Browsing Category
ରାଜ୍ୟ
Fuel Rate: ଛୁଟିଦିନରେ ଜାରି ହେଲା ନୂଆ ତେଲ ଦର, ଜାଣନ୍ତୁ ଆଜିର ପେଟ୍ରୋଲ-ଡିଜେଲ ମୂଲ୍ୟ
ଭୁବନେଶ୍ବର: ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରତିଦିନ ସକାଳ ୬ଟାରେ ଅପଡେଟ୍ କରାଯାଏ। ଏଗୁଡ଼ିକର ଦର ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ଏବଂ ଟଙ୍କା-ଡଲାର ବିନିମୟ ମୂଲ୍ୟ ଉପରେ ନିର୍ଭର କରେ।
ସକାଳ ୬ଟାରେ, ଦେଶର…
୨୪ ଘଣ୍ଟା ପାଇଁ ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ, ୨୭ ତାରିଖ ଯାଏଁ ଲାଗି ରହିବ ବର୍ଷା, ଆଜି ଦିନସାରା ଛେଚିବ
ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ରର ପ୍ରଭାବ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ଆଜି ବି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦିନସାରା ଲାଗି ରହିବ ବର୍ଷା। ବିଶେଷ…
ବର୍ଷାରେ ଫିକା ପଡିବ ଗଣେଶ ପୂଜା, ନୂଆଁଖାଇ…, ଆସୁଛି ବଡ଼ ଲଘୁଚାପ, 5 ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା….
ଓଡ଼ିଶା ଭାସ୍କର: ସୃଷ୍ଟି ହୋିଛି ଲଘୁଚାପ କ୍ଷେତ୍ର । ପୁଣି ବଡ ବର୍ଷାରେ ଭିଜିବ ଓଡିଶା । ପ୍ରକାଶଥାଉ ଯେ, ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ପଶ୍ଚିମ ଦିଗରେ…
କଲରାପତରିଆ ବାଘ ଭୟରେ ଥରୁଛନ୍ତି ନୂଆପଡ଼ାବାସୀ
ନୂଆପଡ଼ା: ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ। ଏଠାରେ ଗାଁ ବାସୀ ବାଘ ଭୟରେ ଘରୁ ପଦାକୁ ବାହାରୁ ନାହାନ୍ତି। କୁମନା ୱାଇଲ୍ଡଲାଇଫ ଅନ୍ତର୍ଗତ ଖୋଲିଭିତର ଗାଁରେ ବାଘ ଆତଙ୍କ ଖେଳିଯାଇଛି।
ଏହି ବାଘ ଗୋଟିଏ ଛେଳି ମାରି…
Big Breaking: ଟ୍ରଲର ଭିତରୁ ୨ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର
ବାଲେଶ୍ୱର: ଟ୍ରଲର ଭିତରୁ ୨ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବଳରାମଗାଡ଼ିରେ ଏକ ଟ୍ରଲରରୁ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ପୋଷ୍ଟମର୍ଟମ ପାଇଁ ଜିଲ୍ଲା ମୁଖ୍ୟ ମେଡିକାଲରେ ଏହି ୨ ମତ୍ସ୍ୟଜୀବୀଙ୍କ…
‘୩୦୦ ଅଗ୍ନିଶମ ପଦବୀ ପୂରଣ ହେବ’, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର: ଅଗ୍ନିଶମ ବିଭାଗରେ ଖାଲି ୩୦୦ ପଦବୀ ଡିସେମ୍ବର ସୁଦ୍ଧା ପୂରଣ ହେବ। ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ,…
ପୁରୀ ବୁଲିବାକୁ ହାଇଦ୍ରାବାଦରୁ ଆସିଥିଲେ ପର୍ଯ୍ୟଟକ, ଭାସିଗଲେ ସମୁଦ୍ରରେ
ପୁରୀ: ସମୁଦ୍ରରେ ପର୍ଯ୍ୟଟକ ଭାସି ନିଖୋଜ ଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ପୁରୀ ସମୁଦ୍ରରେ ଗାଧାଉଥିବା ବେଳେ ସମୁଦ୍ରରେ ଭାସିଯାଇଛନ୍ତି। ସୂଚନା ମୁତାବକ, ନିଖୋଜ ଥିବା ଯୁବକ ହାଇଦ୍ରାବାଦ ଅଞ୍ଚଳର ବିକାଶ…
ଲଗାଣ ବର୍ଷାରେ ବଢୁଛି ହୀରାକୁଦ ଜଳସ୍ତର, ଆଜି ଆହୁରି ୪ଟି ଗେଟ୍ ଖୋଲିଲା
ସମ୍ବଲପୁର: ଲଘୁଚାପ ପ୍ରଭାବରେ ବର୍ତ୍ତମାନ ଲଗାଣ ବର୍ଷା ଜାରି ରହିଛି। ଏହି ବର୍ଷା ଉପରମୁଣ୍ଡରେ ଅଧିକ ହେବା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍…
ନବୀନ ନିବାସରେ କ’ଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିରୋଧୀ ଦଳ ନେତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ। ମେଡିକାଲରୁ ଫେରିବା ପରେ ନବୀନଙ୍କୁ ଦେଖା କରିବାକୁ ଗଲେ ମୁଖ୍ୟମନ୍ତ୍ରୀ। ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା…
ମା’ କଅଁଳା ଶିଶୁଙ୍କ ପାଇଁ ଖୁସି ଖବର, ମନ୍ଦିର ପ୍ରଶାସନର ବଡ଼ ନିଷ୍ପତି, ଶ୍ରୀମନ୍ଦିର ପରିସରରେ ସ୍ତନ୍ୟପାନ କେନ୍ଦ୍ର
ପୁରୀ: ମହିଳା ଭକ୍ତମାନଙ୍କ ପାଇଁ ବଡ଼ ପଦକ୍ଷେପ। ଶ୍ରୀମନ୍ଦିର ପରିସରରେ ଶିଶୁମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ।
ବିଶେଷକରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଓ ମା’ମାନଙ୍କ ପାଇଁ ବ୍ୟବସ୍ଥା କରାଯିବାକୁ ହୋଇଛି…