
Browsing Category
ରାଜ୍ୟ
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ, ଚେନ୍ନାଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ
ଭୁବନେଶ୍ୱର: ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ରାଜେନ୍ଦ୍ର ଢୋଲକିଅଶଙ୍କ ପରଲୋକ ଘଟିଥିବା ସୂଚନା ।
ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ…
ଭିତରକନିକା ଜଙ୍ଗଲରେ କଙ୍କଡ଼ା ଧରିବାକୁ ଯାଇ ମା’ପୁଅ ୫ ଦିନ ହେଲା ନିଖୋଜ, ଖୋଜୁଛି ବନ ବିଭାଗ ହେଲେ ପାଉନି ପତ୍ତା
ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନକୁ କଙ୍କଡ଼ା ଧରିବା ପାଇଁ ଯାଇଥିବା ମା’-ପୁଅ ପାଞ୍ଚଦିନ ହେଲା ନିଖୋଜ ଅଛନ୍ତି । ନିଖୋଜ ଦୁଇଜଣ ହେଲେ ଦେବେନ୍ଦ୍ରନାରାୟଣପୁର ଗ୍ରାମର ଦିଲ୍ଲୀପ ମିର୍ଦ୍ଧାଙ୍କ ପତ୍ନୀ ଅଞ୍ଜନା…
ବାଣୀବିହାରରେ ଅଣଛାତ୍ରଙ୍କ ରାଜ୍ ଖତମ୍,ଭଙ୍ଗାହେଲା ହଷ୍ଟେଲ ତାଲା, ପୋଲିସ ଆରମ୍ଭ କଲା ଅପରେଶନ୍ ‘ବ୍ଲ୍ୟୁ ଷ୍ଟାର୍’
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରୁ ବିଦା ହେଲେ ଅଣଛାତ୍ର । ବହୁ ବର୍ଷ ଧରି ବିଶ୍ୱ ବିଦ୍ୟାଳୟରେ ଅଣଛାତ୍ରଙ୍କ ରାଜ୍ ଚାଲିଥିଲା । ୟୁନିଭର୍ସିଟିରେ ଅନେକ ବିଶୃଙ୍ଖଳା ମଧ୍ୟ କରୁଥିଲେ ଅଣଛାତ୍ର । ଯାହାକୁ ନେଇ ବଡ଼…
ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହୋଇପାରନ୍ତି ଅଭିଜିତ ମଜୁମଦାର, ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହୋଇପାରନ୍ତି ଅଭିଜିତ ମଜୁମଦାର । ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ଏମ୍ସରେ ପହଞ୍ଚିଲେ ସ୍ୱାସ୍ଥ୍ୟାମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସାଙ୍ଗରେ ଥିଲେ ବିଧାୟକ…
୮ ଜିଲ୍ଲା ରୁହନ୍ତୁ ସାବଧାନ! ଆସନ୍ତା ୧୩ ତାରିଖ ଯାଏଁ ପ୍ରବଳ ବର୍ଷା, ୨୪ ଘଣ୍ଟା କରିବ କଲବଲ
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୧୩ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ତା’ ସହ ୨୪ ଘଣ୍ଟା ମଧ୍ୟରେ ଅସ୍ତବ୍ୟସ୍ତ କରିବା ବର୍ଷା ।
ଫଳରେ ଆସନ୍ତାକାଲି ପାଇଁ…
କାର୍ରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ! ଗଣେଶ ଭସାଣି ଦେଖିବାକୁ ଯାଇଥିଲେ ନାବାଳିକା
ବାଲିଗୁଡ଼ା: କାର୍ରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବକଙ୍କ ନାଁରେ ଅଭିଯୋଗ ହୋଇଛି ।
ସୂଚନାନୁଯାୟୀ, ୫…
ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ମହିଳା ସରପଞ୍ଚଙ୍କ ଜୀବନ; ରାତିରେ ଶୋଇଥିବା ବେଳେ କାମୁଡ଼ିଲା ସାପ
ରାୟଗଡ଼ା: ଏମିତି ବି ଆସେ ମୃତ୍ୟୁ। ରାତିରେ ଶୋଇଥିଲେ, କାମୁଡ଼ିଦେଲା ବିଷାକ୍ତ ସାପ । ଚାଲିଗଲା ମହିଳା ସରପଞ୍ଚଙ୍କ ଜୀବନ । ରାୟଗଡ଼ା ବ୍ଲକ କୁଲି ପଞ୍ଚାୟତ ମହିଳା ସରପଞ୍ଚଙ୍କ ବିଳମ୍ବିତ ତାରିରେ ମୃତ୍ୟୁ ହୋଇଛି ।…
ରାଜ୍ୟରେ ଆମ୍ବୁଲାନ୍ସ ଅବ୍ୟବସ୍ଥାର ବିକଳ ଚିତ୍ର; ଅଚଳ ହୋଇଗଲା ୨୨୭ଟି ୧୦୮ ଆମ୍ବୁଲାନ୍ସ, ରୋଗୀଙ୍କ ଜୀବନ ସହ ଖେଳ
ଭୁବନେଶ୍ବର: ରାଜ୍ୟରେ ରୋଗୀ ସେବାର ମେରୁଦଣ୍ଡ ପାଲଟିଥିବା ୧୦୮ ଆମ୍ବୁଲାନ୍ସକୁ ନେଇ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ୨୨୭ଟି ଆମ୍ବୁଲାନ୍ସ ହଠାତ୍ ଅଚଳ ହୋଇଯିବାରୁ ରୋଗୀ ସେବାରୁ ବାଦ୍ ପଡ଼ିଛି । ଅଚଳ…
ଏପଟେ ମନମୋହନ, ସେପଟେ ନବୀନ; ଏକା ସାଙ୍ଗେ କାହିଁକି ଗଲେ ଦିଲ୍ଲୀ, ରାଜ୍ୟ ରାଜନୀତି ସରଗରମ…
ଭୁବନେଶ୍ବର: ଏପଟେ ମନମୋହନ, ସେପଟେ ନବୀନ । ଏକା ସାଙ୍ଗେ ଦୁଇଟି ଦଳର ସଭାପତି ଗଲେ ଦିଲ୍ଲୀ । ଏନେଇ ବଢୁଚି ଚର୍ଚ୍ଚା ।
ତେବେ ଆଜିଠୁ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଗଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ୯…
Petrol Price: ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ; ଜାଣନ୍ତୁ ଆଜି କେତେ ଅଛି ରେଟ ?
ଭୁବନେଶ୍ବର: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି । ପ୍ରତିଦିନ ତେଲର ନୂଆ…