Browsing Category

ରାଜ୍ୟ

ଆଜି ଖୋଲିବ ହଂସପାଳ ଓଭରବ୍ରିଜ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କଲେ ଉଦଘାଟନ

ଭୁବନେଶ୍ୱର: ଆଜି ଖୋଲିବ ହଂସପାଳ ଫ୍ଲାଏଓଭର ବ୍ରିଜ। ବହୁ ପ୍ରତୀକ୍ଷିତ ହଂସପାଳ ଫ୍ଲାଏ ଓଭରବ୍ରିଜର ଶୁଭ ଉଦଘାଟନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ପାଖାପାଖି ପାଞ୍ଚ ବର୍ଷର ଅପେକ୍ଷା ପରେ ଏବେ ଏହି…

Breaking: ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ପୋଷ୍ଟର ମାରିଲା ପୁରୀ ପୋଲିସ

ପୁରୀ: ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ହେବା ପରେ ପୁରୀ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ମନ୍ଦିର ଚତୁଃପାର୍ଶ୍ଵରେ ପୋଷ୍ଟର ମାରିଲା ପୁରୀ ପୋଲିସ। ଏହି ପୋଷ୍ଟରେ ଲେଖାଯାଇଛି ଯେ, ମନ୍ଦିର ପରିସରରେ ମୋବାଇଲ ଫୋନକୁ…

Big Breaking: ଗାଁ ଗାଁ ବୁଲି ଡ୍ରପ୍ ଆଉଟ୍ ପିଲାଙ୍କୁ ଖୋଜିବେ ସରକାର, ଏପ୍ରିଲରେ ଜାତୀୟ ଶିକ୍ଷା ନୀତିର ଖଡ଼ି ଛୁଇଁବେ ଓଡ଼ିଶା ପିଲା

ଭୁବନେଶ୍ୱର: ଏପ୍ରିଲ ମାସରୁ ଓଡ଼ିଶାରେ ଲାଗୁ ହେବ ଏନଇପି (ନ୍ୟାଶନାଲ ଏଜୁକେଶନ ପଲିସି) । ଏନଇପି ସମ୍ମିଳନୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା । ଆଉ ଦୁଇମାସ ପରେ ପିଲାଙ୍କୁ ଜାତୀୟ…

Breaking: ଆସନ୍ତା କାଲି ସ୍କୁଲ, କଲେଜ ବନ୍ଦ, କୋଶଳ ସମାଜର ବନ୍ଦ ଡାକରା

ସୁନ୍ଦରଗଡ଼: ତାମିଲନାଡ଼ୁରେ ଓଡ଼ିଆ ଝିଅଙ୍କୁ ଶୋଷଣ ଘଟଣଳ ପ୍ରତିବାଦରେ ଆସନ୍ତା କାଲି ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି । କୋଶଳ ସମାଜ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସ୍କୁଲ, କଲେଜ, କାର୍ଯ୍ୟାଳୟ, ଦୋକାନ…

୩୦ ରେ ସରିବ ସମୟସୀମା: E-KYC ନ କଲେ ରାସନ କାର୍ଡ କାଟିବ

ଭୁବନେଶ୍ୱର: E-KYC ନକଲେ ରାସନ କାର୍ଡ କଟିବ। ହିତାଧିକାରୀଙ୍କ ହାତରେ ସମୟ ଆଉ ମାତ୍ର ୧୦ଟି ଦିନ। ସମୟସୀମା ବଢ଼ାଯାଇ ଜାନୁଆରୀ ୩୦ ଚୂଡ଼ାନ୍ତ ହୋଇଛି। ଏପର୍ଯ୍ୟନ୍ତ ରାଜ୍ୟର ୪୧ଲକ୍ଷ ୧୫ ହଜାର ୫୨୫ ଜଣ ରାସନ କାର୍ଡଧାରୀ…

କଳିଯୁଗରେ ଭଗବାନଙ୍କୁ ବି ଛାଡୁନାହାଁନ୍ତି! ଶିରୁଳି ମହାବୀର ମନ୍ଦିରରୁ ହୁଣ୍ଡି ଉଠାଇନେଲେ ଦୁର୍ବୃତ୍ତ

ପୁରୀ: ଆଜିକାଲି ଚୋରମାନେ ଲୋକଙ୍କୁ ଠକିବା ସହିତ ଭଗବାନଙ୍କୁ ମଧ୍ୟ ଲୁଟିବା ଆରମ୍ଭ କଲେଣି । ଏହାରି ମଧ୍ୟରେ ପୁରୀର ପ୍ରସିଦ୍ଧ ଶିରୁଳି ମହାବୀର ମନ୍ଦିରରୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଲୁଟେରାମାନେ…

Breaking: ଭିତରକନିକାରେ VIPଙ୍କୁ ମିଳୁଛି ସ୍ୱତନ୍ତ୍ର ସୁବିଧା ହେଲେ ସାଧାରଣ ଜନତାଙ୍କ ପାଇଁ ପଡ଼ିଛି ତାଲା

ଓଡ଼ିଶା ଭାସ୍କର: ଭିତରକନିକାରେ କୁମ୍ଭିର ଗଣନା ପାଇଁ କୁମ୍ଭୀର ଜାତୀୟ ଉଦ୍ୟାନ ବନ୍ଦ କରାଯାଇଛି । କିନ୍ତୁ ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସୂଚନା । ଯେତେବେଳେ ଭିତରକନିକା ବୁଲିବା ପାଇଁ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେବ ବିଜେଡି: ପ୍ରତାପ ଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର: ବିଜେପି ପରେ ସାଙ୍ଗଠନିକ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା ବିଜେଡି। ଦଳରେ ରାଜ୍ୟସ୍ତରୀୟ ଓ ଜିଲ୍ଲା ଜିଲ୍ଲାସ୍ତରୀୟ ବିଭିନ୍ନ ପଦବି ପାଇଁ ସାଙ୍ଗଠନିକ ନିର୍ବାଚନ ହେବ। ତେଣୁ ପୂର୍ବଥର ଭଳି ଏଥର ବି ଦଳର…

Breaking: ଘର ବାରଣ୍ଡାକୁ ମାଡ଼ିଗଲା ହାଇୱା, ବର୍ତ୍ତିଗଲେ ପରିବାର

ଆସିକା: ସକାଳୁ ସକାଳୁ ଗଞ୍ଜାମ ଆସିକାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଘର ବାରଣ୍ଡାକୁ ଏକ ହାଇୱା ମାଡ଼ିଯାଇଛି। ଏଥିରେ ପରିବାର ଲୋକେ ବର୍ତ୍ତି ଯାଇଥିବା ଜଣାପଡିଛି। ସୂଚାନୁଯାୟୀ, ସୁନାମ୍ବସାହିରେ ଜଣଙ୍କ ଘରକୁ…

ସୀମାରେ ମିଳିଲା ବଡ଼ ସଫଳତା: ୧୦ ମାଓବାଦୀ ନିହତ, ଅପରେସନ ଜାରି 

ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଓଡିଶା ଓ ଛତିଶଗଡ଼ ପୋଲିସ ଏବଂ ସିଆପିଏଫ ଯବାନଙ୍କ ଏକ ସମ୍ମିଳିତ ଆନ୍ତଃରାଜ୍ୟ ଅପରେସନରେ ୧୦ ମାଓବାଦୀ ନିହତ ହୋଇଛନ୍ତି। ତେବେ…