଶା ଭାସ୍କର): ଅନୁଗୁଳର ପିଟିସି ପଡ଼ିଆରେ ଆସନ୍ତା ୨୩ ରୁ ଅକ୍ଟୋବର ୪ ତାରିଖ ଯାଏଁ ଭାରତୀୟ ବାୟୁସେନା ପକ୍ଷରୁ ଏକ ନିଯୁକ୍ତିି ରାଲି କରାଯିବ । ଏଥିରେ ରାଜ୍ୟର ୩୦ ଜିଲ୍ଲାର ଆଶାୟୀ ଭାଗ ନେଇପାରିବେ…

ଗିରଫ ହେଲେ ଫ୍ୟାକ୍ଟ୍ରି ଓ ବଏଲର୍ସ ଉପନିର୍ଦ୍ଦେଶକ

ଭୁବନେଶ୍ୱର,୪ ।୯(ଓଡିଶା ଭାସ୍କର): ଫ୍ୟାକ୍ଟ୍ରି ଓ ବଏଲର୍ସ ଉପନିର୍ଦ୍ଦେଶକଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଉପନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରା ଗିରଫ ହୋଇଛନ୍ତି । ଚଢାଉ ବେଳେ…

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କୁ କରୋନା

ଭୁବନେଶ୍ୱର, ୪ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ, ସାଂସଦଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ନବରଙ୍ଗପୁର ସାଂସଦ…

ରାଜ୍ୟରେ ଆଜି ଆଉ ୯ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର, ୪ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୩୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ, ଖୋର୍ଦ୍ଧା, କଟକ, ବଲାଙ୍ଗୀର ଜିଲ୍ଳାରୁ ୨ଜଣ…