Browsing Category

ରାଜ୍ୟ

ଆସନ୍ତା ୪ ଦିନ ପର୍ଯ୍ୟନ୍ତ କଲବଲ କରିବ ଶୀତ, ଘନ କୁହୁଡ଼ି ନେଇ ଏହି ୪ ଜିଲ୍ଲା ପାଇଁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟରେ କଲବଲ କରୁଛି ଶୀତ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୀତ ଏହିପରି ଭାବେ ଜାରି ରହିବ ଶୀତ। ସେପଟେ ଓଡ଼ିଶାରେ କୁହୁଡ଼ୁ ହେବା ନେଇ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ଘନ କୁହୁଡ଼ି…

୮ ବର୍ଷ ପରେ ବାବୁମାନଙ୍କ ଗାଡ଼ି ଖର୍ଚ୍ଚ ବଢ଼େଇଲେ ସରକାର, ଫେବୃୟାରୀ ୧ରୁ ଲାଗୁ ହେବ ନୂଆ ନିୟମ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା ବାବୁମାନଙ୍କ ଗାଡ଼ି ବାବଦ ଖର୍ଚ୍ଚ । ପାଖାପାଖି ୮ ବର୍ଷ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି । ବଢ଼ୁଥିବା ପେଟ୍ରୋଲ, ଡିଜେଲ ଦରକୁ ଆଖିରେ ରଖି ଏହି…

କଡା ସୁରକ୍ଷା ସତ୍ବେ ପୁଣି ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ

ପୁରୀ: କଡା ସୁରକ୍ଷା ସତ୍ବେ ପୁଣି ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ ହୋଇଛି । ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ବ୍ୟକ୍ତିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶ୍ରୀମନ୍ଦିର ବେଢାର ଜଗମୋହନ ଓ ଗରୁଡ଼ ସ୍ତମ୍ଭ ଭିଡ଼ିଓ…

Breaking: ସାର ଖାଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ୫ ନାବାଳକ, ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବା କହିଲେ ଡାକ୍ତର

ପାଲଲହଡା: ସାର ଖାଇ ୫ ନାବାଳକ ଡାକ୍ତରଖାନାରେ ଭର୍ତ୍ତି । ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ପିଲାମାନଙ୍କୁ ପାଲଲହଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାରକୋଟ୍ ଥାନା ସରୁଆଳି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।…

ପୂର୍ବତନ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଡିଏମଇଟି ଡା.ଗୋପାଳ କରଙ୍କ ପରଲୋକ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଡିଏମଇଟି ଡା. ଗୋପାଳ କରଙ୍କ ପରଲୋକ ଘଟିଛି । ରବିବାର ସକାଳ ୧୦ଟାବେଳେ ଗୋପାଳ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ସେ କଟକସ୍ଥିତ ତେଲଙ୍ଗାବଜାରସ୍ଥିତ ବାସଭବନରେ…

ବଢ଼ିଲା ଗାଡ଼ି ଭଡ଼ା: ଫେବୃୟାରୀ ପହିଲାରୁ ଅଫିସରମାନଙ୍କୁ ଦେବାକୁ ପଡ଼ିବ ବର୍ଦ୍ଧିତ ଦର

ଭୁବନେଶ୍ଵର: ବର୍ତ୍ତମାନ ଫେବୃୟାରୀ ପହିଲାରୁ ଅଫିସରମାନଙ୍କୁ ଗାଡ଼ି ଉପଯୋଗ ପାଇଁ ବର୍ଦ୍ଧିତ ଦର ଦେବାକୁ ପଡ଼ିବ । ବଢୁଥିବା ତେଲ ଦର କାରଣରୁ ଅଫିସରମାନେ ବ୍ୟବହାର କରୁଥିବା ଗାଡ଼ିର ଭଡ଼ା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି…

ଖଣ୍ଡଗିରିରେ ବନ୍ଦ ହେବ ନା ଚାଲୁ ରହିବ ଅଶ୍ଳୀଳତା, ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯାତ୍ରା ମାଲିକ

ଓଡ଼ିଶା ଭାସ୍କର: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ, ବନ୍ଦ ହେବ ନା ଚାଲୁ ରହିବ। ବିବାଦୀୟ ଅଭିନେତ୍ରୀମାନଙ୍କୁ ଖଣ୍ଡଗିରି ମନା ହେବା ନିଷ୍ପତ୍ତି ପରେ ପୁଣି ତେଜିଲା ଚର୍ଚ୍ଚା। ଯାତ୍ରାପାର୍ଟି ମାଲିକଙ୍କ ବିଭାଗୀୟ…

ନବ ଦାସ ହତ୍ୟା ପ୍ରସଙ୍ଗ: ପ୍ରଦୀପ ପୁରୋହିତଙ୍କ ବଡ଼ ବୟାନ, ‘ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ବ୍ୟକ୍ତି ମୁଖ୍ୟ…

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟାକାରୀ କିଏ? ତାକୁ ନେଇ ବର୍ତ୍ତମାନ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିବା ବେଳେ ଏହାରି ଭିତରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ…

ଓଡ଼ିଶାର ଏହି ସ୍ଥାନରେ ଅଛି ଲିଥିୟମ ଭଳି କ୍ରିଟାକାଲ ମିନେରାଲ: କେନ୍ଦ୍ର ଖଣି ସଚିବଙ୍କ ସୂଚନା

ଭୁବନେଶ୍ୱର: ଓଡ଼ିଶାରେ ଅଛି ଲିଥିୟମ ଭଳି କ୍ରିଟାକାଲ ମିନେରାଲ । ନୟାଗଡ଼ ଜିଲ୍ଲାର ମାଟିତଳେ ଲିଥିୟମ ଥିବା ସଙ୍କେତ ମିଳିଛି । ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆକୁ ମିଳିଛି ଏହି ସଙ୍କେତ । ଡ୍ରୋନ ମାଧ୍ୟମରେ ଏହି ଖଣିଜ…

ନବ ଦାସ ହତ୍ୟା ପ୍ରସଙ୍ଗରେ ପୁଣିଥରେ ବୟାନ ଦେଲେ ଦୀପାଳି, କହିଲେ ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁସାରେ ଦେବୁ

ଭୁବନେଶ୍ବର: ରାଜନୀତିରେ ଦିନକୁ ଦିନ ରୋଚକ ମୋଡ଼ ନେଉଛି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ହତ୍ୟା ମାମଲା । ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ଦାବି କରିବା ପରେ ଜାରି ରହିଛି ବୟାନ ବାଜି । ଏହାରି ଭିତରେ ଆଜି…