fbpx
Browsing Category

ରାଜ୍ୟ

(Video) କୁଖ୍ୟାତ ମାଓନେତ୍ରୀ ମୁଣ୍ଡ ଉପରେ ଥିଲା ୫ଲକ୍ଷ ଇନାମ; ଯବାନଙ୍କ ଗୋଟିଏ ଗୁଳିରେ…

ମାଲକାନଗିରି: ପୁଣି ଛତିଶଗଡ଼ରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ । ଲୋକ ସଭା ନିର୍ବାଚନ କୁ ଭଣ୍ଡୁର କରିବା ଲାଗି ମାଓବାଦି ମାନେ ଯୋଜନା କରୁଥିବା ବେଳେ ଏହାକୁ ଭଣ୍ଡୁର କରିଛନ୍ତି ଯବାନ । ଗୁଳି…

ପୋଷ୍ଟାଲ ବାଲାଟରେ ଭୋଟ ଦେଇପାରିବେ କାର୍ଯ୍ୟରତ ସାମ୍ବାଦିକ; ବ୍ୟବସ୍ଥା କଲେ ଇସିଆଇ

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ପୋଷ୍ଟାଲ ବାଲାଟରେ ଭୋଟ ଦେଇପାରିବେ କାର୍ଯ୍ୟରତ ସାମ୍ବାଦିକ । କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥା କଲେ ଇସିଆଇ । ଏଥିପାଇଁ ନିଜ ନିର୍ବାଚନ ମଣ୍ଡଳୀ…

କାଲିଠୁ ପୁଣି ଖରାରେ ଜଳିବ ଓଡ଼ିଶା! ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା

ଓଡ଼ିଶା ଭାସ୍କର: ଗତକାଲି କାଳବୈଶାଖୀ ପ୍ରଭାବରେ ରାଜଧାନୀ ସମେତ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। କାଳବୈଶାଖୀ ତାଣ୍ଡବରେ ଝଡ଼ ତୋଫାନ ସହ କୁଆ ପଥର ମାଡ଼ ହୋଇଛି। ସେହିପରି ଆଜି କଟକ ଓ…

(Video) ଆଶ୍ଚର୍ଯ୍ୟ, ମାଛ ଖାଇଦେଲା ୨୦ ହଜାରରୁ ଅଧିକ ପ୍ଲାଷ୍ଟିକ୍ ବୋତଲ!… ୩୦ ଫୁଟ ମାଛକୁ ଦେଖି ଉଡ଼ିଗଲା ହୋସ୍…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଛ ପେଟରେ ପ୍ଲାଷ୍ଟିକ୍ ବୋତଲ । ତାହା ପୁଣି ଗୋଟିଏ କି ଦୁଇଟି ନୁହେଁ ୨୦ ହଜାର ପ୍ଲାଷ୍ଟିକ୍ ବୋତଲ । ଏହି କଥା ଶୁଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଏଭଳି ସ୍ଥିତିରେ…

(Video) ୧୫ଟଙ୍କା ପାଇଁ ହତ୍ୟା, ଗ୍ରାହକଙ୍କ ମାଡରେ ଦୋକାନୀଙ୍କ ମୃତ୍ୟୁ ଅଭିଯୋଗ

ଭୁୁବନେଶ୍ୱର:୪୦ ଟଙ୍କା ମାଗିବାରୁ ଦୋକାନୀଙ୍କୁ ହତ୍ୟା ଅଭିଯୋଗ । ବାକି ୧୫ ଟଙ୍କା ମାଗିବାରୁ ଦୋକାନୀଙ୍କୁ ପିଟିଥିଲେ ଗ୍ରାହକ । ଗ୍ରାହକଙ୍କ ମାଡରେ ଦୋକାନୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଦୋକାନୀଙ୍କ ନାମ…

ଆସନ୍ତା ୨୨କୁ ଘୁଞ୍ଚିଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ଓଡ଼ିଶା ଭାସ୍କର: ଆସନ୍ତା ୨୨ ତାରିଖକୁ ଘୁଞ୍ଚିଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏହି ଦିନ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ନେଇ ଘୋଷଣା କରାଯିବ । ଏଥର ପ୍ରାର୍ଥୀ ତାଲିକାରେ ଓଡ଼ିଶା ପ୍ରାର୍ଥୀଙ୍କ…

ବିଜେଡ଼ିରେ ସାମିଲ ହେଲେ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ୱର: ଖରିଆରର କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ମଙ୍ଗଳବାର ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ଅଧିରାଜ ପାଣିଗ୍ରାହୀଙ୍କ ସମେତ ୩ ଜଣ ବ୍ଲକ୍…

ଝାରପଡ଼ା ଜେଲରୁ ମିଳୁଛି ଗଞ୍ଜେଇ-ଚିଲମ: ବିଭିନ୍ନ ନିଶାଦ୍ରବ୍ୟ ଜବତ କଲା ପୋଲିସ

ଭୁବନେଶ୍ୱର: ଝାରପଡ଼ା ଜେଲ୍ ଏବେ ମାଫିଆଙ୍କ ନିଶାର ହବ୍ ପାଲଟି ଯାଇଛି । ଜେଲ୍ ଭିତରୁ ହିଁ ଜବତ ହୋଇଛି ଗଞ୍ଜେଇ, ଖଇନି ଭଳି ଅନେକ ନିଶାଦ୍ରବ୍ୟ । ଯାହା ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ଜେଲ୍ ପରିସରରେ ଗଣ୍ଡଗୋଳ ଘଟଣା…

ଓଡ଼ିଶା ଉପକୂଳରେ ‘ସାଗର କବଚ-୧’: ସମରାଭ୍ୟାସ କରୁଛନ୍ତି ନୌସେନା-ଓଡ୍ରାଫ୍ ଟିମ୍

ପାରାଦୀପ: ଆଜି ଓଡ଼ିଶା ଉପକୂଳରେ ଆରମ୍ଭ ହୋଇଛି ସମରାଭ୍ୟାସ 'ସାଗର କବଚ-୧' । ଭାରତୀୟ ନୌସେନା, ତଟରକ୍ଷା ବାହିନୀ ଏବଂ ସାମୁଦ୍ରିକ ପୋଲିସ ମିଳିତ ଭାବରେ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି । ଏହାବ୍ୟତୀତ ଜଙ୍ଗଲ…

ଝାରପଡ଼ା ଜେଲରେ ରେଡ୍‌, ୬ ଜଣ ଏସପି ସାମିଲ

ଭୁବନେଶ୍ୱର: ଝାରପଡ଼ା ଜେଲରେ କମିଶନରେଟ ପୋଲିସର ରେଡ୍ । ଜେଲରେ ଗ୍ୟାଙ୍ଗୱାର ପରେ ଡସିପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ ଏହି ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ୬ ଜଣ ଏସପି ମଧ୍ୟ ସାମିଲ ଥିଲେ । ଜେଲର ପ୍ରତ୍ୟେକ ସେଲରେ…