Browsing Category
ରାଜ୍ୟ
ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ରେଡ୍, ଏକକାଳୀନ 3ଟି ସ୍ଥାନରେ ଚଢାଉ
ବାଲେଶ୍ବର: ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ । ବାଲେଶ୍ବରର ଅଧୀକ୍ଷଣ ଯନ୍ତ୍ରୀ ଏନ ଭି ହରିହର ରାଓଙ୍କ ଘରେ ରେଡ୍ ହେଉଥିବା ସୂଚନା ରହିଛି ।…
SBI ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଧୂଆଁ ବାହାରୁଥିବା ଦେଖି ଛାନିଆ ଲୋକେ
ଓଡିଶା ଭାସ୍କର: ଏସବିଆଇ ବ୍ୟାଙ୍କ ଶାଖାରେ ଭୟଙ୍କର ଅଗ୍ନିକାଣ୍ଡ । ଆନନ୍ଦପୁର ପୌରାଞ୍ଚଳ, ଘଷିପୁରା ଥନା ସାମ୍ନାରେ ଥିବା ଘଷିପୁରା ଷ୍ଟେଟ୍ ବ୍ଯାଙ୍କ ଶାଖାରେ ନିଆଁ ଲାଗିଯାଇଥିବା ସୂଚନା ରହିଛି । ବିଳମ୍ବିତ ରାତିରେ…
ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣା; ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି କହିଲେ ସେ ରାତିର ଛାତିଥରା କଥା…
କଟକ: (ଓଡ଼ିଶା ଭାସ୍କର) ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ମୁହଁ ଖୋଲିଲେ ମେଜରଙ୍କ ବାନ୍ଧବୀ। ଘଟଣା ଦିନର ଛାତିଥରା କାହାଣୀ କାନ୍ଦି କାନ୍ଦି କହିଲେ ମେଜରଙ୍କ ବାନ୍ଧବୀ । କେଉଁଭଳି…
ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ଲାଗୁହେଲା କର୍ଫ୍ୟୁ!; ଏକତ୍ରିତ-ଶୋଭାଯାତ୍ରା ଉପରେ କଟକଣା
ଭଦ୍ରକ: (ଓଡ଼ିଶା ଭାସ୍କର) ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ଲାଗୁହେଲା କଟକଣା (BNSS ୧୬୩) । ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ BNSS ୧୬C । ୧ କି.ମି ପରିସର ମଧ୍ୟରେ ଏକତ୍ରିତ ଓ ଶୋଭାଯାତ୍ରା ଉପରେ…
ମୋହନ ମାଝୀ ସରକାରଙ୍କୁ ୧୦୦ ଦିନ ପୂର୍ତ୍ତି, ବିଜେପି ପକ୍ଷରୁ ପୁରୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ପୁରୀ: ମୋହନ ମାଝୀ ସରକାରଙ୍କୁ ୧୦୦ ଦିନ ପୂର୍ତ୍ତି। ଏନେଇ ବିଜେପି ପକ୍ଷରୁ ପୁରୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ରହିଛି। ସେ କହିଛନ୍ତି ଯେ, ଆମର ଏହା ୧୦୦…
ମଙ୍କି ପକ୍ସ ପାଇଁ ଜାରି ହେଲା ଗାଇଡଲାଇନ୍; ଲକ୍ଷଣ ଦେଖାଗଲେ ଆଇସୋଲେସନରେ ରଖାଯିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ଡରାଇଲାଣି ମଙ୍କି ପକ୍ସ । ଏନେଇ ସବୁ ଜିଲ୍ଲାକୁ ଗାଇଡଲାଇନ୍ ଜାରି କରାଯାଇଛି । ବିମାନ ବନ୍ଦର ସହ ବନ୍ଦର କର୍ତ୍ତୃପକ୍ଷଙ୍କୁ ଗାଇଡଲାଇନ୍ ଜାରି କରାଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର…
ସକାଳୁ ସକାଳୁ ବଡଗଡ ଅଞ୍ଚଳରୁ ମୋବାଇଲ ଚୋରି, ଚୋରକୁ କାବୁ କଲେ ସ୍ଥାନୀୟ ଲୋକ
ଭୁବନେଶ୍ୱର: ଆମ ରାଜଧାନୀରେ ଦିନକୁ ଦିନ ଚୋରି, ରାହାଜାନୀ, ଛିନତାଇ ଘଟଣା ଯେମିତି ସାଧାରଣ ହୋଇଗଲାଣି । ସାମାନ୍ୟ ଅସାବଧାନତା ପାଇଁ ରାସ୍ତା ଉପରେ ଆଖି ଟାକି ବସିଥିବା ଚୋର ଝାମ୍ପିନେଉଛନ୍ତି ମୂଲ୍ୟବାନ ସାମଗ୍ରୀ ।…
ରହସ୍ୟ ଘେରରେ ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁ ଘଟଣା; ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ
ଓଡ଼ିଶା ଭାସ୍କର: ପରଲୋକରେ ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍ସନା ବାନୋ । ମୃତ୍ୟୁକୁ ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ତାଙ୍କର…
ଖରସ୍ରୋତା ନଦୀକୁ ଡେଇଁପଡି ଯୁବତୀ ନିଖୋଜ: ବ୍ରିଜ ଉପରେ ରହିଛି ସ୍କୁଟି, ଛାନଭିନ ଜାରି
ଯାଜପୁର: ଯାଜପୁର ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ। ଖରସ୍ରୋତା ବ୍ରିଜ ଉପରୁ ନଦୀକୁ ଡେଇଁ ମହିଳା ନିଖୋଜ ଥିବା ସୂଚନା ମିଳିଛି। ବ୍ରିଜ ଉପରେ ନିଜର ସ୍କୁଟି ଜୋତା ,ମୋବାଇଲ୍ ଫୋନ୍ ଥୋଇ ଭରା ନଦୀକୁ ଡେଇଁ ପଡ଼ିଥିଲେ…
ରାଜଧାନୀରେ ୨ଟି ସ୍ଥାନରେ ଫୁଟିଲା ବୋମା; ଲୋକେ ଆତଙ୍କିତ, ପୋଲିସର ତଦନ୍ତ ଜାରି
ଭୁବନେଶ୍ୱର: କ୍ୟାପିଟାଲ ଥାନା ଅଞ୍ଚଳରେ ବୋମାମାଡ଼ । କେଦାରପଲ୍ଲୀ ଅଞ୍ଚଳର ୨ଟି ସ୍ଥାନରେ ୬ଟି ବୋମାମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଦୁଇଟି ବାଇକରେ ଆସି ୪ ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଥିବା…