Browsing Category
ରାଜ୍ୟ
ବାହୁଡ଼ାଯାତ୍ରାର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧ା୭(ଓଡ଼ିଶା ଭାସ୍କର): ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ବାହୁଡ଼ାଯାତ୍ରାରେ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ସିଧାପ୍ରସାରଣ ଦେଖିବାକୁ କହିଛନ୍ତି…
ସାବଧାନ! ରାଜ୍ୟରେ ଆଉ ୪ ଦିନ ପ୍ରବଳ ଛେଚିବ
ଭୁବନେଶ୍ବର,୧/୭(ଓଡିଶା ଭାସ୍କର): ରାଜ୍ୟରେ ମୌସୁମୀ ପ୍ରଭାବ ଯୋଗୁ ବର୍ଷା ଲାଗି ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର…
ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା
ପୁରୀ, ୧/୭(ଓଡିଶା ଭାସ୍କର): ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ମାଉସୀଙ୍କ ଘରୁ ଶ୍ରୀମନ୍ଦିର ବାହୁଡିଯିବେ ତିନି ଠାକୁର। ଏବେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡପଲାଗି, ରୋଷ ହୋମ, ଅବକାଶ, ଦ୍ୱାରପାଳ ପୂଜା…
ଅନୁଗୁଳରେ ପ୍ରଥମ କରୋନା ମୃତ୍ୟୁ
ଅନୁଗୁଳ, ୩୦/୬(ଓଡିଶା ଭାସ୍କର): ଅନୁଗୁଳ ଜିଲ୍ଲାରୁ ପ୍ରଥମ କରୋନା ମୃତ୍ୟୁ ଖବର ଆସିଛି। ମୃତକ ଜଣକ ନାଲକୋର ଜଣେ ଡିଜିଏମ ପାହ୍ୟା ଅଧିକାରୀ ବୋଲି ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର…
କାର-ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ୩ମୃତ ଓ ୩ଗୁରୁତର
ସୁବର୍ଣ୍ଣପୁର, ୩୦ା୬(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁର-ବଲାଙ୍ଗିର ଏନଏଚ-୫୭ରେ ତରଭା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଖାରି ନିକଟ ସୁକତେଲ ପୋଲ ନିକଟରେ କାର ଓ ପିକଅପ ଭ୍ୟାନ ମଧ୍ୟରେ ଧକ୍କା ହୋଇଛି ।…
ଦିଲ୍ଲୀର ଓଖଲାରେ ହେବ ବର୍ଜ୍ୟବସ୍ତୁର ଶକ୍ତି ଉତ୍ପାଦନ ପ୍ଲାଣ୍ଟ
ନୂଆଦିଲ୍ଲୀ, ୩୦ା୬: ଦିଲ୍ଲୀ ସ୍ଥିତ ଓଖଲାରେ ବର୍ଜ୍ୟବସ୍ତୁର ଶକ୍ତି ଉତ୍ପାଦନ ପ୍ଲାଣ୍ଟ ହେବ । ଆଇଓସିଏଲ ଓ ଏନଟିପିସି ଏବଂ ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ ମଧ୍ୟରେ ଏନେଇ ଏମଓୟୁ ସ୍ୱାକ୍ଷର ହୋଇଛି । ଏମଓୟୁ ସ୍ୱାକ୍ଷର…
ଏହି ୧୦ଟି ଜିଲ୍ଲାରେ ବଳବତ୍ତର ରହିବ ଶନିବାର ଓ ରବିବାର ସଟଡାଉନ
ଭୁବନେଶ୍ୱର, ୩୦ା୬(ଓଡ଼ିଶା ଭାସ୍କର): ଅନଲକ-୨ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଜୁଲାଇ ମାସର ପ୍ରତି ସପ୍ତାହର ଶନିବାର ଓ ରବିବାର ୧୦ଟି ଜିଲ୍ଲାରେ ସଟଡ଼ାଉନ ବଳବତ୍ତର…
Big Breaking:Schools , Colleges to remain shut until August 31 in Odisha
Bhubaneswar,30/6: All the educational institutes will remain shut until August 31 in Odisha. Chief Secretary Asit Kumar Tripathy announced this in a press briefing while…
ଅନଲକ-୨ରେ ବଦଳିଲା ନାଇଟ କର୍ଫ୍ୟୁ ସମୟ
ଭୁବନେଶ୍ୱର, ୩୦ା୬(ଓଡ଼ିଶା ଭାସ୍କର): ଅନଲକ-୨ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଅନଲକ ୨ରେ ଜିଲ୍ଲାପାଳ ବା ପୌର ପ୍ରଶାସକ କଣ୍ଟେନମେଣ୍ଟ ଜୋନ ଘୋଷଣା…
ରାଜ୍ୟରେ ଆଜି ସର୍ବାଧିକ ୨୪୩ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର, ୩୦ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୨୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୫୧୮୯କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୨୪୩ କରୋନା…