
Browsing Category
ରାଜ୍ୟ
ଆଜି ହେଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ : ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ୱର: ଆଜି ହେଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ । ୧୯୯୮ ମସିହା ମେ’ ମାସରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ ।…
ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୨୮୦ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା, ୬୨ ଲକ୍ଷ ଭୋଟର
ଭୁବନେଶ୍ୱର: ଓଡ଼ିଶାରେ ମେ’ ୧୩ ତାରିଖରୁ ଆରମ୍ଭ ହେବ ନିର୍ବାଚନର ମତଦାନ ପ୍ରକ୍ରିୟା । ଏଥିପାଇଁ ଆଜିଠାରୁ ପ୍ରଚାର କାର୍ଯ୍ୟକ୍ରମରେ ପୂର୍ଣ୍ଣଚ୍ଛେଦ ପଡ଼ିବ । ତେବେ ଏହାପୂର୍ବରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ସିଇଓ…
(Video)ଗାଁ ଭିତରେ ବିଧାୟିକା ପାର୍ଥୀଙ୍କ ଗାଡ଼ିକୁ ଅଟକାଇଲେ ଲୋକେ; ପଚାରିଲେ କ’ଣ କରିଛ ଆମ ପାଇଁ…
ଗଞ୍ଜାମ: ଖଲିକୋଟ ବିଧାୟିକା ପ୍ରାର୍ଥି ପଚାର କରିବା ସମୟରେ ହଟା ହଟା ହୋଇଛନ୍ତି । ପ୍ରଚାର କରିବା ସମୟରେ ପ୍ରାର୍ଥିଙ୍କ ଗାଡ଼ିକୁ ଅଟକାଇଦେଲେ । ଆଉ ଘଣ୍ଟା ଘଣ୍ଟାଧରି, ଉତ୍ତର ମାଗିଲେ ତୁମେ ବିଧାୟିକା ହୋଇଥିଲା ଆମ ପାଇଁ…
ବଡ଼ ଖବର; ଜୁନ୍ ୯ ତାରିଖରୁ ମାଗଣା ବିଜୁଳି ପାଇବ ଓଡ଼ିଶା… ବଡ଼ ଘୋଷଣା କଲେ ଫାଇଭ-ଟି ସଚିବ
ଭୁବନେଶ୍ୱର: ଓଡ଼ିଶାରେ ରାଜନୀତି ମାହୋଲ ସରଗରମ ହେବାରେ ଲାଗିଛି । ଭୋଟରଙ୍କ ମନ ଜିତିବା ପାଇଁ ଶାସକ ଦଳ ସହ ବିରୋଧୀ ମଧ୍ୟ ଗୋଟି ଚଳାଉଛନ୍ତି । ବିଜେପି ରାଜ୍ୟରେ ମୋଦୀ ଗ୍ୟାରେଣ୍ଟି ପ୍ଲାନ ଚଳାଇଥିବା ବେଳେ ବିଜେଡି ମଧ୍ୟ…
ନନ୍ଦନକାନନରେ ୧୧ ପ୍ରଜାତିର ବିଦେଶୀ ପକ୍ଷୀଙ୍କ ବଂଶ ବୃଦ୍ଧି
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପକ୍ଷୀମାନଙ୍କ ସାରଣୀ ଭିତରେ ୧୧ ପ୍ରଜାତିର ବିଦେଶୀ ପକ୍ଷୀମାନଙ୍କର ବଂଶ ବୃଦ୍ଧି ହୋଇଥିବାର ଦେଖିବାକୁ ମିଳିଛି । ଆଗ ଅପେକ୍ଷା ବିଦେଶୀ ପକ୍ଷୀଙ୍କ ଆଗମନ କ୍ରମାଗତ ଭାବରେ…
(Video)ପ୍ରଚାର ବେଳେ ହଟହଟା ହେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ; ଗାଡ଼ିରୁ ଭିଡ଼ିନେଇ କ’ଣ କରିଛ ପଚାରିଲେ ଜନତା…
ଗଜପତି: ପ୍ରଥମେ ନେତାଙ୍କୁ ପ୍ରଚାର ଗାଡିରୁ ସସମ୍ମାନ ରେ ଭିଡି ନେଲେ। ତାପରେ ପାଖ ମେଡ଼ିସିନ ଷ୍ଟୋରରେ ଚେୟାରରେ ବସେଇଲେ। ସେତେବେଳ ଯାଏ ନେତା ଭାବୁଥିଲେ ଏ ହେଉଛନ୍ତି ମୋ ସମର୍ଥକ ଆଉ ଲୋକେ ମୋ ଲୋକପ୍ରିୟତା ପାଇଁ…
ମାଲକାନଗିରିରେ ବଦଳିଲା Voting Time: ଏହି ସମୟରେ ମତଦାନ କରିବେ ଭୋଟର
ଭୁବନେଶ୍ୱର: ଓଡ଼ିଶା ନିର୍ବାଚନ ମାହୋଲ ଏବେ ଚର୍ଚ୍ଚାର ବିଷୟ ରହିଛି । ଏହାଭିତରେ ମାଲକାନଗିରିରେ ମତଦାନ ସମୟକୁ ନେଇ ପରିବର୍ତ୍ତନ କରାଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବା ନେଇ…
କରତ କଳ ଉପରେ ଭିଜିଲାନ୍ସ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଜବତ
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଗୋବିନ୍ଦପୁର ସ୍ଥିତ କରତ କଳ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ବେଆଇନ୍ ଭାବେ ଚାଲୁଥିବା ଏହି କରତ କଳ ଚଢ଼ାଉରେ ଭିଜିଲାନ୍ସ ଟିମ୍ ସହ ବନ ବିଭାଗ ମଧ୍ୟ…
(Breaking News) ଆଜି ମୋଦୀଙ୍କ ମାରାଥନ୍ ପ୍ରଚାର: ୩ଟି ଜିଲ୍ଲାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ଆଜି ଓଡ଼ିଶାର ନିର୍ବାଚନ ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱରରୁ ବାହାରି ୩ଟି ଜିଲ୍ଲାରେ ଜନସମାବେଶ କରିବା ସହ ବିଜେପି ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ଫୁଲବାଣୀ,…
(Video) ଗେରୁଆ ରଙ୍ଗରେ ଝଲସୁଛି ଜନପଥ… ମୋଦୀଙ୍କ ରୋଡ ସୋ’ରେ ଲୋକାରଣ୍ୟ: ଭୁବନେଶ୍ୱର ଦେଖିଲା ବିଜେପି ପାୱାର
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଦମଦାର ଟ୍ରେଲର ଦେଖାଇଛି ଭାରତୀୟ ଜନତା ପାର୍ଟି । ଭୁବନେଶ୍ୱରରେ ଫୁଟିଛି ପଦ୍ମ । ଗେରୁଆ ରଙ୍ଗରେ ଭରିଯାଇଛି ଜନପଥ, ସବୁଠି ପୁଷ୍ପବୃଷ୍ଟି ସାଙ୍ଗକୁ ବିଜେପିର ଜୟ ଜୟକାର ।…