Browsing Category

ରାଜ୍ୟ

‘ଘଡ଼ଘଡ଼ି ମାରୁଛି.. ସତର୍କ ରୁହନ୍ତୁ’: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା

ଭୁବନେଶ୍ୱର: ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କ କରିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୩ ଘଣ୍ଟା ଭିତରେ ଗଞ୍ଜାମର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ରାଜ୍ୟରେ ୩ ଦିନ ପର୍ଯ୍ୟନ୍ତ…

ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା ଦାସ

କଟକ : ( ଓଡ଼ିଶା ଭାସ୍କର ) ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା ଦାସ । ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ହାଇକୋର୍ଟଙ୍କ ଦ୍ୱାରସ୍ଥ । ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ମାମଲା ଦାୟର । ତଦନ୍ତରେ ଶିଥିଳତା…

ଚିଲିକାରେ ଫସିଲା ଭସାପୋଲ, ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିବା ସୂଚନା

ଓଡ଼ିଶା ଭାସ୍କର: ଚିଲିକାରେ ଫସିଲା ଭସାପୋଲ । ଜହ୍ନିକୁଡ଼ାରୁ ସାତପଡ଼ା ଅଭିମୁଖେ ଯାଉଥିବା ବେଳେ ମଝି ନଈରେ ଅଟକିଥିଲା ଭସାପୋଲ । ଭସା ପୋଲରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିବା ସୂଚନା । ଯାତ୍ରୀଙ୍କ ସମେତ ୨ଟି ୪ ଚକିଆ ଗାଡ଼ି…

ସୁପ୍ରିମକୋର୍ଟରୁ ମୋକିମ୍‌ଙ୍କୁ ଆଶ୍ୱସ୍ତି, ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ

ଭୁବନେଶ୍ୱର:ସୁପ୍ରିମକୋର୍ଟରୁ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ମିଳିଲା ଆଶ୍ୱସ୍ତି । ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଦେଲେ ସୁପ୍ରିମକୋର୍ଟ । ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ହାଇକୋର୍ଟ ।…

ଓଡ଼ିଶା ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ, ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା

ଓଡ଼ିଶା ଭାସ୍କର: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଡିଜି କ୍ୟାମ୍ପ ଅଫିସରେ ଓଡ଼ିଶା ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ…

BIG BREAKING: ଚାଳଘର ସହ ବଜ୍ରାଘାତରେ ଜଳିଗଲେ ଯୁବକ

ଓଡ଼ିଶା ଭାସ୍କର: ବଜ୍ରାଘାତରେ ଜଳିଗଲେ ଯୁବକ। ଚାଳଘର ସହ ଯୁବକ ଜଣଙ୍କ ଜୀବନ୍ତ ଦଗ୍ଧ। ବାଲେଶ୍ଵର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଯୁବକଜଣକ ହେଉଛନ୍ତି ଭୋଗରାଇର ଟୁକୁରି…

ବାଲେଶ୍ଵରରେ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା, ଅନ୍ଧାରରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ବାଲେଶ୍ଵର: ସକାଳେ ସୃଷ୍ଟି ହେଲା ରାତିର ଭ୍ରମ । ବାଲେଶ୍ଵରରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। ଜିଲ୍ଲାରେ ସକାଳୁ ସକାଳୁ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହୋଇଛି। ତେବେ ଏଠି ବର୍ଷା ବଡ଼ ଧରଣର ହୋଇଥିବା ବେଳେ କିଛି…

ଟ୍ରକ୍ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ପାଳନ

ଓଡ଼ିଶା ଭାସ୍କର: ଆଜି ଟ୍ରକ୍ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ପାଳନ କରାଯାଉଛି । ଶୁଆକାଠିରୁ ଗୁହାଳଡିହି ରେଳ ପ୍ରକଳ୍ପକୁ ବିରୋଧ କରି ବନ୍ଦ ପାଳନ କରାଯାଉଛି । କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନକୁ ଅଟକ…

‘ଓଡ଼ିଶା ଚକ୍ଷୁ ସେବା କ୍ୟାଡର’ ଗଠନ କଲେ ରାଜ୍ୟ ସରକାର: ସଂକଳ୍ପନାମା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦନ ରାଜ୍ୟରେ ଜନ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି ପାଇବା ସହିତ ସରକାରୀ ହସ୍ପିଟାଲମାନଙ୍କରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର…

ଖୁସି ଖବର: ଆଜିଠୁ ଭୁବନେଶ୍ୱର-ବିଶାଖାପାଟଣା ମଧ୍ୟରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଓଡ଼ିଶା ଭାସ୍କର: ଦୀର୍ଘ ଦିନ ଧରି ଭୁବନେଶ୍ୱର ଏବଂ ବିଶାଖାପାଟନମ୍ ମଧ୍ୟରେ ଦୈନିକ ଯାତ୍ରୀବାହୀ ଟ୍ରେନ୍ ସେବା ପାଇଁ ପୂର୍ବ ତଟ ରେଳବାଇର ବିଭିନ୍ନ ବର୍ଗର ଲୋକମାନେ ଦାବି କରିଆସୁଥିଲେ। ଆଉ ଶେଷରେ ଆଜି ସେହି ଦାବି ପୂରଣ…