Browsing Category
ରାଜ୍ୟ
Video; ଆଶ୍ଚର୍ଯ୍ୟ ହେଲେ ବି ସତ! ମା’ ମଶାଣି ଚଣ୍ଡୀଙ୍କ ନିକଟରେ ଘଣ୍ଟ ବାଜିବା ମାତ୍ରେ କୁକୁର ପକାନ୍ତି ହୁଳହୁଳି
ପୁରୀ: (ଓଡ଼ିଶା ଭାସ୍କର) ମଶାଣି ଚଣ୍ଡୀ ମନ୍ଦିରରେ କୁକୁର ପକାଉଛନ୍ତି ହୁଳ ହୁଳି। ଏକଥା ଯେତିକି ଆଶ୍ଚର୍ଯ୍ୟ ସେତିକି ଅବିଶ୍ୱସନୀୟ ଭଳି ମନେ ହେଉଛି । ସାଧାରଣତଃ ଘଣ୍ଟ ବାଜିଲେ ଆଳତୀ ହେଲା ବେଳେ କୁକୁର ମାନେ ଉପରକୁ…
4G ସପୋର୍ଟ ସହ ମିଳିବ ସୁନ୍ଦର ଲୁକ୍, ଶୀଘ୍ର ଲଞ୍ଚ ହେବ HMD 225 4G, ଡିଜାଇନ ହେଲା ଲିକ
ଓଡିଶା ଭାସ୍କର: ଫିନିଶ ମୋବାଇଲ ନିର୍ମାତା କମ୍ପାନୀ HMD ବହୁତ ଶୀଘ୍ର 225 4G ଉପରୁ ପରଦା ଉଠାଇ ପାରେ । କିନ୍ତୁ, ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ଲଞ୍ଚ ତାରିଖ ଘୋଷଣା କରାଯାଇ ନାହିଁ । ମାତ୍ର ଅନଲାଇନରେ…
ନିଟ ମାମଲା:ଚାର୍ଜସିଟ ଦାଖଲ,ରହିଛି ୧୩ ଅଭିଯୁକ୍ତଙ୍କ ନାଁ
ଓଡିଶା ଭାସ୍କର: ନିଟ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ନିଟ ପେପର ଲିକ ମାମଲାରେ ସିବିଆଇ ପକ୍ଷରୁ ଏହା ଦାଖଲ କରାଯାଇଛି । ମାମଲାରେ ପ୍ରଥମକରି ଏହା ଦାଖଲ ହୋଇଛି । ଏଥିରେ ପ୍ରାୟ ୧୩ ଅଭିଯୁକ୍ତଙ୍କ ନାମ ରହିଥିବା…
ଉତ୍ତରପ୍ରଦେଶରୁ ଓଡ଼ିଶା ଆସିଲା ଆଳୁ; ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୁଷ୍ଣ ପାତ୍ର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଉତ୍ତରପ୍ରଦେଶରୁ ଓଡ଼ିଶା ଆସିଲା ଆଳୁ । ଆଗକୁ ମଧ୍ୟ ଉତ୍ତରପ୍ରଦେଶରୁ ଆଳୁ ଆସିବ । ପଶ୍ଚିମବଙ୍ଗରୁ ଆଳୁ ଆସିବା ଧୀରେ ଧୀରେ ବନ୍ଦ ହେବ । ଯୋଗାଣ ମନ୍ତ୍ରୀ କୁଷ୍ଣ ପାତ୍ରଙ୍କ ସୂଚନା ।…
LPG Price: କେନ୍ଦ୍ର ପରେ ଏବେ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ଗିଫ୍ଟ,ଚଳିତବର୍ଷ ୩ ଥର ମାଗଣାରେ ମିଳିବ ଏଲପିଜି ସିଲିଣ୍ଡର
ଓଡିଶା ଭାସ୍କର: କେନ୍ଦ୍ରସରକାର ଦେଶର ମହିଳାଙ୍କୁ ସଶକ୍ତ ବନାଇବା ପାଇଁ ବହୁ ଯୋଜନା ନେଇ ଆସନ୍ତି । ଏଭଳି ଏକ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା । ଏହି ଯୋଜନା ଅଧିନରେ ବର୍ଷକୁ ମହିଳାଙ୍କ ପାଇଁ କେନ୍ଦ୍ର…
ସ୍ତ୍ରୀକୁ ୩୩ ଥର ଛୁରୀ ଭୂଷି ବୀଭତ୍ସ ହତ୍ୟା ମାମଲା: ହତ୍ୟାକାରୀ ସ୍ୱାମୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଅଦାଲତ
ଭୁବନେଶ୍ୱର: ସ୍ତ୍ରୀକୁ ନିର୍ମମ ହତ୍ୟା ମାମଲାରେ ସ୍ୱାମୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଅତିିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦ୍ୱିତୀୟ । ମୃତ୍ୟୁ ଦଣ୍ଡାଦେଶ ପରେ ପେନ୍ ଭାଙ୍ଗିଥିଲେ ଜଜ୍ । ସର୍ବନିମ୍ନ ଦଣ୍ଡାଦେଶ ପାଇଁ…
ଶଙ୍ଖ ଛାଡିଲେ, ପଦ୍ମ ଧରିଲେ ମମତା, ଦିଲ୍ଲୀରେ ବିଜେପିରେ ଯୋଗ ଦେଲେ ମମତା ମହନ୍ତ
ଓଡିଶା ଭାସ୍କର: ଶଙ୍ଖ ଛାଡିଛନ୍ତି ମମତା ମହନ୍ତ । ବିଜୁ ଜନତା ଦଳ ଛାଡିବା ପରେ ଏବେ ମମତା ପଦ୍ମ ଧରିଛନ୍ତି । ବିଜେପିରେ ସେ ଯୋଗ ଦେଇଛନ୍ତି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମମତା ମହନ୍ତ ବିଜେପିରେ ସାମିଲ ହୋଇଥିବା…
ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ସରକାରୀ କାର୍ଯ୍ୟରେ ବ୍ୟବହାର ହେବ ଓଡ଼ିଆ ଭାଷା
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ହେବ । ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଦ୍ଵାରା ଏ…
ବିଜ୍ଞପ୍ତି ପ୍ରକାଶ କଲା DMET: ନୂଆ ଫାର୍ମାସୀ ଓ ଫିଜିଓଥେରାପି ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଆବେଦନ ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ୨୦୨୫-୨୬ ସେସନ ପାଇଁ ବିଭିନ୍ନ ନର୍ସିଂ ପାଠ୍ୟକ୍ରମ ପାଇଁ ନୂଆ ନର୍ସିଂ ଟ୍ରେନିଂ ଶିକ୍ଷାନୁଷ୍ଠାନ ପାଇଁ ଆବେଦନ ଆହ୍ୱାନ କରାଯାଇଥିଲା । ତେବେ ଏହା ମଧ୍ୟରେ ୨୦୨୫-୨୫ ଶିକ୍ଷାବର୍ଷ…
କଟକକୁ ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ, ଲୋକଙ୍କୁ ସତର୍କ କଲା ପାଣିପାଗ ବିଭାଗ
କଟକ: ରାଜ୍ୟରେ ଜାରି ରହିଛି ବର୍ଷା । ଏହାରି ମଧ୍ୟରେ ପାଣିପାଗ ବିଭାଗ ପ୍ରବଳ ବର୍ଷା ଯୋଗୁଁ କଟକକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଆଗମୀ ୨ ଘଣ୍ଟା ପାଇଁ ପାଣିପାଗ କେନ୍ଦ୍ର ସତର୍କ କରିଛି । ସତର୍କ ସୂଚନାରେ…