Browsing Category
ରାଜ୍ୟ
ଦିଗପହଣ୍ଡିରେ ଝାଡ଼ାବାନ୍ତି ଆତଙ୍କରେ ଆଉ ଜଣଙ୍କ ମୃତ୍ୟୁ, ୧୦ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସହଦେବ ଟିକରପଡ଼ା ଗ୍ରାମପଞ୍ଚାୟତର ଉସ୍ତପଲ୍ଲୀ ଗାଁରେ ଝାଡ଼ାବାନ୍ତି (ହଇଜା) ଆତଙ୍କ ଜାରି ରହିଛି। ଗତକାଲି (ଜୁଲାଇ ୬, ୨୦୨୫) ଏହି ରୋଗରେ ଜଣଙ୍କର ମୃତ୍ୟୁ…
ବିନିକା ବାହୁଡ଼ା ଯାତ୍ରାରେ ଚାପି ଦେଲା ରଥ ଚକା: କଟକ ଆସିବା ବାଟରେ ଜୀବନ ହାରିଲେ ନାବାଳକ
ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ସହରର କଂସାରୀପଡ଼ାରେ ରଥଯାତ୍ରାର ‘ବାହୁଡ଼ା ଯାତ୍ରା’ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରଥ ଚକରେ ଚାପି ହୋଇ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ନାବାଳକ ସମେତ…
ସୁନା ବେଶ ୨୦୨୫: ପୁରୀରେ ଜଣେ ମୃତ, ୭୦ରୁ ଅଧିକ ଆହତ
ପୁରୀ: ରଥଯାତ୍ରାର ପ୍ରସିଦ୍ଧ ‘ସୁନା ବେଶ’ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିବା ବେଳେ ବିଭିନ୍ନ ଦୁର୍ଘଟଣାରେ ଜଣେ ଭକ୍ତଙ୍କର ମୃତ୍ୟୁ ହୋଇଛି ଏବଂ ୭୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସାଧୀନ…
ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି: ଆଜିପାଇଁ ୪ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି
ଭୁବନେଶ୍ୱର: ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ। ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏ ନେଇ ସୋମବାର…
ଓଲଟିପଡ଼ିଲା ଚଳନ୍ତା ବସ୍, ୨୦ରୁ ଅଧିକ ଆହତ
ଯାଜପୁର: ଓଲଟିଲା ବସ୍। ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। 16 ନମ୍ବର ଜାତୀୟ ରାଜପଥରେ ଓଲଟିପଡ଼ିଲା ଏହି ବସ୍। କଟକରୁ ବରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ବସ୍ରେ ଅଧିକ ଯାତ୍ରୀ ଥିବାରୁ ଭାରସାମ୍ୟ…
ମହଣ ମହଣ ସୁନରେ ଝଲସୁଛନ୍ତି ଚତୁର୍ଦ୍ଦାମୂର୍ତ୍ତି, ଶ୍ରୀଜିଉଙ୍କ ଅପୂର୍ବ ବେଶ ଦେଖିବାକୁ ବଡ଼ଦାଣ୍ଡରେ ଜନସମୁଦ୍ର
ପୁରୀ: ଶ୍ରୀଜିଉଙ୍କ ସୁନାବେଶ। ଭକ୍ତ ଦେଖି ବିମୋହିତ। ସୁନା ଅଳଙ୍କାରରେ ସଜ୍ଜିତ ହେଲେ ୩ ଠାକୁର। ମହଣ ମହଣ ସୁନାରେ ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେଲେ ୩ ଠାକୁର। ୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର ପିନ୍ଧିଛନ୍ତି…
ରଥ ଚକାରେ ଚାପି ହୋଇଗଲେ ଭକ୍ତ, ୬ଜଣ ଆହତ, ଜଣେ ଗୁରୁତର
ବିନିକା: ଆଜି ମହାପ୍ରଭୁଙ୍କ ସୁନାବେଶ। ଗତକାଲି ଥିଲା ବାହୁଡ଼ା ଯାତ୍ରା। ପୁରୀ ଭଳି ଅନେକ ସ୍ଥାନରେ ରଥଯାତ୍ରା ଏବଂ ବାହୁଡ଼ାଯାତ୍ରା ଖୁବ ଆଡ଼ମ୍ବରର ସହ ପାଳନ କରାଯାଇଥାଏ। ତେବେ ବର୍ତ୍ତମାନ ଏକ ଅଘଟଣ ଖବର ବିନିକାରୁ…
OCAର ବଡ଼ ନିଷ୍ପତ୍ତି: ସେପ୍ଟେମ୍ବରରେ ଓଡ଼ିଶା ପ୍ରୋ ଟି-୨୦ ଲିଗ୍, ପ୍ରତି ଦଳରେ ରହିବେ ଓଡ଼ିଆ ଖେଳାଳି
ଭୁବନେଶ୍ୱର: ସେପ୍ଟେମ୍ବରରେ ଖେଳାଯିବ ଓଡ଼ିଶା ପ୍ରୋ ଟି-୨୦ ଲିଗ୍। ଟି-୨୦ ଲିଗରେ ଭାଗ ନେବେ ୬ଟି ଟିମ୍। ଟିମ୍ ଫ୍ରାଞ୍ଚାଇଜ୍ ପାଇଁ ଓସିଏ ସହ ସମ୍ପର୍କ କରିପାରିବେ। ପ୍ରତି ଦଳରେ କେବଳ ଓଡ଼ିଆ ଖେଳାଳି ରହିବେ।
ଟି-୨୦…
ସାବଧାନ! ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଏହି ସ୍ଥାନରେ ହେବ ପ୍ରବଳ ବର୍ଷା
ଭୁବନେଶ୍ବର: ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।
ଏହା ୨ରୁ ୩ ଦିନ ଯାଏଁ ଝାଡ଼ଖଣ୍ଡ ଓ…
ଜଗନ୍ନାଥ ପ୍ରଧାନଙ୍କ ସପକ୍ଷରେ ବାହାରିଲେ ଜୟନାରାୟଣ, OAS ଅଫିସରଙ୍କୁ କଲେ ଟାର୍ଗେଟ୍
ଭୁବନେଶ୍ବର: ଜଗନ୍ନାଥ ପ୍ରଧାନଙ୍କ ସପକ୍ଷରେ ବାହାରିଲେ ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ଗିରଫଦାରିକୁ ନାପସନ୍ଦ କରି OAS ଅଫିସରଙ୍କୁ ଟାର୍ଗେଟ କଲେ । OAS ଅଫିସରଙ୍କ ବିଜେଡ଼ି ହ୍ୟାଙ୍ଗଓଭର ଯାଇନି ବୋଲି କହିଲେ …