Browsing Category

ରାଜ୍ୟ

ବୁଧବାର ମହାପ୍ରଭୁଙ୍କର ବନକ ଲାଗି ନୀତି, ଏହି ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ

ଭୁବନେଶ୍ବର: ରାତି ପାହିଲେ ଫାଲଗୁନ ଷଷ୍ଠୀ । ଏହି ତିଥିରେ ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ । ତେଣୁ 5 ଘଣ୍ଟା ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବ । ଏହି ସମୟରେ ଦର୍ଶନ ବନ୍ଦ-  ଦ୍ୱିତୀୟ ଭୋଗମଣ୍ଡପ…

ସିବିଆଇ ରେଡ୍ ପରେ IAS ପଦରୁ ବିଷ୍ଣୁପଦଙ୍କ ଇସ୍ତଫା ! ମୁଖ୍ୟ ଶାସନ ସଚିବଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର : ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ପୁଣି ସିବିଆଇ ରେଡ୍ । ବୁଧବାର ସକାଳୁ ୮ ଜଣିଆ ସିବିଆଇ ଟିମ୍ ପହଞ୍ଚି ତଲାସୀ କରିଛି । ବିଷ୍ଣୁପଦଙ୍କ ସରକାରୀ କ୍ଵାର୍ଟର୍ସରେ ସିବିଆଇ ରୁଫ୍ ଆଣ୍ଡ ବ୍ରିଜ୍ ଲାଞ୍ଚ ମାମଲାରେ…

୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ବଡ଼ଧରଣର ଦୁର୍ନୀତି: ମନ୍ତ୍ରୀ ଧରାଇଲେ ଲିଷ୍ଟ

ଭୁବନେଶ୍ୱର:୨୦୨୫-୨୬ ଆର୍ଥିକ ବର୍ଷର ବିଧାନସଭାରେ ଚାଲିଛି ବଜେଟ ଅଧିବେଶନ। ଏହିସମୟରେ, ମଙ୍ଗଳବାର ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୫ ବର୍ଷରେ…

୨ ବର୍ଷରେ ଗଲାଣି ୨୦୭ ଦାଦନ ଶ୍ରମିକଙ୍କ ଜୀବନ: ଶ୍ରମମନ୍ତ୍ରୀଙ୍କ ବୟାନ

ଭୁବନେଶ୍ୱର: ଗତ ୨ ବର୍ଷ ମଧ୍ୟରେ ୨୦୭ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ବାହାର ରାଜ୍ୟକୁ ଯାଇ ପ୍ରାଣ ହରାଇଛନ୍ତି ୨୦୭ ଦାଦନ । ସେହିପରି ୩ ବର୍ଷରେ ୨୬୨ ଦାନନଙ୍କ ଜୀବନ ଯାଇଛି । ଦାଦନମାନଙ୍କୁ ଫେରାଇ ଆଣିବାକୁ ସରକାର…

ଗୃହରେ କିଟ ତାତି: କିଟ୍ ମାଲିକ କେଉଁ ଦଳର, ତାଙ୍କୁ କିଏ କୋଳରେ ବସାଇଛି… ଛାତ୍ରୀ ମୃତ୍ୟୁକୁ ନେଇ KIIT ଦୁଃଖିତ

ଭୁବନେଶ୍ୱର: କିଟରେ ଛାତ୍ରୀ ମୃତ୍ୟୁ ମାମଲା, ଦୁଃଖ ପ୍ରକାଶ କରି ସଫେଇ ଦେଲା କିଟ୍ । ତଦନ୍ତ ପରେ ୨ ସିକ୍ୟୁରିଟି ଗାର୍ଡଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି । ହଷ୍ଟେଲ ହାୟିତ୍ୱରେ ଥିବା ୨ ଅଧିକାରୀଙ୍କୁ ନିଲମ୍ବନ…

KIIT ପିଲାଙ୍କୁ ଡାକିଆଣି ଦୁର୍ବ୍ୟବହାର କରୁଛି, ଓଡ଼ିଶା ସରକାର ଉପରେ ଭରସା ଅଛି, ନ୍ୟାୟ ମିଳିବ…

ଭୁବନେଶ୍ୱର: ପିଲାଙ୍କୁ ଡାକି ଆଣି କଲେଜ ଦୁର୍ବ୍ୟବହାର କରୁଛି ବୋଲି କହିଲେ ମୃତା କିଟ୍ ଛାତ୍ରୀ ପ୍ରକୃତିଙ୍କ ବାପା ସୁନୀଲ ଲାମସାଲ୍ । ନେପାଳୀ ପିଲାଙ୍କୁ ଡାକିଆଣି ଦୁର୍ବ୍ୟବହାର କରାଯାଉଛି । କିଟ୍ ପକ୍ଷରୁ ଅନେକ…

ନେତାଜୀ ବସ୍ ଟର୍ମିନାଲରେ ଅଚଳାବସ୍ଥା ଜାରି: ଯାତ୍ରୀ ହନ୍ତସନ୍ତ

କଟକ,୧୮ା୨: ନେତାଜୀ ବସ୍ ଟର୍ମିନାଲରେ ଅଚଳାବସ୍ଥା ଜାରି ରହିଛି । ଫଳରେ ଯାତ୍ରୀମାନେ ନାନା ହଇରାଣ ହରକତ ହେଉଛନ୍ତି ।  ମେଣ୍ଟେନାନ୍ସ ସେବାରେ ଥିବା କର୍ମଚାରୀମାନେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି।…

Big Breaking: ଆମେ କିଛି କରିନୁ… ଆମକୁ ଶସ୍ତା ଭାବିଛନ୍ତି, ବିନା ଲେଡି ପୋଲିସରେ ଘରେ ଜବରଦସ୍ତି ପହଞ୍ଚିଛନ୍ତି

ଭୁବନେଶ୍ୱର: ଆଇଏଏସ ବିଷ୍ଣୁପଦଙ୍କ ଘରେ ସିବିଆଇ ଚଢ଼ଉ ।  ସିବିଆଇ ରେଡ୍ ନେଇ  ମିଡିଆ ଆଗରେ ମୁହଁ ଖୋଲିଲେ ବିଷ୍ଣୁପଦ । ମୋ ନାଁରେ କୌଣସି ଏଫଆଇଆର୍ ନାହିଁ । ମୁଁ ୩୦ ବର୍ଷ ଧରି ସ୍ୱଚ୍ଛଳ ଭାବେ କାମ କରୁଛି…

+୨ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣାଇ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର,୧୮ା୨: ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଯୁକ୍ତ ୨ ପରୀକ୍ଷା । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି…

ଝିଅ ବାହାଘର କରିବେ ସରକାର, ଲାଗୁହବ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’

ଭୁବନେଶ୍ୱର: ନାରୀ ସଶକ୍ତିକରଣ କରିବେ ରାଜ୍ୟ ସରକାର । ଏହାକୁ ଦୃଷ୍ଟିରେ ରଖି ଚଳିତ ବଜେଟରେ ନାରୀଙ୍କୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ସରକାର ଖୋଲି ଦେଇଛନ୍ତି ପାଣ୍ଠି । ରାଜ୍ୟ ମହିଳାଙ୍କୁ ସଶକ୍ତିକରଣକୁ…