CHARIDHAM
Browsing Category

ରାଜ୍ୟ

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଗିରଫ ହେଲେ ସ୍ୱାଧୀନ ପ୍ରାଥୀ ଶିବସଙ୍କର ଦାସ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବ୍ରହ୍ମପୁର ସ୍ୱାଧୀନ ପ୍ରାଥୀ ଶିବସଙ୍କର ଦାସ ଗିରଫ ହେଲେ । ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଗିରଫ କରାଯାଇଛି । ହତ୍ୟା ଉଦ୍ୟମ ମାମଲା ରୁଜୁ କରି…

(Video) କେଉଁଠି ଅଛନ୍ତି ଅନୁଭବ ମହାନ୍ତି ? ଯଲଦି ଗିରଫ ପାଇଁ ପୁରୀଘାଟ ଥାନାଧିକାରୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ…

କଟକ: (ଓଡ଼ିଶା ଭାସ୍କର) ପୁୁରୀଘାଟ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ, ଶୁଣାଣି ପୂର୍ବରୁ ଅନୁଭବଙ୍କୁ ଗିରଫ କର। ଅନୁଭବଙ୍କ ନାଁରେ ଜାରି ହୋଇଛି ଜାମିନବିହୀନ ଗିରଫ ପରୱାନା। ହାତଜରେ ରହିବେ ଅନୁଭବ ମହାନ୍ତି । କୋର୍ଟ…

(Video) ନେତା-ମନ୍ତ୍ରୀକୁ ଦେଖି ଗୋଡ଼ାଇଲେ ଲୋକେ; ‘ରୋଡ୍ ନାହିଁ ତ ଭୋଟ୍ ନାହିଁ’ କହି ଗାଁରେ ପଶିବାକୁ ଦେଲେନି

ବାଲେଶ୍ୱର: ଅଭିଶପ୍ତ ଗାଁ ଅର୍ଜୁନୀ, ଗାଁକୁ ନା ଅଛି ରାସ୍ତା, ନା ପାଣି, ନା ଶିକ୍ଷା, ସ୍ୱାସ୍ଥ୍ୟ କିମ୍ବା ବାସଗୃହ, ଗାଁରେ ୮୦ ରୁ ଅଧିକ ଲୋକ ବସବାସ କରୁଥିଲେ ବି ସରକାରୀ ସୁବିଧା ଏମାନଙ୍କ ପାଇଁ ଅପହଞ୍ଚ । ଗାଁରେ…

ଆସନ୍ତାକାଲି କଟକରେ ରୋଡ୍‌ ସୋ’ କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତାକାଲି କଟକରେ ରୋଡ୍‌ ସୋ’ କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଅପରାହ୍ନ ୪ ଟାରୁ ରୋଡ୍‌ ସୋ’ ନେଇ କଟକ ନଗର ସଭାପତିଙ୍କ ସୂଚନା । ଗୋପବନ୍ଧୁ ପାର୍କରୁ ଆରମ୍ଭ ହୋଇ…

ଇଲେକ୍ସସନ ଡ୍ୟୁଟି ସାରି ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

ମାଲକାନଗିରି: ଇଲେକ୍ସସନ ଡ୍ୟୁଟି ସାରି ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ । ସୂଚନା ଅନୁସାରେ ନିର୍ବାଚନ କାର୍ଯ୍ୟ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରିଜାଇଡିଂ ଅଫିସରଙ୍କ ସଡକ ଦୁର୍ଘଟଣାରେ…

BREAKING…ପ୍ରଦୀପ ପାଣିଗ୍ରାହୀଙ୍କ ପଞ୍ଜରା ହାଡ଼-ଫୁସ୍‌ଫୁସ୍‌ରେ ଆଘାତ; ଏମ୍ସକୁ କରାଗଲା ସ୍ଥାନାନ୍ତର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ବର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପଞ୍ଜରା ହାଡ଼ ଓ ଫୁସ୍‌ଫୁସ୍‌ରେ ଆଘାତ ଲାଗିଥିବାରୁ ସ୍ଥାନାନ୍ତର ହୋଇଛନ୍ତି…

(Video) ରାସ୍ତା VS ଭୋଟ; ଯେପର୍ଯ୍ୟନ୍ତ ରାସ୍ତା କାମ ନ ହୋଇଛି, ଭୋଟ ବର୍ଜନ କରିବାକୁ ଚେତାବନୀ

ମୟୁରଭଞ୍ଜ: (ଓଡ଼ିଶା ଭାସ୍କର) ଗାଁରେ ଫଳକ ଲାଗିଛି ହେଲେ ହୋଇ ନାହିଁ ରାସ୍ତା କାମ। ତେବେ ଏହି ସମସ୍ୟା ପାଉଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ, ସୁଫଳ ନମିଳିବାରୁ ଶେଷରେ ଏମିତି କିଛି…

Big Breaking; ନିର୍ବାଚନ ମଇଦାନରେ ପ୍ରାର୍ଥୀ ହାତାହାତି: ବୁଥ ଆଗରେ ମାରପିଟ ହେଲେ ପ୍ରଦୀପ-ଶିବଶଙ୍କର

ବ୍ରହ୍ମପୁର: ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । କିନ୍ତୁ ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନରେ ବହୁ ବାଦ ବିବାଦ ଦେଖିବାକୁ ମିଳିଛି । ତେବେ ବ୍ରହ୍ମପୁରରେ ଏକ ଆଶ୍ଚର୍ଯ୍ୟଜନକ ତଥା ଅବିଶ୍ୱସନୀୟ କାଣ୍ଡ…

ଲକ୍ଷ୍ମୀସାଗର ସନସାଇନ ହସ୍ପିଟାଲ ହୃଦ୍ ସଲ୍ୟ ବିଭାଗର ବଡ଼ ସଫଳତା, ୯୯.୮% ହାରରେ ହାର୍ଟ ସର୍ଜରୀ କରି ସୃଷ୍ଟି କଲେ ଇହିହାସ

ଭୁବନେଶ୍ୱର: ସନସାଇନ ହସ୍ପିଟାଲ, ଲକ୍ଷ୍ମୀସାଗର, ଭୁବନେଶ୍ୱର ହୃଦ ସଲ୍ୟ ବିଭାଗର ଟିମ, ୯୯.୮% ହାରରେ ସମ୍ପୂର୍ଣ୍ଣ ସଫଳତା ସହ ୧୦୦ ପ୍ରତିଶତ ହାର୍ଟ ସର୍ଜରୀ କରି, ଏକ ନୂତନ ଇହିହାସ ସୃଷ୍ଟି କରିଛନ୍ତି। ହସ୍ପିଟାଲ୍ ର…

ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଆକ୍ରମଣ: ଝରିଗାଁ ଥାନାରେ ଅଭିଯୋଗ

ଗଞ୍ଜାମ: ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିବାଚନ ଜାରି ରହିଛି । ତେବେ ଏହି ନିର୍ବାଚନ ସମୟରେ ଝରିଗାଁର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଝରୀିଗାଁର ବିଜେପି ବିଧାୟକ…