Browsing Category

ରାଜ୍ୟ

ଭୁବନେଶ୍ୱରରେ କମିଲା କଟକରେ ବଢିଲା ତାତି, ୪୩ ଡିଗ୍ରୀ ଛୁଇଁଲା ୪ ସହର

ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ଭୁବନେଶ୍ୱରର ତାପମାତ୍ରା କମିଛି । ସେହିପରି ଆଜି ରାଜ୍ୟରେ ୪ ସହରର ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି । ୪୩.୫ ଡିଗ୍ରୀ ତାପମାତ୍ରା ସହ ଆଜି ଅନୁଗୁଳୁ ସବୁଠୁ ଉତ୍ତପ୍ତ । ମାଲକାନଗିରିରେ…

ଭୁବନେଶ୍ୱରରେ ୧୨ ଶହ ଟଙ୍କା ବୃଦ୍ଧି ହେଲା ସୁନା ଦର, ଜାଣନ୍ତୁ କେତେ ରହିଛି ଗୋଲ୍ଡ ଏବଂ ରୂପା ମୂଲ୍ୟ

ଭୁବନେଶ୍ୱର: ଆଜି ରାଜ୍ୟରେ ଦ୍ରୁତ ଗତିରେ ବଢିଛି ସୁନା ଏବଂ ରୂପା ଦର । ଆଜି ଭୁବନେଶ୍ୱରରେ ୨୪ ଗ୍ରାମ ସୁନା ୧୦ ଗ୍ରାମ ପିଛା ୧୨୦୦ ଟଙ୍କା ବଢିଛି ଏବଂ ରୂପା ମୂଲ୍ୟ ସର୍ବାଧିକ ୨୦୦୦ ଟଙ୍କା ବଢିଛି । ତେବେ ୧୨ ଶହ ଟଙ୍କା…

ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ୱସ୍ତି, କୁଆପଥର ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଗ୍ରଷ୍ମ ଲହରୀ ଜାରି ରହିଛି । ହେଲେ ତାତିରୁ ନିସ୍ତାର ମିଳିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆସନ୍ତା ୨୪ ଘଣ୍ଟା ଯାଏଁ ହିଟୱେଭ ବଳବତ୍ତର ରହିବ । ନୟାଗଡ଼,…

Big Breaking: ବିଜେପି ଛାଡ଼ିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି

ଭୁବନେଶ୍ୱର: ବରିଷ୍ଠ ନେତା ରଘୁନାଥ ମହାନ୍ତି ବର୍ତ୍ତମାନ ବିଜେପି ଛାଡ଼ିବା ଖବର ସାମ୍ନାକୁ ଆସିଛି । ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି ବୋଲି କହିଲେ । ରଘୁନାଥ ବସ୍ତା ବିଧାନସଭା କ୍ଷେତ୍ରରୁ ୫ଥର…

Big Breaking; ନାଳରେ ଖସିପଡ଼ିଲା ‘ମୋ ବସ୍’: ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ପିତାପଲ୍ଲୀ ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଛି ମୋ-ବସ୍ । ଭାରସାମ୍ୟ ହରାଇ ମୋ-ବସ୍ ରାସ୍ତାକଡ଼ ଏକ ନାଳକୁ ଖସି ଯାଇଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱରରୁ ଖୋର୍ଦ୍ଧା ଯିବା ରାସ୍ତାରେ ବସଟି…

ଅନ୍ୟ ରାଜ୍ୟରୁ ସଂସଦ ଯିବେ କି ଅନୁଭବ? କେନ୍ଦ୍ରାପଡ଼ା ସାଂସଦଙ୍କ ଉପରେ ଭରସା ରଖିଛି ବିଜେପି

ଓଡ଼ିଶା ଭାସ୍କର: ବିଜୁ ଜନତା ଦଳ ସହିତ ଅନେକ ଦିନର ସମ୍ପର୍କ ତୁଟାଇ ବିଜେପିରେ ସାମିଲ ହୋଇଛନ୍ତି ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । କିନ୍ତୁ ନିର୍ବାଚନରେ ଅନୁଭବଙ୍କ ପଦବୀକୁ ନେଇ ଏବେ ବି ଚର୍ଚ୍ଚା ଓ ଆଶଙ୍କା ଲାଗି ରହିଛି…

୮ ଜଣ ଅଂଶୁଘାତରେ ଆକ୍ରାନ୍ତ, ୧୧ଟି ଜିଲ୍ଲାକୁ ହିଟ୍ ୱେଭ୍ ସତର୍କତା ଜାରି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ସମସ୍ତଙ୍କୁ କଲବଲ କରୁଛି । ଦିନକୁ ଦିନ ଟ୍ୱିନ୍ ସିଟି ସମେତ ବିଭିନ୍ନ ରାଜ୍ୟର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଥିବା ବେଳେ ଏହା ଚିନ୍ତାର ବିଷୟ ପାଲଟିଛି ।…

ତାଳଚେର NTPC ରେ ଭୟଙ୍କର ଅଗ୍ନିକାଣ୍ଡ, ସାରା ଅଞ୍ଚଳ ଧୁଆଁମୟ

ଭୁୁବନେଶ୍ୱର: ତାଳଚେର କଣିହାଁ ଏନ୍‌ଟିପିସିରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଛି । ୨ ଓ ୩ ନମ୍ବର କନଭେୟର ବେଲ୍ଟରେ ଲାଗିଛି ନିଆଁ । ୨ଟି ଅଗ୍ନିଶମ ବାହିନୀ ନିଆଁ…

ସାଢ଼େ ୮ଟାରେ ୩୧ ଡିଗ୍ରୀ ଅତିକ୍ରମ କଲା ଚାନ୍ଦବାଲି: ଉତ୍ତପ୍ତ ସହର ଭାବରେ କଲା ରେକର୍ଡ

ଭୁବନେଶ୍ୱର: ସକାଳୁ ସକାଳୁ ଖରା ତାତିରେ ସିଜୁଛି ସାରା ଓଡ଼ିଶା । ସକାଳ ୮.୩୦ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ ଚାନ୍ଦବାଲିରେ ସବୁଠାରୁ ଅଧିକ ତାପମାତ୍ରା ୩୧.୬ ଡିଗ୍ରୀ…

ଅସହ୍ୟ ଗରମରୁ ମିଳିବ ମୁକ୍ତି! ଅଧିକାଂଶ ସ୍ଥାନରେ କାଳବୈଶାଖୀ ନେଇ ପୂର୍ବାନୁମାନ

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ପ୍ରବଳ ଖରା ଏବଂ ଅସହ୍ୟ ତାତି ଲୋକଙ୍କୁ କଲବଲ କରୁଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ତାପମାତ୍ରା ୫୦ଡିଗ୍ରୀ ଆଡ଼କୁ ମୁହାଁଇଛି । କିନ୍ତୁ ଏହାମଧ୍ୟରେ ଲୋକଙ୍କ ପାଇଁ…