fbpx
Browsing Category

ରାଜ୍ୟ

ନନ୍ଦନକାନନରେ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍ ଆଉଟ୍ ଆଟ୍ ଜୁ’

ଭୁୁବନେଶ୍ୱର: ନନ୍ଦନକାନନ ପକ୍ଷରୁ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଜି ଠାରୁ ଅର୍ଥାତ୍ ରବିବାର ମାର୍ଚ୍ଚ ୧୦ ତାରିଖ ଠାରୁ ବନ୍ୟପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ‘ନାଇଟ୍ ଆଉଟ୍ ଆଟ୍ ଜୁ’…

ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ଅନୁକମ୍ପାମୂଳକ ସହାୟତା ରାଶିରେ ବୃଦ୍ଧି , ଜାଣନ୍ତୁ ଆଉ କ’ଣ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ…

ଜେଲ୍‌ରୁ ୨ କଏଦୀ ଫେରାର, ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପକାରାଗାରରୁ ୨ କଏଦୀ ଫେରାର ହୋଇଯାଇଛନ୍ତି । ଗତକାଲି ରାତିରୁ ୨ କଏଦୀ ଚମ୍ପଟ ମାରିଥିବା ସୂଚନା ମିଳିଛି । ଫେରାର କଏଦୀ ହେଉଛନ୍ତି ଶୋଭାବନ ରଣା ଓ ସୁମିତ କୁମାର ବିହାରୀ ।…

Big Breaking… ୧୫ ଦିନ ସାମୟିକ ଛୁଟିକୁ ମଞ୍ଜୁରୀ: ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟର ସମସ୍ତ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି କର୍ମଚାରୀଙ୍କୁ ବାର୍ଷିକ ୧୫ ଦିନର ସାମୟିକ ଛୁଟିକୁ ସରକାର ମଞ୍ଜୁରୀ ପ୍ରଦାନ…

ନଦୀରେ ଗାଧୋଇବାକୁ ଯାଇ ନିଖୋଜ ଥିବା ପରିବାରର ୩ ଜଣଙ୍କ ମୃତ ଦେହ ଉଦ୍ଧାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ଥାନା ସେମିନା ନିକଟ ଇବ ନଦୀରେ ଗାଧୋଇବାକୁ ଯାଇ ୩ ଜଣ ନିଖୋଜ ଥିଲେ । ବର୍ତ୍ତମାନ ନିଖୋଜ ଦୁଇ ଜଣଙ୍କ ମୃତ ଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି…

ବଡ଼ ଖବର… ଶ୍ରୀମନ୍ଦିର ପରିସରରେ ଅଗ୍ନିକାଣ୍ଡ: ବଡ଼ ଦେଉଳରେ ବାରମ୍ବାର ଘଟୁଛି ଅଘଟଣ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ଅଗ୍ନିକାଣ୍ଡ ଘଟିଛି । ବଡ଼ ଦେଉଳ ଭିତର ବେଢାର ମା କାଳୀଙ୍କ ମନ୍ଦିରରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ସର୍ଟ ସର୍କିଟ ଯୋଗୁଁ ମନ୍ଦିରରେ ନିଆଁ ଲାଗିଥିବା…

‘ମେରା ପେହଲା ଭୋଟ୍ ଦେଶ କେ ଲିୟେ’ ଅଭିଯାନ, ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଲେ ସୁଦର୍ଶନ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ମତଦାତା ତାଲିକାରେ ସ୍ଥାନ ପାଇଥିବା ଯୁବ ମତଦାତାଙ୍କୁ ମତଦାନର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ଲାଗି ଆଗେଇ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ କରିଛନ୍ତି। ଏଥି…

ଘୋଷଣା ହେଲା ‘ସାହିତ୍ୟ ଭାରତୀ ସମ୍ମାନ’: ସାହିତ୍ୟିକ ଅର୍ଚ୍ଚନା ନାୟକଙ୍କୁ ବିଳିବ ପୁରସ୍କାର

ଭୁବନେଶ୍ୱର: ସାହିତ୍ୟ ଭାରତୀ ସମ୍ମାନ ପାଇଁ ଘୋଷଣା ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ଅର୍ଚ୍ଚନା ନାୟକଙ୍କୁ ‘ସାହିତ୍ୟ ଭାରତୀ ସମ୍ମାନ’ ପୁରସ୍କାର ପ୍ରଦାନ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ଶ୍ରୀ ଗଙ୍ଗାଧର ରଥ…

ରୂପାନ୍ତରିତ ଆଇଆରସି ବିଦ୍ୟାଳୟ ଓ ନୀଳମାଧବ ନିବାସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଭାସ୍କର: ରୂପାନ୍ତରିତ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଆଇଆରସି ସରକାରୀ ଉଚ୍ଚ ବିଦ୍ୟାଳୟର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ଏହାକୁ ଏକ ଡ୍ରିମ୍ ପ୍ରୋଜେକ୍ଟ ଭାବେ ନିର୍ମାଣ…

ସ୍କୁଲ ଶିକ୍ଷାର ବିକାଶ ସହ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ: ୫୨ଟି ଭଷାରେ ବର୍ଣ୍ଣମାଳା ପୁସ୍ତକ…

ନୂଆଦିଲ୍ଲୀ: ଓଡ଼ିଶାରେ ୬ଟି ଭାଷା ସମେତ ୫୨ଟି ଭାରତୀୟ ଭାଷାରେ ବର୍ଣ୍ଣମାଳା ପୁସ୍ତକର ଉନ୍ମୋଚନ ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ପାଠ ପଢିବା ପାଇଁ ଆଗ୍ରହୀ କରାଇବ । ଲେଖା ସହ ପାଠ ପଢିବା ପାଇଁ ବିଶେଷ ଭାବରେ…