Browsing Category

ରାଜ୍ୟ

ରାଜ୍ୟରେ ଲଘୁଚାପ ପ୍ରଭାବ : ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟର ଏହି ସ୍ଥାନରେ ଲାଗି ରହିବ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହୋଇ ଉତ୍ତରପଶ୍ଚିମ ଆଡ଼କୁ ଅଗ୍ରସର ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହା ଉତ୍ତର ପଶ୍ଚିମକୁ ଗତି କରି ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳକୁ…

କିଛି ଦିନ ଧରି ହେଉଥିବା ବର୍ଷାରେ ଜଳବନ୍ଦୀ କୋରାପୁଟର ବହୁ ଅଞ୍ଚଳ

କୋରାପୁଟ: ଲଗାଣ ବର୍ଷାରେ ବୁଡିଲା କୋରାପୁଟ । ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି । କୋଲାବ ନଦୀର ଜଳସ୍ତର ବୃଦ୍ଧିପାଇବାରୁ ତଳିଆ ଅଞ୍ଚଳରେ ପାଣି ପଶିଗଲାଣି । ଦୀଗାପୁର ବ୍ରିଜ ଉପରେ ଲହଡି ଭାଙ୍ଗୁଛି ବନ୍ୟା ଜଳ…

କୃଷି ବିଦ୍ୟାନିଧି ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନୂଆଁଖାଇରେ ଡବଲ୍ ଖୁସି

ସମ୍ବଲପୁର: ଆଜି ନୂଆଁଖାଇ ଅବସରରେ ରାଜ୍ୟର କୃଷକ ମାନଙ୍କୁ ବଡ଼ ଉପହାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ପ୍ରାୟ ୪୬ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ସିଏମ କିଷାନ ଯୋଜନାର ପ୍ରଥମ କିସ୍ତି ଟଙ୍କା…

CM Kisan Yojna; ଆଜି ୪୬ ଲକ୍ଷ ଚାଷୀଙ୍କୁ ମିଳିବ ପ୍ରଥମ କିସ୍ତି: ନୂଆଁଖାଇ ଭେଟି ଦେବେ ରାଜ୍ୟ ସରକାର

ସମ୍ବଲପୁର: ଆଜି ଓଡ଼ିଶାର ଗଣପର୍ବ ନୂଆଁଖାଇ । ପଶ୍ଚିମ ଓଡ଼ିଶାରେ ବିଶେଷ କରି ଏହାର ଖୁବ ମହତ୍ତ୍ୱ ରହିଛି । ତେବେ ଏହି ପରିପ୍ରେକ୍ଷୀରେ ସମ୍ବଲପୁରରେ ସିଏମ କିଷାନ ଯୋଜନା ଶଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ଭଷାଣି ବେଳେ ଅଘଟଣ; ବଡ଼ ଭାଇର ମୃତ୍ୟୁ, ସାନ ଭାଇ ଗୁରୁତର

ସୋର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ ଭସାଣି ବେଳେ ଅଘଟଣ । ଏହି ଦୁର୍ଘଟଣାରେ ବଡ଼ ଭାଇର ମୃତ୍ୟୁ ହୋଇଯାଇଥିବା ବେଳେ ସାନଭାଇର ଅବସ୍ଥା ଗୁରୁତର ଅଛି । ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ…

ସମ୍ବଲପୁର ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମାଆ ସମଲେଇଙ୍କ ଦର୍ଶନ ପରେ ସିଏମ୍ କିଷାନ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ

ଭୁବନେଶ୍ୱର: ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ପହଞ୍ଚିଛନ୍ତି । ସିଏମ୍ କିଷାନ ସହାୟତା କାର୍ଯ୍ୟକ୍ରମ ଏବଂ ପିଏମ୍ କିଷାନ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ…

ମୋଟା ଦରମା ସହ ଅଧିକ ଚାହିଦା ଥିବା ପାଠ୍ୟକ୍ରମ

ନୂଆଦିଲ୍ଲୀ: ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ, ମୋଟା ଦରମା ହାସଲ କରିବା । ଏଥିପାଇଁ ଦିନ ରାତି ଏକ କରି ଅନେକ ଶାରୀରିକ ଓ ମାନସିକ ପରିଶ୍ରମ କରିବାକୁ ପଛେଇ ନ ଥାନ୍ତି । ତଥାପି ପକେଟ ଖାଲି ରହିଯାଏ । କାରଣ ଲୋକଙ୍କ ଭିତରେ…