CHARIDHAM
Browsing Category

ରାଜ୍ୟ

ଟଙ୍କା-ମଦରେ ଚାଲିଛି ରାଜ୍ୟ ରାଜନୀତି! ନିର୍ବାଚନ ମାହୋଲରେ ଜବତ ହେଉଛି ବିପୁଳ ଟଙ୍କା ଓ ଡ୍ରଗ୍ସ

ଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନ ମାହୋଲ ବର୍ତ୍ତମାନ ଖୁବ ସରଗରମ ରହିଛି । ଦଳୀୟ ପ୍ରଚାରରେ କମ୍ପୁଛି ନିର୍ବାଚନୀ ମଇଦାନ । କିନ୍ତୁ ଏହା ଭିତରେ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରୁ ମଦ ଏବଂ ଡ୍ରଗ୍ସ ଭଳି ନିଶାଦ୍ରବ୍ୟ…

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସଚିନ୍ ପାଇଲଟ୍‌, କହିଲେ ବାଟମାରଣା ହୋଇଛି ବିକାଶ କାର୍ଯ୍ୟ

ବାଲେଶ୍ୱର: ବର୍ତ୍ତମାନ ଦେଶରେ ନିର୍ବାଚନୀ ମାହୋଲ । ପ୍ରଚାରରେ କମ୍ପୁଛି ପଲ୍ଲିରୁ ସହର । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏଥିମଧ୍ୟରେ ଆଜି ବାଲେଶ୍ୱର ଗସ୍ତରେ ଆସି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ…

ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ: ଜଣେ ନକ୍ସଲ ମୃତ

ଓଡିଶା ଭାସ୍କର: ମାଲକାନାଗିରି ସୀମାରେ ନକ୍ସଲ ମୁକାବିଲା କ୍ଷେତ୍ରରେ ପୋଲିସକୁ ମିଳିଛି ଏକ ବଡ ସଫଳତା । ପୋଲିସ ଗୁଳିରେ ଜଣେ ନକ୍ସଲ ଆହତ ହୋଇଛି । ନକ୍ସଲଙ୍କ ସମ୍ପର୍କରେ ଛତିଶଗଡ ସୁକମା ଜିଲ୍ଲାର ଏସପି କିରଣ ଚୌହାନ…

ଏପ୍ରିଲରେ ଓଡ଼ିଶା ପିଇଲା ୬୩୫କୋଟି ଟଙ୍କାର ମଦ; ୨୮୩କୋଟିର ଲିକର, ୩୫୨କୋଟିର ବିୟର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶା ପିଇଲା ୬୩୫ କୋଟିର ମଦ, ମଦ ନିଶାରେ ଉବୁଟୁବ ଓଡ଼ିଶା । ଏପ୍ରିଲ ମାସରେ ପିଇଗଲେ କୋଟି କୋଟି ଟଙ୍କାର ମଦ। ଭୋଟ ପାଇଁ ନା ଖରା ପାଇଁ ଏତେ ମଦ ବେପାର ? ଇଏ ରାଜନୀତି ନା ଲୋକଙ୍କୁ…

୨ୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ; ୫୯ଜଣ ପ୍ରାର୍ଥୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୨ୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ନାମାଙ୍କନ କରିଥିବା ୫୯ଜଣ ପ୍ରାର୍ଥୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା । ୪ ପ୍ରାର୍ଥୀଙ୍କ ନାଁରେ ଅଛି ହତ୍ୟା ମାମଲା । ୨୬ ଜଣଙ୍କ…

ଆସୁଛି ଲଘୁଚାପ, ନିର୍ବାଚନରେ ବର୍ଷା ସାଜିପାରେ ବାଧକ

ଓଡ଼ିଶା ଭାସ୍କର:ଆସୁଛି ଲଘୁଚାପ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର…

ବୈତରଣୀ ନଦୀରେ ଭାସୁଛି ଅଜଣା ମୃତଦେହ; ମୃତକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ

ଯାଜପୁର: ଯାଜପୁର ଟାଉନ ଥାନା କୋଦଣ୍ଡପୁର ଅଞ୍ଚଛରେ ଚାଞ୍ଚଲ୍ୟ । ବୈତରଣୀ ନଦୀରେ ଭାସୁଛି ଅଜଣା ମୃତଦେହ । ଆଜି ସକାଳେ ନଦୀରେ ଅଜଣା ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ଯାଜପୁର ଟାଉନ ଥାନା ବୈତରଣୀ ନଦୀର…

୨୦୨୪-୨୫ ଶିକ୍ଷାବର୍ଷ ପିଜି ଆଡମିଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ମେ ୧୮ରୁ ୨୭ ପର୍ଯ୍ୟନ୍ତ କରାଯିବ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର (ପିଜି) ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ମେ ୧୮ରୁ ୨୭ ତାରିଖ…

ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ିଲା କଳାକାର ସହାୟତା ଆବେଦନ ଅବଧି: ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଆଗକୁ ମଧ୍ୟ ଏହା ଜାରି ରହିବ । ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ପ୍ରବଳ ତାତି ଅନୁଭୂତ ହେବ ବୋଲି ପାଣିପାଗ…

ପାଣିପାଗ ବିଭାଗର ସତର୍କ ସୂଚନା: ୨୪ରୁ ତାପମାତ୍ରା ଆହୁରି ବଢ଼ିବ, ଦୁଇ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ସାମାନ୍ୟ ବର୍ଷା ହେବା ସହ ପାଗରେ ପରିବର୍ତ୍ତନ ଘଟିଥିଲା । ଫଳରେ ଜନସାଧାରଣ ଅସହ୍ୟ ଗରମରୁ ରକ୍ଷା ପାଇପାରିଥିଲେ । ତେବେ ଏହା ମଧ୍ୟରେ ରାଜ୍ୟରେ ପୁଣି…