Browsing Category

ରାଜ୍ୟ

ରକ୍ତରଞ୍ଜିତ ହେଲା ରଙ୍ଗ ପର୍ବ, ହୋଲିରେ ୭ଜଣଙ୍କୁ ହତ୍ୟା, ସାମ୍ନାକୁ ଆସିଲା ରିପୋର୍ଟ

ଭୁବନେଶ୍ୱର: ଗତକାଲି ଅର୍ଥାତ ମାର୍ଚ୍ଚ ୧୫ ତାରିଖରେ ସାରା ରାଜ୍ୟରେ ହୋଲି ଉତ୍ସବ ପାଳନ ହେଉଥିଲା। ହେଲେ ଏହି ପର୍ବରେ ରାଜ୍ୟରେ ୭ଜଣଙ୍କୁ ହତ୍ୟା କରାଯାଇଛି। ଏ ନେଇ ତଥ୍ୟ ସାମ୍ନାକୁ ଆସିଛି। ଭୁବନେଶ୍ୱରରେ ଗତକାଲି ୨…

ଭୁବନେଶ୍ୱରରେ ଡବଲ ମର୍ଡର ଘଟଣା: ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୬ା୩: ରାଜଧାନୀ ଭୁବନେଶ୍ୱରରେ ହୋଲିରେ ଘଟିଥିବା ୨ଟି ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି। ମଞ୍ଚେଶ୍ବର ଥାନା ଅଞ୍ଚଳ ହତ୍ୟା ମାମଲାରେ ୪ ଜଣଙ୍କୁ ଗିରଫ…

ଟ୍ରାକ୍ଟର ଧକ୍କା: ବାପା ଆଗରେ ଚାଲିଗଲା ଶିଶୁକନ୍ୟାର ଜୀବନ

ଭଦ୍ରକ: ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଟ୍ରାକ୍ଟର ଧକ୍କାରେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଗୁଜିଦରଡ଼ା ଫାଣ୍ଡି ବଶପୁର ଛକ ନିକଟରେ ଏକ ବାଇକକୁ ଟ୍ରାକ୍ଟରଟି ଜୋରରେ ଧକ୍କା ଦେଇଥିଲା।…

ଭୁବନେଶ୍ୱରରେ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟର

ଭୁବନେଶ୍ୱର: ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ସ୍ଥାପନ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟର । ଏନେଇ ଭୁବନେଶ୍ୱର ସାଂସଦଙ୍କ ପ୍ରସ୍ତାବରେ ସହମତି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସୂଚନା ମୁତାବକ, ଏହି ପ୍ରସଙ୍ଗରେ…

୨୦ରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି, ୩ ଦିନ ପରେ କମିବ ଖରା

ଭୁବନେଶ୍ୱର: ରାଜ୍ୟରେ ଆହୁରି ବଢ଼ିବ ତାତି । ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏ ନେଇ ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ । ୪୩ ଡଗ୍ରୀ ଛୁଇଁପାରେ ରାଜ୍ୟର ତାପମାତ୍ରା । ଆଗାମୀ ୨୪…

ଏଣିକି ପୋଷଣ କେନ୍ଦ୍ରରେ ମିଳିବ ରାସନ, କେନ୍ଦ୍ର ଓ ରାଜ୍ୟ ଉଭୟ ଦେବେ ସବ୍‍ସିଡି

ଭୁବନେଶ୍ୱର : ରାଜ୍ୟରେ ଥିବା ପୋଷଣ କେନ୍ଦ୍ରଗୁଡ଼ିକରେ ସବ୍‍ସିଡିରେ ରାସନ ମିଳିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଦିଲ୍ଲୀ, ଗୁଜୁରାଟ ଢାଞ୍ଚାରେ ଖୁବ୍‍ ଶୀଘ୍ର ପୋଷଣ କେନ୍ଦ୍ର ଖୋଲାଯିବ ।…

“ମୋର ଯୋଗ୍ୟତା ନାହିଁ ବୋଲି ଭାବିଲି, ଗଲିନି”: ଜୟନାରାୟଣ

ଭୁବନେଶ୍ୱର: ଶାହାଙ୍କ ଗସ୍ତ ନେଇ ପ୍ରସ୍ତୁତି ବୈଠକରେ ଜୟନାରାୟଣ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନରେ କ୍ଷୋଭ ଝାଡ଼ିଲେ ବରିଷ୍ଠ ନେତା ଜୟନାରାୟଣ। ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ବଡ଼…

ମାର୍ଚ୍ଚରୁ ଏତେ, ଆଗକୁ କେତେ! ଖରାରେ ସିଝିଲାଣି ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର: ଅପରାହ୍ନ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି । ରାଉରକେଲାରେ ଆଜିର…

Breaking: ଜଟଣୀ ଫୋରେନସିକ୍ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ ଶାହା, ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହା । ଶାହାଙ୍କ ଗସ୍ତ ନେଇ ମନମୋହନଙ୍କ ସୂଚନା । ୨୧ ତାରିଖ ସନ୍ଧ୍ୟାରେ ଝାରସୁଗୁଡ଼ାରେ ପହଞ୍ଚିବେ ଶାହା । ସେଠାରୁ ଯାଇ…

Breaking: କ୍ୟାରମ ଖେଳରୁ ବୟାଳିଷି ମଉଜାରେ ଗଡ଼ିଲା ମୁଣ୍ଡ; କହିଲେ ଡିସିପି

କଟକ: ଯୁକ୍ତିତର୍କରୁ ଫୁଟିଲା ଗୁଳି । ବୟାଳିଷ ମୌଜା ଗୁଳିକାଣ୍ଡ ଘଟଣାରେ ଯୁକ୍ତିତର୍କ ପାଇଁ ଗୁଳି ଫୁଟାଯାଇଥିବା କହିଲେ ଡିସିପି । ବୟାଳିଷ ମଉଜା ଗୁଳି ଫୁଟିବା ମାମଲାକୁ ନେଇ କଟକ ଡିସିପିଙ୍କ ପ୍ରତିକ୍ରିୟା ।…