Browsing Category
ରାଜ୍ୟ
ପିଲାଙ୍କୁ ବାଡ଼େଇ ନିଲମ୍ବନ ହେଲେ ଶିକ୍ଷକ
ହରିଚନ୍ଦନପୁର, ୨୦ା୧(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେଠାରେ ସ୍କୁଲ ବାରଣ୍ଡାରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ଶିକ୍ଷକ ନିସ୍ତୁକ ମାଡ଼ ମାରିଥିଲେ । ସେହି ମାଡ଼ ମାରିଥିବା…
ଓଡ଼ିଶାରେ ବିଧାନ ପରିଷଦ ପାଇଁ ବିଜେଡ଼ିର କସରତ
ଭୁବନେଶ୍ୱର, ୨୦ା୧(ଓଡ଼ିଶା ଭାସ୍କର): ଓଡ଼ିଶାରେ ବିଧାନ ପରିଷଦ ନେଇ ରାଜନୈତିକ ହଲଚଲ ଦେଖାଦେଇଥିଲା । ଏହି ପ୍ରସଙ୍ଗରେ ବିଜେଡ଼ି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବଜେଟ ଅଧିବେଶନର…
ପୁଣି ବିମାନବନ୍ଦରରୁ ସୁନା ଜବତ
ଭୁବନେଶ୍ୱର,୨୦ ।୧(ଓଡିଶା ଭାସ୍କର): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି । କ୍ୱାଲାଲମପୁରରୁ ଏୟାର ଏସିଆ ବିମାନ ଆସୁଥିଲା ଏହି ସୁନା । ବିମାନମନ୍ଦରରୁ ୨୧୫.୬୦୦ ଗ୍ରାମ…
ପୁରୀ ବେଳାଭୂମିରୁ ସାର୍କ ମାଛର ମୃତଦେହ ଉଦ୍ଧାର
ପୁରୀ, ୨୦ା୧(ଓଡ଼ିଶା ଭାସ୍କର): ପୁରୀ ପେଣ୍ଠକଟା ବେଳାଭୂମିରୁ ଏକ ସାର୍କ ମାଛର ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ମତ୍ସ୍ୟଜୀବୀଙ୍କ ଜାଲରେ ୫ଫୁଟର ମଲା ସାର୍କ ମାଛ ଲାଗିଥିବା ଜଣାପଡ଼ିଛି । ମୃତ ସାର୍କ ମାଛଟି…
ମୁଖ୍ୟମନ୍ତ୍ରୀଙ୍କୁ ତେଲି ସମାଜର ସମ୍ବର୍ଦ୍ଧନା
ଭୁବନେଶ୍ୱର,୨୦ ।୧(ଓଡିଶା ଭାସ୍କର): ଜାତିଗତ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ସବୁଜ ସଂକେତ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପକୁ ତେଲି ସମାଜ ସ୍ୱାଗତ କରିଛି । ଏନେଇ ଆଜି ତେଲି ସମାଜର…
ପୁରୀ ରାମଚଣ୍ଡୀରେ ହେବ ବିପର୍ଯ୍ୟୟ ମୁକାବିଲା ପାଇଁ ମକଡ୍ରିଲ
ପୁରୀ, ୨୦ା୧(ଓଡ଼ିଶା ଭାସ୍କର): ପୁରୀ ରାମଚଣ୍ଡୀରେ ଅନ୍ତର୍ଦେଶୀୟ ବିପର୍ଯ୍ୟୟ ମୁକାବିଲା ମକଡ୍ରିଲ ହେବ । ଫେବ୍ରୁଆରି ୧୧ରୁ ୧୪ତାରିଖ ପର୍ଯ୍ୟନ୍ତ ମକଡ୍ରିଲ ଚାଲିବ ବୋଲି ସୂଚନା ମିଳିଛି । ଏଥିରେ ବାଙ୍ଗଲାଦେଶ, ଭୁଟାନ,…
କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା
ତାଳଚେର,୨୦ ।୧(ଓଡିଶା ଭାସ୍କର): ୨୦୨୩ ସୁଦ୍ଧା ତାଳଚେର ୟୁରିଆ ସାର କାରଖାନା ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବ ବୋଲି କେନ୍ଦ୍ର ସାର ସଚିବ ଆଜି ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ଏହାର ବାର୍ଷିକ…
ଆରମ୍ଭ ହେଲା ଅନଲାଇନ ପ୍ରପର୍ଟି ମଡ଼୍ୟୁଲ ଓ ମ୍ୟୁନିସିପାଲ ପ୍ରିମିଅର ଲିଗ
ଭୁବନେଶ୍ୱର, ୨୦ା୧(ଓଡ଼ିଶା ଭାସ୍କର): ଅନଲାଇନ ପ୍ରପର୍ଟି ଟ୍ୟାକ୍ସ ମଡ଼୍ୟୁଲ ଓ ମ୍ୟୁନିସପାଲ ଲିଗ ଆରମ୍ଭ ହୋଇଛି । ଲୋକସେବା ଭବନ କନଭେସନ ସେଣ୍ଟରରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
କୃଷି ନୀତି-୨୦୨୦କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୦ା୧(ଓଡ଼ିଶା ଭାସ୍କର): କୃଷି ନୀତି-୨୦୨୦ ଉନ୍ମୋଚିତ ହୋଇଛି । ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ୫ଦିନ ଧରି ୨୪ତାରିଖ ଯାଏଁ ଏହା ଚାଲିବ ବୋଲି ସୂଚନା ମିଳିଛି । କୃଷି…
୫ବ୍ରାଉନସୁଗାର ଡିଲରଙ୍କୁ ଗିରଫ କଲା ଏସଟିଏଫ
ଭୁବନେଶ୍ୱର, ୨୦ା୧(ଓଡ଼ିଶା ଭାସ୍କର): ବ୍ରାଉନସୁଗାର, ଗଞ୍ଜେଇ ଏହିଭଳି ନିଶାଦ୍ରବ୍ୟ ଡିଲର ଦିନକୁ ଦିନ ବଢ଼ିବାରେ ଲାଗିଲେଣି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱର ଓ ବାଲେଶ୍ୱରରୁ ୫ବ୍ରାଉନସୁଗାର ଡିଲରଙ୍କୁ ଏସଟିଏଫ ଗିରଫ…