fbpx
BSKY
BJD SHG SKY
BJD MC SKY
Browsing Category

ରାଜ୍ୟ

ରାଜ୍ୟରେ ୫ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ : ୨୪ ଘଣ୍ଟା ମଧ୍ୟରେ ଏହିସବୁ ସ୍ଥାନରେ ହୋଇପାରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଛି । ଆଜି ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ରହିଛି । ଦିନର ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ଼ରେ ୪୦ ଡିଗ୍ରୀ…

ଓସେପା ପକ୍ଷରୁ ସୂଚନା: ଏପ୍ରିଲ ୨ରେ ଘୋଷଣା ହେବ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୨ ତାରିଖରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଥିବା ବେଳେ ସେହିଦିନ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ମେଟିଭ୍ ଆସେସମେଣ୍ଟ ୨ ପରୀକ୍ଷା ଫଳାଫଳ ଘୋଷଣା କରଯିବ । ଏନେଇ…

ପାଣିପାଗ ବିଭାଗ କଲା ସତର୍କ, ଦିନ ୧୦ଟାରୁ ଅପରାହ୍ନ ୩ଟା ଯାଏ ପିକ୍ ଆୱାର ଘୋଷଣା

ଭୁବନେଶ୍ୱର:ଆଜି ସାରା ରାଜ୍ୟରେ ଭୀଷଣ ରୌଦ୍ରତାପ ଅନୁଭୂତ ହେଉଛି । ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଆଜି ସ୍ୱଭାବିକ ଠାରୁ ବହୁତ ଅଧିକ ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ସ୍ୱଭାବିକ ଠାରୁ ପାରଦ ୩ରୁ ୪…

ଜଟଣୀରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

ଭୁବନେଶ୍ୱର: ଜଟଣୀରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଥିବା ସୂଚନା ମିଳିଛି । ପୋଲିସ ୪୦ କିଲୋ ଓଜନର ବାରୁଦ ଜବତ କରିବା ସହ ବୋମା ପାଇଁ ବ୍ୟବହୃତ ଯନ୍ତ୍ରାଂଶ ମଧ୍ୟ ଜବତ କରିଥିବା ଜଣାପଡ଼ିଛି । ଜଟଣୀ ସହର ନୂଆଗାଁରେ…

(Video) BJDରୁ ଟିକେଟ ପାଇବେନି ଏହି ନେତା? ଦଳର ତୁଙ୍ଗ ନେତାଙ୍କୁ ଘାରିଛି ପଦ ହରାଇବା ଭୟ

ଓଡ଼ିଶା ଭାସ୍କର: ଆଗାମୀ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ତେବେ ସବୁଠୁ ରୋମାଞ୍ଚକର ହେଉଛି ଓଡ଼ିଶା ରାଜନୀତି । ରାଜ୍ୟରେ ଶାସକ ଦଳ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ଉଭୟ ଏକାକୀ…

ବିଜେପି ଛାଡିଲେ ନୀଳଗିରି ବିଧାୟକ, ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର

ଭୁବନେଶ୍ୱର: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ରାଜ୍ୟରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଜାରି ରହିଛି । ଆଜି ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟ ବିଜେପି ସଭାପତିଙ୍କ…

ତାଣ୍ଡବ କରିବ HeatWave! ୪୦ ଡିଗ୍ରୀ ଛୁଇଁବ ଦିନର ତାପମାତ୍ରା, ସାରା ରାଜ୍ୟରେ ଉପରମୁହାଁ ତାତି

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ତାପମାତ୍ରା ପୁଣିଥରେ ଉପରମୁହାଁ ହୋଇଛି । ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଆହୁରି ଭୟଙ୍କର ରୂପ ନେଇଛି । ବର୍ତ୍ତମାନ ସୁଦ୍ଧା ୫ଟି ସହରରେ ତାପମାତ୍ରା ୩୯ ଡିଗ୍ରୀରେ ପହଞ୍ଚି…

ବିଜେପିରୁ ବିଦାୟ ନେଲେ ପ୍ରକାଶ ବେହେରା: ମନମୋହନଙ୍କୁ ଦେଲେ ଇସ୍ତଫା

କଟକ: ନିର୍ବାଚନ ପୂର୍ବରୁ ବର୍ତ୍ତମାନ ରାଜନୀତିରେ ନେତାଙ୍କ ଦଳ ପରିବର୍ତ୍ତନ ଜାରି ରହିଛି । ଏହି ତାଲିକାରେ ଏବେ ସାମିଲ ହୋଇଛନ୍ତି ବିଜେପି ନେତା ପ୍ରକାଶ ବେହେରା । ଭାରତୀୟ ଜନତା ପାର୍ଟିର କଟକ ଜିଲ୍ଲା ସଭାପତି…

ଭିଜିଲାନ୍ସ ଜାଲରେ ରାଜସ୍ବ ସ୍ବତନ୍ତ୍ର ଅଧିକାରୀ: ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଭୁବନେଶ୍ବର: ରାଜ୍ୟରେ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ସୂଚନା ମୁତାବକ, ନୂଆପଡ଼ା ଜିଲ୍ଲା…

ଇସ୍ତଫା ଦେଲେ ଓଡ଼ିଶାର ୩ ନେତା: ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ, କଂଗ୍ରେସ ଛାଡ଼ିଲେ ଜିଲ୍ଲା ସଭାପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ଦେରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ସେହିପରି ମେ ମାସ ୧୩, ୨୦, ୨୫ ଓ ଜୁନ ୧ରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ନିର୍ବାଚନ ହେବ ।…