Browsing Category
ରାଜ୍ୟ
ICAR ରିସର୍ଚ୍ଚ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ: ଚାଉଳ ଓ ଗହମରେ ଜରୁରୀ ପୋଷକତତ୍ତ୍ୱ ୪୫ ପ୍ରତିଶତ ହ୍ରାସ ପାଇଛି, ବଢ଼ୁଛି ବିଷାକ୍ତ ତତ୍ତ୍ୱର…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମେମାନେ ଦୈନନ୍ଦିନ ଜୀବନରେ ଖାଉଥିବା ଭାତ ଓ ରୁଟିରେ ଜରୁରୀ ପୋଷକ ତତ୍ତ୍ୱ ରହିଥିବାରୁ ତାହାକୁ ଖାଇଲେ ଆମର ସବୁ ପ୍ରକାରର ଖାଦ୍ୟ ଆବଶ୍ୟକତା ପୂରଣ ହୋଇଥାଏ । ତେବେ ଏହା ମଧ୍ୟରେ ଭାରତୀୟ…
ଆଜି ଦେଶ ପାଳନ କରୁଛି ୭୫ତମ ଗଣତନ୍ତ୍ର ଦିବସ
ନୂଆଦିଲ୍ଲୀ: ଆଜି ଦେଶ ପାଳନ କରୁଛି ୭୫ତମ ଗଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ପାଇଁ ଝଲସୁଛି ପଲ୍ଲୀ ଠାରୁ ସହର । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସାହିତ । ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଭାରତୀୟ ସେନା ନିଜ…
ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ, ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏପରି କହିଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ସାରା ଭାରତ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୫ତମ ଗଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, 'ଦେଶର ଉନ୍ନତି ପାଇଁ…
BREAKING NEWS: ବ୍ରିଜରୁ ନଦୀକୁ ଖସି ପଡି ୩ ବାଇକ ଆରୋହୀ ନିଖୋଜ
ଓଡିଶା ଭାସ୍କର: ବ୍ରିଜରୁ ନଦୀକୁ ଖସି ପଡି ୩ ବାଇକ ଆରୋହୀ ନିଖୋଜ ସୂଚନା। ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ତେଲ ନଦୀ ବ୍ରିଜ ଉପରେ ଏକ ପିକଅପ ଭ୍ୟାନ୍…
(Video) ଦୁର୍ଘଟଣାକୁ ଦୁଇ ଦିନ ବିତିଲାଣି ହେଲେ ଆସିଲେନି ଯାତ୍ରା ପାର୍ଟି ମାଲିକ: ସହାୟତା କଲେ ଆଇଟମ୍ ଡ୍ୟାନ୍ସର ରାନୀ ପଣ୍ଡା
ଓଡିଶା ଭାସ୍କର: ଯାତ୍ରା ଧଉଳୀ ଗଣନାଟ୍ୟର ଟ୍ରକ ଦୁର୍ଘଟଣାକୁ ଆଜି ଦୁଇ ଦିନ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ଆହତ ଟେକ୍ନିସିଆନ୍ଙ୍କୁ ଭେଟି ନାହାନ୍ତି ଯାତ୍ରା ପାର୍ଟି ମାଲିକ। ଯାହାକୁ ନେଇ ଆଜି ଏପରି ଅଭିଯୋଗ ଆଣି…
ଆସନ୍ତା କାଲି ସାଧାରଣତନ୍ତ୍ର ଦିବସ ପାଇଁ ବନ୍ଦ ରହିବ ରାଜ୍ୟର ସବୁ ପେଟ୍ରୋଲ ପମ୍ପ୍
ଭୁବନେଶ୍ୱର: କାଲି ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ବନ୍ଦ ରହିବ । ଜରୁରୀ ସେବା ପାଇଁ ପ୍ରତି ଜିଲ୍ଲାର କିଛି ପେଟ୍ରୋଲ ପମ୍ପ ଖୋଲା ରହିବ ।
ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ପେଟ୍ରୋଲ…
BREAKING…ଭୁବନେଶ୍ଵର; ନବଜାତ ଶିଶୁକୁ କଣ୍ଟା ବୁଦାରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା’
ଭୁବନେଶ୍ଵର: ପୁଣି ଅଲୋଡା ହେଲା ନବଜାତ ଶିଶୁ । ଅଖା ବସ୍ତାରେ ପୁରାଇ ନବଜାତ ଶିଶୁକୁ କଣ୍ଟା ବୁଦାରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା'। ଖୋଦ ରାଜଧାନୀରେ ଘଟିଛି ଏଭଳି ଘଟଣା। କିଛିଦିନ ତଳେ ଏଭଳି ଏକ ମାମଲା ସାମ୍ନାକୁ…
ଫେବୃଆରୀ ୩ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ଆସନ୍ତା ମାସ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ଗତ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ କୌଣସି କାରଣ ବଶତଃ ଏହି…
ଆନ୍ତଃରାଜ୍ୟ ସିମ୍ କାର୍ଡ ରାକେଟର ପର୍ଦ୍ଦାଫାସ: ୫୩୮ଟି ସିମ୍, ଲାପଟପ ସମେତ ଏହିସବୁ ଜିନିଷ ଜବତ
କେନ୍ଦୁଝର: ଆନ୍ତଃରାଜ୍ୟ ସିମ୍ କାର୍ଡ ରାକେଟର ହୋଇଛି ପର୍ଦ୍ଦାଫାସ । କେନ୍ଦୁଝର ପୋଲିସ ଦ୍ବାରା ଏହି ରାକେଟର ପର୍ଦ୍ଦାଫାସ ହୋଇଥିବା ଜଣାପଡିଛି । ଏହି ରାକେଟ୍ ୩୦୦ରୁ ଊର୍ଦ୍ଧ୍ବ ସାଇବର ଅପରାଧରେ ଜଡ଼ିତ ଥିବାବେଳେ…
OJEE ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ: ଆଜିଠାରୁ ପଞ୍ଜିକରଣ ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ମାସ ୬ ତାରିଖରେ ଓଜେଇଇ ଅନୁଷ୍ଠିତ ହେବ ।…