Browsing Category

ରାଜ୍ୟ

ଢାବାରୁ ପ୍ରାୟ ୫୦ ହଜାର ଟଙ୍କାର ମଦ ଜବତ, ଦୁଇ ଗିରଫ

ନରସିଂହପୁର: କାନପୁର ଥାନା ଅଞ୍ଚଳର ଏକ ଢାବାରୁ ପ୍ରାୟ ୫୦ ହଜାର ଟଙ୍କାର ଦେଶୀ ଓ ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏଥିରେ ସଂପୃକ୍ତ ଦୁଇ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡ଼ିଛି ।

ସଂସଦ ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ରାଜନାଥ ସିଂହ କଲେ ବିରୋଧୀଙ୍କୁ ଅପିଲ

ଓଡିଶା ଭାସ୍କର: ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମସ୍ତ ସାଂସଦଙ୍କୁ ଅପିଲ କରିଛନ୍ତି, କୌଣସି ସାଂସଦ ସଂସଦରେ କହିବା ସମୟରେ ଅନ୍ୟ ସାଂସଦ ସେଥିରେ ହସ୍ତକ୍ଷେପ…

ଏଲଜିବିଟିକ୍ୟୁ ପକ୍ଷରୁ ନିଜ ଅଧିକାର ପାଇଁ ସପ୍ତରଙ୍ଗୀ ଶୋଭାଯାତ୍ରା

ଭୁବନେଶ୍ୱର: ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଆଜି ଭୁବନେଶ୍ୱରରେ ଆରମ୍ଭ ହୋଇଛି ସପ୍ତରଙ୍ଗୀ ଶୋଭାଯାତ୍ରା । ଏହା ମାଷ୍ଟର‌୍ୟାଣ୍ଟିନରୁ ଆରମ୍ଭ ହୋଇ ମାର୍କେଟ କମ୍ଲେକ୍ସ ପାଶ୍ୱର୍ସ୍ଥ କ୍ୟାଥୋଲିକ ଚର୍ଚ ଯାଏଁ ଯିବ ।…

ରାଜ୍ୟରେ ପ୍ରଦେଶ କମିଟିକୁ ଭାଙ୍ଗିଲା AICC: ପୁଣି ଗଢା ହେବ ନୂଆ କମିଟି ବଛା ହେବେ ନୂତନ ସଦସ୍ୟ

ଭୁବନେଶ୍ୱର: ରାଜ୍ୟ ପ୍ରଦେଶ କମିଟିକୁ ଭଙ୍ଗ କଲା AICC । କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ କରାଯାଇଛି ।ରାଜ୍ୟରେ ନୂଆ କମିଟି ଗଠନ ହେବା ଯାଏ ବର୍ତ୍ତମାନର ଜିଲ୍ଲା ସଭାପତି କାମଚଳା ସଭାପତି…

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା: ଜୁଲାଇ ୨୨ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ଅର୍ଥାତ ଜୁଲାଇ ୨୨ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ (ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସାଧାରଣ…

(Video) ଆଶ୍ଚର୍ଯ୍ୟ! ରାତିରେ ଆକାଶରେ ଦୃଶ୍ୟମାନ ହେଲା ଶ୍ରୀମନ୍ଦିର ନୀଳଚକ୍ର, ମୁଣ୍ଡିଆ ମାରିଲେ ହଜାର ହଜାର ଭକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ମହାଧୁମଧାମରେ ପାଳିତ ହୋଇଥିଲା । ଦେଶ, ବିଦେଶର ଲକ୍ଷ ଲକ୍ଷ ଭକ୍ତ କାଳିଆ ଠାକୁରଙ୍କୁ ଅତି…

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ବଦଳିବନି, ପୂର୍ବପରି ଚାଲୁ ରହିବ: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନକୁ ନେଇ ଏକ ବଡ଼ ଅପଡେଟ୍ ଆସିଛି । ଏହି ପୁରସ୍କାରର ନାମ ବଦଳିବ ନାହିଁ, ତାହା ପୂର୍ବ ପରି ଚାଲୁ ରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଆସନ୍ତାକାଲି ଠାରୁ ଆରମ୍ଭ ବିଧାନସଭା ଅଧିବେଶନ: ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ଠାରୁ ରାଜ୍ୟ ବିଧାନସଭା ଅଧିବେଶନ ଆରମ୍ଭ ହେବ । ଏଥିପାଇଁ ଆଜି ବସିବ ସର୍ବଦଳୀୟ ବୈଠକ । ଦିନ ୧୧ଟାରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏଥିରେ ଶାସକ…

ଦୁର୍ବଳ ହେଲା ଅବପାତ ଅବପାତ: ଆଗାମୀ ୪ ଦିନ ଯାଏ ବର୍ଷା, ଏହିସବୁ ଜିଲ୍ଲାକୁ ଦିଆଗଲା ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ଦୁର୍ବଳ ହେଲା ବଙ୍ଗୋପସାଗରରେ ସୃଷ୍ଟ ଅବପାତ । ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି କହିଛି। ଏହା ସହ ଦକ୍ଷିଣ ପଶ୍ଚିମ…

ରାଜଗାଙ୍ଗପୁର ଡବଲ୍ ମର୍ଡର ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ରାଜଗାଙ୍ଗପୁର: କାଶୀପଡ଼ା ଡବଲ୍ ମର୍ଡରର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବା ଖବର ସାମ୍ନାକୁ ଆସିଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଡ୍ରାଇଭରକୁ କୁତ୍ରା ଥାନା ପୋଲିସ ଗିରଫ କରିଛି । ଗତ ୧୪ ତାରିଖରେ ପ୍ରେମ…