fbpx
Browsing Category

ରାଜ୍ୟ

OSEPA ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ

କଟକ: କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତିରେ ଅନିୟମିତତା ମାମଲାରେ ମଙ୍ଗଳବାର ହାଇକୋର୍ଟ ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ୍ ଅଥୋରିଟି(OSEPA)ର ମେରିଟ୍ ଲିଷ୍ଟକୁ ଖାରଜ କରିଛନ୍ତି । ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି…

Big Breaking; ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍: ପୁରୀ-ବିଶାଖାପାଟଣାକୁ ଯୋଡ଼ିବ ଟ୍ରେନ

ଭୁବନେଶ୍ୱର: ଓଡ଼ିଶା ପାଇଁ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶ୍ରୀକ୍ଷେତ୍ର ପୁରୀ-ବିଶାଖାପାଟଣାକୁ ସଂଯୋଗ କରିବ ଏହି ବନ୍ଦେ ଭାରତ ଟ୍ରେନ । ଖୋର୍ଦ୍ଧା ରୋଡ,…

୩୦ ଫୁଟ ତଳକୁ ଖସିଲା କାର, ୨ ଗୁରୁତର

ଆନନ୍ଦପୁର: ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ କାର ଖସିପଡିଛି । ଏଥିରେ ୨ ଜଣ ଗୁରୁତର ଥିବା କଥା ଜଣାପଡିଛି । ଆନନ୍ଦପୁର ବ୍ରିଜ ଛକ ଶିଶୁପାର୍କ ନିକଟରେ କାର ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ୨ଜଣ ଗୁରୁତର ଥିବା ସହ ୩…

ଟିକାକରଣରେ ଓଡ଼ିଶା ଆଗରେ, ରାଜ୍ୟରେ କମୁଛି ଶିଶୁ ମୃତ୍ୟୁହାର: ଏସଆରଏସ୍ ରିପୋର୍ଟରୁ ଖୁଲାସା

ଭୁବନେଶ୍ୱର : ରାଜ୍ୟରେ କମୁଛି ଶିଶୁ ମୃତ୍ୟୁହାର । ଏସଆରଏସ୍ ରିପୋର୍ଟରୁ ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ସଫଳତା ପ୍ରକାଶ ପାଇଛି । ୨୦୦୮ ତୁଳନାରେ ୫୦ ପ୍ରତିଶତ କମିଛି ଶିଶୁ ମୃତ୍ୟୁହାର । ଆଗକୁ ଏହି ସଂଖ୍ୟା…

ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌, ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ । ଭୁବନେଶ୍ୱରରୁ ବିଶାଖାପାଟଣା ଗଡ଼ିବ ଟ୍ରେନ୍ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଏହି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ…

ଆସନ୍ତାକାଲି ଓଡ଼ିଶାକୁ ବଡ଼ ଉପହାର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ: ରୋଜଗାରର ସୁଯୋଗ ସୃଷ୍ଟି ହେବା ସହ ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର: ରେଳବାଇର ଭିତ୍ତିଭୂମିର ଅଭିବୃଦ୍ଧି ଏବଂ ଭାରତୀୟ ରେଳର ସଂଯୋଗୀକରଣ ପ୍ରକିୟାର ବୃଦ୍ଧି ହେତୁ ପ୍ରଧାନମନ୍ତ୍ରୀ 12 ମାର୍ଚ୍ଚ 2024 ମଙ୍ଗଳବାର ଦିନ 85,000 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପ…

ବିଜେଡ଼ିରେ ଯୋଗଦେଲେ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଏବଂ ୨୨ ପଞ୍ଚାୟତର ସରପଞ୍ଚ-ସମିତିସଭ୍ୟ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ୨୨ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନଙ୍କ ସହ ଧର୍ମଗଡ଼ ଓ କଲ୍ୟାଣପୁର ବ୍ଲକର ଶତାଧିକ କଂଗ୍ରେସ ଓ ବିଜେପି…

ବର୍ଷରେ ଗୋଟିଏ ଦିନ ଭକ୍ତଙ୍କ ମଙ୍ଗଳ କାମନା କରି ଉପବାସ ରୁହନ୍ତି ଏହି ଠାକୁରାଣୀ…

ଓଡ଼ିଶା ଭାସ୍କର: ଓଡ଼ିଶାରେ ଏପରି ଏକ ଗାଁ ନାହିଁ ଯେଉଁଠି ମା' ତାରିଣୀଙ୍କ ମନ୍ଦିର ନ ଥିବ। ଆଉ ଏମିତି କିଛି କାମ ନାହିଁ ମା'ଙ୍କୁ ସ୍ମରଣ ନକରି ଅନୁକୂଳ ହୋଇଥିବ। ସେ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ସତ ହେଲେ, ସାରା…

ସରକାରୀ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସୁଯୋଗ, OSSSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଏହି ଲିଙ୍କକୁ ଯାଇ କରନ୍ତୁ ଆବେଦନ

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ଚାକିରି କରିବାର ସୁଯୋଗ । ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ଏମ ଓ ବିସିଡବ୍ଲ୍ୟୁ ବିଭାଗ ଅଧୀନରେ ସରକାରୀ ବିଦ୍ୟାଳୟ ଗୁଡିକରେ ବିଭିନ୍ନ ବିଭାଗର ଶିକ୍ଷକ ଏବଂ ସେବକ/…

(Video) ସତ ପ୍ରେମର ଭିନ୍ନ ଏକ ଉଦାହରଣ; ବରର ଗୋଡ଼ ନଥିଲେ ବି ଝିଅର କଥା ଶୁଣି ରାଜି ହୋଇଗଲେ ବାପା…

ବାଲେଶ୍ୱର: ପ୍ରେମ କେଉଁଠି, କେମିତି, କାହା ସହିତ ହୋଇଯାଏ ସେ ବିଷୟରେ କେହି କହିପାରିବେ ନାହିଁ । ଆଉ ଏମିତିରେ କହିବାକୁ ଗଲେ ପ୍ରେମ ତ ଅନ୍ଧ । ପ୍ରେମ ସାମ୍ନାରେ ବୟସ, ଜାତି, ଧର୍ମ, ବର୍ଣ୍ଣ, ଅକ୍ଷମତା କିଛି ବି ମାନେ…