CHARIDHAM
Browsing Category

ରାଜ୍ୟ

ମାଆକୁ ଏକା କରି ସବୁଦିନ ପାଇଁ ଚାଲିଗଲେ ବାପା-ଝିଅ, ଯୋଡ଼ାରେ ବଡ଼ ଦୁର୍ଘଟଣା

ଯୋଡ଼ା: ଏକ ବଡ଼ ଦୁର୍ଘଟଣା ଖବର କେନ୍ଦୁଝରରୁ ସାମ୍ନାକୁ ଆସିଛି। ଏଠାରେ ଏକ ଟ୍ରକ ଧକ୍କାରେ ଦୁଇବର୍ଷର ଝିଅ ଏବଂ ବାପାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଗୁରୁତର ମାଆ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।…

ଗତ ୧୩ଟି ପାଳିରେ ୮୮% ଅଭିଯୋଗର ସମାଧାନ ହୋଇଛି: ମୁଖ୍ୟମନ୍ତ୍ରୀ

 ଭୁବନେଶ୍ବର; ଆଜିର ଅଭିଯୋଗ ଶୁଣାଣି ନେଇ ମୁଖ୍ୟମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି । 88 ପ୍ରତିଶତ ଅଭିଯୋଗର ସମାଧାନ ହୋଇଥିବା ନେଇ କହିଛନ୍ତି ମୋହନ ମାଝୀ । ଗତ ୧୩ଟି ପାଳିରେ ଗ୍ରହଣ କରାଯାଇଥିବା ୧୨,୨୫୨ଟି ଅଭିଯୋଗ…

ଛାତ୍ରଛାତ୍ରୀ ଧ୍ୟାନ ଦେବେ, ଏଣିକି ପରୀକ୍ଷା କେନ୍ଦ୍ରକୁ ନେଇ ହେବ ବହି ଓ ନୋଟ ବୁକ, ଏମିତି ହେବ ଏକ୍ସାମ…..

ଓଡିଶା ଭାସ୍କର:  ବହି ନିଅ, ପରୀକ୍ଷା ଦିଅ। ଯାହାଫଳରେ ଆସିବ ଅଧିକ ମାର୍କ । ପରୀକ୍ଷାରେ ବହି ଦେଖି ଉତ୍ତର ଲେଖିପାରିବେ ଛାତ୍ରଛାତ୍ରୀ । ଆଶ୍ଚର୍ଯ୍ୟ ଲାଗୁଥାଇପାରେ, ମାତ୍ର ଏ ଖବର ବାସ୍ତବିକ ସତ । କ’ଣ ଚମକି ପଡ଼ିଲେ…

ମୋହନଙ୍କୁ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, କେମିତି ଉତ୍ତର ରଖିବେ ରାଜ୍ୟ ସରକାର…

ଓଡିଶା ଭାସ୍କର:  ମୋହନ ସରକାରଙ୍କୁ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ପ୍ରକାଶଥାଉ ଯେ, ରାଜ୍ୟରେ ମୋଟ୍ କେତେ ଶିକ୍ଷକ ପଦବି ଖାଲି ରହିଛି ଓ ଏହି ପଦ ପୂରଣ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ତଥ୍ୟ ଦାଖଲ…

24 ଘଣ୍ଟା ରାଜ୍ୟକୁ ବେହାଲ କରିବ ବର୍ଷା, ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି….

ଓଡିଶା ଭାସ୍କର: ପୁଣି ରାଜ୍ୟକୁ ଘାଣ୍ଟିବ ତୁହାକୁ ତୁହା ବର୍ଷା । ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ରହିବା ସହ ଲଘୁଚାପରେ ବେହାଲ ହେବ । ପ୍ରକାଶଥାଉ ଯେ, ଆସନ୍ତା ୧୩ରେ ଉତ୍ତର ପଶ୍ଚିମ ତଥା ଏହାର ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ…

OTET ପ୍ରଶ୍ନପତ୍ର ଲିକ୍ ମାମଲା, ରିମାଣ୍ଡରେ ୨ ଅଭିଯୁକ୍ତ

ଭୁବନେଶ୍ୱର: OTET ପ୍ରଶ୍ନପତ୍ର ଲିକ୍ ମାମଲା। ୨ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଜିତନ ମହାରଣା ଓ ବିଜୟ ମିଶ୍ରଙ୍କୁ ୨ ଦିନିଆ ରିମାଣ୍ଡ ପାଇଁ କୋର୍ଟ ଦେଇଥିଲେ ଅନୁମତି।…

ରାଗିଗଲେ ମୁଖ୍ୟମନ୍ତ୍ରୀ: “ଆତ୍ମହତ୍ୟା ଶବ୍ଦ କାହିଁକି କହୁଛ…ସାହାଯ୍ୟ ପାଇଁ ଆସିଛ ସାହାଯ୍ୟ ପାଇବ”

ଭୁବନେଶ୍ୱର: ଆତ୍ମହତ୍ୟା କଥା ଶୁଣି ରାଗିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିବାବେଳେ ଏ ଘଟଣା ସାମ୍ନାକୁ ଆସିଛି । ଜଗବନ୍ଧୁ ପଣ୍ଡା ନାମକ ଜଣେ ଅଭିଯୋଗକାରୀ…

ବୁର୍ଲାରେ ଆଖି ବୁଜିଲେ ସକାଳେ ଆତ୍ମାହୁତି ଦେଇଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀ

ସମ୍ୱଲପୁର: ବଞ୍ଚେଇ ପାରିଲେନି ଡାକ୍ତର। ସକାଳେ ଅଧା ଜଳିଥିଲେ ଆଉ ହସ୍ପିଟାଲରେ ଆଖି ବୁଜିଲେ ଅର୍ଦ୍ଧଦଗ୍ଧ ନାବାଳିକା। ହଁ ଆଜ୍ଞା ଆମେ କହୁଛୁ ବରଗଡ଼ରେ ଆଜି ସକାଳେ ପେଟ୍ରୋଲ ଢ଼ାଳିହୋଇ ଜଳି ଯାଇଥିବା ଅଷ୍ଟମ ଶ୍ରେଣୀ…

ଯାଜପୁରରେ ସର୍ବାଧିକ ବନ୍ୟା କ୍ଷୟକ୍ଷତି, ରିପୋର୍ଟ ପାଇ ସରକାର ଘୋଷଣା କଲେ ସହାୟତା

ଭୁବନେଶ୍ୱର: ଆସିଲା ୫ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ । କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକର ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି । ବାଲେଶ୍ୱର ପାଇଁ ୨ କୋଟି ୧ ଲକ୍ଷ ୧୪ ହଜାର ୯୬୭ ଟଙ୍କା…

ସରକାରଙ୍କ ବଡ଼ ଘୋଷଣା, ଜମିହରାଙ୍କୁ ଜମି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତରଫରୁ ବଡ଼ ଘୋଷଣା।  ଜମି ହରାଇଥିବା ଲୋକଙ୍କୁ ଜମି ଦେବେ ସରକାର। ପ୍ରାକୃତିକ ବିପର୍ଯ୍ୟୟରେ ଜମିହରାଙ୍କୁ ଜମି ଦେବେ ସରକାର। ଏପରି କିଛି ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ…