Browsing Category
ରାଜ୍ୟ
ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଆୟୁଷ୍ମାନ ପ୍ରସଙ୍ଗକୁ ନେଇ ପୂର୍ବ ସରକାରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ
ଭୁବନେଶ୍ୱର: ଆୟୁଷ୍ମାନ ପ୍ରସଙ୍ଗକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, “ ପୂର୍ବ ସରକାର ହୀନମାନ୍ୟତା କାରଣରୁ ଲାଗୁ କରୁନଥିଲେ…
ମକରରେ ବଡ଼ ଅଘଟଣ; ଓଲଟିଲା ଡାଲା ଅଟୋ, ୧୩ ଆହତ, ୨ ଗୁରୁତର
ଆସିକା: ଆଜି ମକର ସଂକ୍ରାନ୍ତି ଅବସରରେ ଘଟିଯାଇଛି ବଡ଼ ଅଘଟଣ । ଡାଲା ଅଟୋ ଓଲଟି ୧୩ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିବା ଜଣାପଡ଼ିଛି ।
ପବିତ୍ର ମକର ବୁଡ଼ ପକାଇବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା ।…
‘ଆୟୁଷ୍ମାନ’ରେ ଫାଇଦା କ’ଣ, ଏହା BSKY ଠାରୁ କେତେ ଭଲ ?
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ପାଇଁ ବୁଝାମଣାପତ୍ର ସ୍ବାକ୍ଷରି କ୍ଷରିତ ହୋଇଛି। ଏହି ଯୋଜନା ଲାଗୁ ହେଲେ କ'ଣ ଫାଇଦା ମିଳିବ, ସେ…
ପବିତ୍ର ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ମହାପ୍ରଭୁଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କଲେ
ଭୁବନେଶ୍ୱର: ଆଜି ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପବିତ୍ର ମକର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଦେଉ ବୋଲି…
ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଜାତୀୟ ଉଦ୍ୟାନ ଭିତରକନିକା
ରାଜନଗର: ଭିତରକନିକା ବୁଲିବାକୁ ପ୍ଲାନ କରିଥିଲେ, ଏହି ଖବର ଆପଣଙ୍କ ପାଇଁ ଜରୁରୀ । କେନ୍ଦ୍ରାପଡ଼ାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକା ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ବୋଲି ସୂଚନା ଜାରି କରାଯାଇଛି ।
ସୂଚନା…
ଏହି ୩ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା: ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ଏବଂ କୋରାପୁଟ ଜିଲ୍ଲାର କେତେକ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ଭୁବନେଶ୍ବର ଅଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।…
ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷୟକ୍ଷତି ଆକଳନ ଶେଷ, ଚାଷୀଙ୍କୁ ମିଳିଲା ୨୨ କୋଟି
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷୟକ୍ଷତି ଆକଳନ ଶେଷ ହୋଇଛି । ୨ ଲକ୍ଷ ୭୨୯ଟି ପ୍ଲଟରେ କ୍ଷତି ପାଇଁ ଚାଷୀ ଆବେଦନ କରିଥିଲେ ।
୧ ଲକ୍ଷ କ୍ଷତିଗ୍ରସ୍ତ ପ୍ଲଟ ବାବଦକୁ ୨୨ କୋଟି ଟଙ୍କା ଦେଇଛନ୍ତି ସରକାର ।…
Breaking: ୩ ହଜାର ଚାଷୀଙ୍କୁ ମିଳିଲା ଗାଈ, ୧୯ ସ୍କୁଲରେ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମ ଆରମ୍ଭ କଲେ ରାଷ୍ଟ୍ରପତି
ମୟୁରଭଞ୍ଜ: ୩ ହଜାର ଚାଷୀଙ୍କୁ ଗାଈ ପ୍ରଦାନ । ମୟୁରଭଞ୍ଜରେ ୩ ହଜାର ଚାଷୀଙ୍କୁ ଗାଈ ମିଳିଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୋସମାବେଶର ଶୁଭାରମ୍ଭ କରିଛନ୍ତି ।
୧୯ଟି ବିଦ୍ୟାଳୟରେ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମ…
ଆୟୁଷ୍ମାନ MOU ପରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ ସହ ସମାଲୋଚନା, କହିଲେ ପୂର୍ବ ସରକାର ବଞ୍ଚିତ କରିଥିଲେ
ନୂଆଦିଲ୍ଲୀ: ଓଡ଼ିଶାରେ ଆୟୁଷ୍ମାନ ଲାଗୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ହୋଇଛି । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ…
ଭୁବନେଶ୍ବର NHରେ ଟାଟା ଏସିକୁ ପିଟିଲା କାର୍, ଚାଲିଗଲା 2ଜଣଙ୍କ ଜୀବନ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ବଡ ଧରଣର ଦୁର୍ଘଟଣା । ଯାଁଳା ଫାଣ୍ଡି ନିକଟରେ ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଏକ ଟାଟା ଏସିକୁ କାର୍ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାର କାରଣ…