Browsing Category

ରାଜ୍ୟ

Big Breaking:ଆସନ୍ତା ୨୪ରୁ ହେବ ପିଏମ୍ ଆବାସ ସର୍ଭେ, ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର:  ଆସନ୍ତା ୨୪ରୁ ହେବ ପିଏମ୍ ଆବାସ ସର୍ଭେ। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସୂଚନା। ଦେଢରୁ ଦୁଇମାସ ଚାଲିବ ଆବାସ ସର୍ଭେ। ହେଲେ ଏଥର ପିଏମ ଆବାସ ଯୋଜନାରେ କେନ୍ଦ୍ର ସରକାର ନିୟମାବଳୀକୁ…

Breaking: କାଠ ପାଇଁ ଜଙ୍ଗଲ ଯାଇ ଶବ ହୋଇ ଫେରିଲେ ବାପ-ପୁଅ, ଭାଲୁ ଆକ୍ରମଣରେ ବନ କର୍ମଚାରୀ ଗୁରୁତର

ଉମରକୋଟ: ଭାଲୁ ଆକ୍ରମଣରେ ବାପ, ପୁଅଙ୍କ ପ୍ରାଣହାନୀ । ଜନ୍ତୁ ଆକ୍ରମଣରେ ଫରେଷ୍ଟ ଗାର୍ଡ ଗରୁତର ଥିବା ସୂଚନା । କାଙ୍କେର ଜିଲ୍ଲା ଡଙ୍ଗରକଟା ଗାଁ ଜେଲାନକାସା ଜଙ୍ଗଳରେ ଭାଲୁ ଆକ୍ରମଣ ଘଟଣା ଘଟିଯାଇଛି । ଜଙ୍ଗଲକୁ…

(VIDEO) Big Breaking: କ୍ରାଇମବ୍ରାଞ୍ଚର ସୂଚନା, ପୋଡ଼ି ଦିଆଯାଇଛି ନବଙ୍କ ରକ୍ତଭିଜା ସାର୍ଟ

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲା। ରକ୍ତଭିଜା ସାର୍ଟକୁ ନେଇ ଆସିଲା ନୂଆ ତଥ୍ୟ। କ୍ରାଇମବ୍ରାଞ୍ଚର ବଡ଼ ସୂଚନା। ପୋଡ଼ି ଦିଆଯାଇଛି ନବଙ୍କ ରକ୍ତଭିଜା ସାର୍ଟ। ଯାହା ମାଧ୍ୟମରେ ଅନେକ ତଥ୍ୟ ମିଳିପାରିଥାନ୍ତା। ହେଲେ ସେ…

Breaking: ସୀମାରେ ଯବାନ ମାଓବାଦୀ ମଧ୍ୟରେ ଗୁଳି ବିନିମୟ, କାଲି ରାତିରୁ ଚାଲିଛି ସର୍ଚ୍ଚ ଅପରେଶନ୍

ମୈନପୁର: ଓଡ଼ିଶା- ଛତିଶଗଡ଼ ସୀମାରେ ଗୁଳି ବିିନିମୟ । ମାଓବାଦୀଙ୍କ ବିରୋଧରେ ବଡ଼ ଧରଣର ସର୍ଚ୍ଚ ଅପରେଶନ୍ । ଏସଓଜି, ସିଆର୍ପିଏଫ୍ ପକ୍ଷରୁ ମିଳିତ ଅପରେଶନ୍ ଜାରି ରହିଛି । ନୂଆପଡ଼ା ଗରିଆବନ୍ଧ ସୀମାରେ ଗୁଳି ବିନିମୟ…

ନବ ଦାସ ହତ୍ୟା ମାମଲା: ତଥ୍ୟ ଲୁଚାଇଛି କି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ? ମେଳ ଖାଉନି ପ୍ରମାଣ, ଉଠିଲା 8ଟି ପ୍ରଶ୍ନ

ଭୁବନେଶ୍ୱର: ପୂର୍ବତନ ବିଜେଡି ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ ବଡ଼ ବିସଙ୍ଗତି ଦେଖାଦେଇଛି, ଯାହା କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏକ ନୂତନ ଖୁଲାସା ପୋଲିସ ଏବଂ କ୍ରାଇମ୍ ବ୍ରାଞ୍ଚ…

ଦୁଖଦଃ ଘଟଣା: ମା’ କୁ ବଞ୍ଚାଇବାକୁ ଦୌଡ଼ି ଆସିଲା ନାବାଳକ, କଚାଡି ମାରିଦେଲା ହାତୀ

ଖୋର୍ଦ୍ଧା: ସୋମବାର ଭୋର ସମୟରେ ଖୋର୍ଦ୍ଧା ଜିଲ୍ଲାର ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ମହତପାଲି ଗାଁରେ ହାତୀ ଆକ୍ରମଣରେ ଜଣେ ୧୪ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମାଆ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ…

କୋରାପୁଟ ଜିଲାର ଏହି ସ୍ଥାନରେ ହେଲା ତୁଷାରପାତ, ୫ ଡିଗ୍ରୀ ତଳେ ତାପମାତ୍ରା

କୋରାପୁଟ: ରାଜ୍ୟରେ ଏବେ ଶୀତର ଲହରୀ ଜାରି ରହିଥିବା ବେଳେ, ଓଡ଼ିଶାର କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକରେ ତୁଷାରପାତ ହୋଇଛି। ଏଠାରେ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ତଳକୁ ଖସିଯାଇଛି। ବ୍ଲକର ଅନେକ ସ୍ଥାନରେ…

ନବଦାସ ହତ୍ୟାକାଣ୍ଡରୁ ଉଠିବ ପରଦା, ତଦନ୍ତ କରିପାରେ ସିବିଆଇ

ଭୁବନେଶ୍ୱର: ଆଇନମନ୍ତ୍ରୀଙ୍କ ଆହ୍ୱାନ ପରେ ନିଦରୁ ଉଠିଲେ ଦୀପାଳି ଦାସ। ନବ ଦାସ ହତ୍ୟାକାଣ୍ଡର ହୋଇପାରେ ସିବିଆଇ ତଦନ୍ତ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଲିଖିତ ଅଭିଯୋଗ କରିବେ ବୋଲି କହିଲେ ଦୀପାଳି ଦାସ। ଯଦି ରାଜ୍ୟ…

ଜୀନତ୍‌ ପ୍ରେମରେ ପଡ଼ିଲା ଝାଡ଼ଖଣ୍ଡୀ ମହାବଳ, ଖୋଜି ଖୋଜି ପହଁଚିଲା ଓଡ଼ିଶାରେ

ବାରିପଦା: ମହାବଳ ବାଘୁଣୀ ଜୀନତ୍‌ର ପିଛା କରୁଛି ଏକ ଝାଡ଼ଖଣ୍ଡୀ ମହାବଳ ବାଘ। ଗତ ଡିସେମ୍ବର ମାସରେ ଜୀନତ୍ ଯେଉଁ ରାସ୍ତା ଦେଇ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଯାଇଥିଲା ସେହି ରାସ୍ତାରେ ହିଁ ବାଘଟି ଓଡ଼ିଶାମୁହାଁ ହେବାରେ…

ଆକ୍ସନ ମୋଡ଼ରେ ଓଡ଼ିଶା ସରକାର: ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା, ନିଯୁକ୍ତ ହେବେ ନୂଆ ଟ୍ରାଫିକ୍‌ ପୋଲିସ

ଭୁବନେଶ୍ୱର : ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ପୋଲିସ…