Browsing Category

ରାଜ୍ୟ

(Breaking) ଶ୍ରୀମନ୍ଦିର ଜଗିବାକୁ ହେବ ସ୍ପେଶାଲ ବାଟାଲିୟନ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କରିବେ କାମ

ଭୁବନେଶ୍ୱର - ଶ୍ରୀମନ୍ଦିର ପ୍ରତି ଓଡିଆଙ୍କ ପରିଚୟ । ଏହାର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ (ଏସଏସଏମଏସଭି) । ଏନେଇ ସରକାର ନିଷ୍ପତ୍ତି ନେଉଛନ୍ତି । ତେବେ ଏହି ସ୍ୱତନ୍ତ୍ର…

(Video) ନିଆଁ ଗ୍ରାସରେ ୧୪ ଭୋଗ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଘଟଗାଁ- କେନ୍ଦୁଝରର ପ୍ରଖ୍ୟାତ ଠାକୁରାଣୀ ମା ତାରିଣୀଙ୍କ ମନ୍ଦିର ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପ୍ରାୟ ୧୪ଟି ଭୋଗ ସାମଗ୍ରୀ ଦୋକାନ ସମ୍ପୂର୍ଣ୍ଣ ପୋଡି ଛାରଖାର ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର…

ବିଧାନସଭାରେ ଆଳୁ ପ୍ରଶ୍ନ: ପୂର୍ବ ସରକାରଙ୍କ ମିଶନ ଫେଲ୍‌ କହିଲେ ଉପମୁଖ୍ୟମନ୍ତ୍ରୀ, ଚାଷ ପାଇଁ ମୋଟ ଖର୍ଚ୍ଚ 64 କୋଟି

ଭୁବନେଶ୍ବର: ବିରୋଧୀ ଦଳ ବିଧାୟକଙ୍କ ଆଳୁ ପ୍ରଶ୍ନର ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ପୂର୍ବ ସରକାରଙ୍କର ଆଳୁ ମିଶନ ଫେଲ୍ ମାରିଛି । ଓଡିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ କରୁଛି । କିନ୍ତୁ…

ଭୁବନେଶ୍ୱର: ଦୁଇ ପୃଥକ ସ୍ଥାନରେ ହତ୍ୟାକାଣ୍ଡ ଅଭିଯୋଗ, ପୋଲିସର ତନାଘନା

ଭୁବନେଶ୍ୱର- ବୁଧବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ସକାଳୁ ସକାଳୁ ଥାନା ଅଧୀନ ବୀରବନ୍ଧ ଗାଁ ଦାଣ୍ଡରେ ଏକ ଶବ ପଡିଥିବା ଦେଖିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି ।…

ବିଲକୁ ଯିବା ବେଳେ ହାତୀ ହାବୁଡରେ ପଡିଗଲେ ମନ୍ଦୋଦରୀ, ଶୁଣ୍ଢରେ ଟେକି କଚାଡି ମାରିଦେଲା…

ଭୁବନେଶ୍ବର: ଅନୁଗୁଳରେ ଥମିବାର ନାଁ ନେଉନାହିଁ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା । ପୁଣି ଜଣେ ମହିଳାଙ୍କର ଜୀବନ ନେଲା ହାତୀ । ବିଲକୁ ଯାଉଥିବା ବେଳେ ଟେକି ଛେଚି ଦେଲା ଦନ୍ତା । ଫଳରେ ମହିଳାଙ୍କର ମୃତ୍ୟୁ ହୋଇଥିବା…

ନିର୍ଦ୍ଦେଶ ନ ମାନିଲେ ସସପେଣ୍ଡ ହେବେ OAS ଅଧିକାରୀ: ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସରକାରୀ ନିର୍ଦ୍ଦେଶ ନ ମାନିବା ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିବ । ନିୟମ ଅବମାନନା କରୁଥିବା ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଓଲଟିଲା ଅବକାରୀ ବିଭାଗ ଗାଡ଼ି, ୩ ଆହତ

ସୋର: ଖଇରା ଅଞ୍ଚଳରେ ଓଲଟିଲା ଅବକାରୀ ବିଭାଗ ଗାଡ଼ି । ଖଇରା ଥାନା ପିତାପାଣିଆ ନିକଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରସାମ୍ୟ ହରାଇ ନୟନ ଝୋଡ଼ି ନିକଟରେ ଗାଡ଼ିଟି ରାସ୍ତା କଡ଼କୁ ଓଲଟିପଡ଼ିଥିଲା । ଦୁର୍ଘଟଣାରେ…

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଆନ୍ତର୍ଜାତିକ କର୍ମଶାଳା ‘ମାନବୋତ୍ତର’ ଉଦ୍‌ଘାଟିତ

ଭୁବେନଶ୍ବର: ଭତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ଭାସ୍କର୍ଯ୍ୟ ବିଭାଗ ପକ୍ଷରୁ ଏକ ଚାରିଦିନିଆ ଆନ୍ତର୍ଜାତିକ କର୍ମଶାଳା ‘ମାନବୋତ୍ତର’ ଉଦ୍‌ଘାଟିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ: ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ଓ ଆଧୁନିକୀକରଣ ହେବ, ଗଠନ ହେବ ଟାସ୍କ ଫୋର୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଆଖୁ ଚାଷୀଙ୍କ ପାଇଁ ଆସିଛି ଏକ ଶୁଭ ସମ୍ବାଦ । ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ଏକ ଟାସ୍କ ଫୋର୍ସ…

Breaking: ରାଜ୍ୟ ସରକାରଙ୍କ ମାର୍ଗ ଦର୍ଶିକା ଅନୁସାରେ ହେବ ମରାମତି…. ଶନିବାର, ରବିବାର ବନ୍ଦ ରହିବ କାମ

ପୁରୀ: ୧୭ ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଛତିଆ ନିଯୋଗ ବୈଠକ ପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ମରାମତି କାମ ଆରମ୍ଭ କରାଯିବ । ଦିନ ଗୋଟାଏରୁ…