CHARIDHAM
Browsing Category

ରାଜ୍ୟ

ପୁଣି ଚର୍ଚ୍ଚାରେ ଝାରପଡ଼ା ଜେଲ୍: ୱାର୍ଡରଙ୍କୁ ଆକ୍ରମଣ କଲେ କିଛି କଏଦୀ

ଭୁବନେଶ୍ୱର: ପୁଣି ଚର୍ଚ୍ଚାକୁ ଆସିଛି ଝାରପଡ଼ା ଜେଲ । ଜେଲ ଭିତରେ ମାରପିଟ୍ ହେବା ଘଟଣା ସାମ୍ନାକୁ ଆସିଛି । ଜେଲ ଭିତରେ ୱାର୍ଡରଙ୍କୁ କିଛି କଏଦୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କାହିଁକି ଜେଲ ୱାର୍ଡରଙ୍କୁ ଆକ୍ରମଣ…

Breaking; କନ୍ଧମାଳରେ ଏନକାଉଣ୍ଚର, ଜଣେ ମାଓବାଦୀ ନିପାତ

ଭୁବନେଶ୍ବର: କନ୍ଧମାଳରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଜଣେ ମାଓବାଦୀ ନିପାତ ହୋଇଥିବା ସୂଚନା ରହିଛି । କନ୍ଧମାଳରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ବାଲଗୁଡା…

ବ୍ରହ୍ମପୁର MKCGରେ ଏମବିବିଏସର ଛାତ୍ରଙ୍କୁ ରାଗିଂ ଅଭିଯୋଗ! ତଦନ୍ତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ବ୍ରହ୍ମପୁର ଏମକେସିଜିରେ ଏମବିବିଏସର ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ହଷ୍ଟେଲରେ ଏକାଧିକ ଛାତ୍ରଙ୍କୁ ରାଗିଂ ହେଉଥିବା ଜଣାପଡିଛି । ଏନେଇ ନ୍ୟାସନାଲ ମେଡିକାଲ କାଉନସିଲ ନିକଟରେ…

Cyclone Dana: ଶେଷ ହେଲା ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ୩ ଜିଲ୍ଲାକୁ ରେଡ୍‌ ଆଲର୍ଟ

ନୂଆଦିଲ୍ଲୀ: ବାତ୍ୟା ଦାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ବର୍ତ୍ତମାନ ଶେଷ ହୋଇଛି । ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାକୁ ଆସିଛି । ବର୍ତ୍ତମାନ…

‘ଓଡ଼ିଶା ପୁଣିଥରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସାରା ବିଶ୍ୱରେ ଏକ ମଡେଲ ହୋଇଛି’: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ବାତ୍ୟା ଦାନା ଗତ ମଧ୍ୟରାତ୍ରିରୁ ଲ୍ୟାଣ୍ଡଫଲ କରିବା ପରେ ଆଜି ସକାଳୁ ବାତ୍ୟାର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ସହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବାତ୍ୟା ଦାନା ଗତ କାଲି ରାତି…

ସମୁଦ୍ର ମୁହାଣରେ ଫସିଲା ଦୁଇଟି ଟ୍ରଲର

ଓଡ଼ିଶା ଭାସ୍କର: ଲ୍ୟାଣ୍ଡଫଲ୍ ପରେ ଅନେକ ସ୍ଥାନରେ ବାତ୍ୟା ‘ଦାନା’ର ତାଣ୍ଡବ ଦେଖିବାକୁ ମିଳିଥିଲା । ମଧ୍ୟରାତ୍ରୀର ଅନ୍ଧକାରରେ ସୁ ସୁ ଗର୍ଜନ କରି ପବନ ବହିବା ସହ ପ୍ରବଳ ବର୍ଷା ହୋଇଥିଲା । ଗଛ ଉପୁଡ଼ିବା ସହ ଚାଳ ଛପର…

ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା, କହିଲେ-‘ଶୀଘ୍ର ସ୍ୱାଭାବିକ ହେବ ସ୍ଥିତି’

ଭୁବନେଶ୍ୱର: ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ସୂଚନା । ଲ୍ୟାଣ୍ଡଫଲ ପରେ ଆଜି ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରିଷ୍ଠ ନେତା ଓ ଅଧିକାରୀମାନଙ୍କ ସହ ବାତ୍ୟା ଦାନାକୁ ନେଇ ସମୀକ୍ଷା…

Cyclone Dana: 100 କିମି ବେଗରେ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା, ଘାରିଲା ଫ୍ଲାସଫ୍ଲଡ୍ ଆଶଙ୍କା

ଭୁବନେଶ୍ବର: ଧାମରା –ଭିତରକନିକା ମଧ୍ୟରେ ଲ୍ୟାଣ୍ଡଫଲ କରି ତାଣ୍ଡବ ରଚିଛି ଦାନା । ମଧ୍ୟରାତ୍ରୀର ଅନ୍ଧକାରରେ ସୁସୁ ଗର୍ଜନ କରି ପବନ ବହିବା ସହିତ ପ୍ରବଳ ବର୍ଷା ମଧ୍ୟ ହୋଇଛି । ଅନେକ ଗଛ ଉପୁଡି ପଡିଥିବା ବେଳେ ଚାଳ ଛପର…

(Video) ଲ୍ୟାଣ୍ଡଫଲ ପରେ ତାଣ୍ଡବ କରୁଛି ବାତ୍ୟା ‘ଦାନା’, ଜାଣନ୍ତୁ ଏପର୍ଯ୍ୟନ୍ତ କେତେ ହୋଇଛି କ୍ଷତି

ନୂଆଦିଲ୍ଲୀ: ବାତ୍ୟା ଦାନାର ପ୍ରଭାବ ଜାରି ରହିଛି । ମଧ୍ୟରାତ୍ରୀ ୧୨ଟା ୪୫ ମିନିଟରେ ଭଦ୍ରକର ଧାମରାରେ ବାତ୍ୟା ଦାନାର ଲ୍ୟାଣ୍ଡଫଲ ହୋଇଥିଲା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାକୁ ୧୨୦ କିମି ଥିଲା । ବାତ୍ୟା…

ସକାଳୁ ସକାଳୁ ବାତ୍ୟା ‘ଦାନା’ର ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ମଧ୍ୟରାତ୍ରୀରେ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହାନ ଚରଣ ମାଝୀ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା ଚାଲିଛି ।…