Browsing Category

ରାଜ୍ୟ

ରାଜ୍ୟରେ ଶୀଘ୍ର ନିଯୁକ୍ତି ପାଇବେ ୧୩୭୫ଜଣ ଶିକ୍ଷକ: ଜାନୁଆରୀ ୩୧ରୁ ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଭୁବନେଶ୍ୱର : ରାଜ୍ୟରେ ଖୁବଶୀଘ୍ର ନୂତନ ଭାବେ ୧୩୭୫ଟି ଶିକ୍ଷକ ନିଯୁକ୍ତି ପାଇବେ। ଏହି ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ପଦ ପୂରଣ ପାଇଁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ…

ଓଡ଼ିଶା ସରକାରଙ୍କୁ NGTଙ୍କ ନୋଟିସ୍: ରାଜ୍ୟର ଭୂତଳ ଜଳରେ ରହିଛି ଫ୍ଲୋରାଇଡ୍, ଆର୍ସେନିକ, ନାଇଟ୍ରେଟ ପରି ହାନିକାରକ ରାସାୟନିକ ପଦାର୍ଥ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଭୂତଳ ଜଳକୁ ନେଇ ଆସିଛି ଏକ ଚିନ୍ତାଜନକ ଖବର । ରାଜ୍ୟର ଭୂତଳ ଜଳ ପ୍ରଦୂଷିତ ହେବା ସହିତ ଜଳରେ ଫ୍ଲୋରାଇଡ, ଆର୍ସେନିକ, ନାଇଟ୍ରେଟ ପରି ହାନିକାରକ ପଦାର୍ଥ ରହିଛି । ଏଗୁଡ଼ିକ ଆମ…

ନୂଆବର୍ଷ ଉପଲକ୍ଷେ ପୁରୀରେ ଯାନବାହନ ଚଳାଚଳ ଉପରେ ଜାରି ହେଲା କଟକଣା

ପୁରୀ: (ଓଡ଼ିଶା ଭାସ୍କର) ନୂଆବର୍ଷ ଉପଲକ୍ଷେ ପୁରୀରେ ଯାନବାହନ ଚଳାଚଳ ଉପରେ ଜାରିହେଲା କଟକଣା । ଡିସେମ୍ବର ୩୧ ରାତି ୧୨ଟାରୁ ୨ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ କଟକଣା ରହିବ । ମାର୍କେଟ ଛକଠୁ ସିଂହଦ୍ୱାର ପର୍ଯ୍ୟନ୍ତ…

ରକ୍ତରେ ଭିଜିଲା ସମ୍ପର୍କ ଡୋରୀ, ବଡ଼ ଭାଇକୁ ଗୁଳି ମାଡ଼ କଲା ସାନ ଭାଇ

ଓଡିଶା ଭାସ୍କର: ରକ୍ତରେ ଭିଜିଲା ସମ୍ପର୍କର ଡୋରୀ, ବଡ଼ ଭାଇକୁ ଗୁଳି ମାଡ଼ ସାନ ଭାଇ। ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ଥାନା ପାଟକିଜୋର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଗୁଳି ମାଡ଼ରେ ବଡ଼…

(Video) ଗାଁରେ ଗରୁଡ଼ ପକ୍ଷୀକୁ ଦେଖି ଜଗନ୍ନାଥଙ୍କୁ ଡାକିଲେ ଲୋକେ; ରାମାୟଣ ସମୟରେ…

ପୁରୀ: (ଓଡ଼ିଶା ଭାସ୍କର) ପୁରୀ ଚନ୍ଦନପୁର ପାଙ୍କଳ ଗୋପୀନାଥ ମନ୍ଦିର ନିକଟରୁ ମିଳିଲା ବିରଳ ଗରୁଡ ପକ୍ଷୀ । ଗ୍ରାମର କିଛି ପିଲା ଏକ ରାଲିରେ ଗ୍ରାମର ସଫେଇ କାର୍ଯ୍ୟ ପାଇଁ ଯାଇଥିବା ବେଳେ ଏହି ପକ୍ଷୀଟିକୁ ବୋବାଉଥିବାର…

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ବୈଠକ; ୧୩ଟି ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ବୈଠକ । ବୈଠକରେ ୧୩ଟି ପ୍ରସ୍ତାବ ଉପରେ ଲାଗିଲା ମୋହର । ଓଡ଼ିଶା ସିଭିଲ୍‌ ସର୍ଭିସ ବୟସ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି । ବୈଠକ…

(Video) ‘ସୁନା ଦିଅ ଠାକୁରଙ୍କୁ ଦର୍ଶନ କର’, ଆଖି ଖୋଲିଲା ବେଳକୁ ବାବା ଛୁ….କାନ୍ଦୁଛନ୍ତି ମହିଳା

ଓଡ଼ିଶା ଭାସ୍କର: ଠାକୁରଙ୍କୁ ଦର୍ଶନ କରାଇଦେବା ଘର ଲୋକଙ୍କ ଉପରେ ଥିବା ବିପଦ ଦୁରିଭୁତ କରିଦେବା କହି ମାଆ ଝିଅଙ୍କ ଠାରୁ ଟଙ୍କା ଓ ତିନି ଲକ୍ଷରୁ ଅଧିକ ଟଙ୍କାର ସୁନା ଲୁଟିନେଲା ଭଣ୍ଡ ବାବା । ଢେଙ୍କାନାଳ ସହରର ଗହଳି…

ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି: ଅରୁଣ ଷଡ଼ଙ୍ଗୀଙ୍କୁ DGP ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନିଲ ବଂଶଲଙ୍କ କାର୍ଯ୍ୟକାଳ ଡିସେମ୍ବର ମାସ ୩୧ ତାରିଖରେ ସମାପ୍ତ ହେବାକୁ ଯାଉଛି । ଶ୍ରୀ ବଂଶଲଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ରାଜ୍ୟ…

ବିଜେଡିର ନିର୍ବାଚନୀ ପ୍ରସ୍ତୁତି: ସଂସଦ ଓ ବିଧାନସଭା କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଆଉ ମାତ୍ର କିଛି ମାସ ବାକି ରହିଛି । ନିର୍ବାଚନ ପୂର୍ବରୁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ…

Drink & Drive ମାମଲାରେ ୧୩ ଅଟକ: ନୂଆବର୍ଷ ପାଇଁ କମିଶନରେଟ ପୋଲିସର କଡ଼ା ଚେକିଙ୍ଗ

ଭୁବନେଶ୍ୱର: ଆଗକୁ ଆସୁଛି ନୂଆବର୍ଷ । ୨୦୨୩ ବର୍ଷ ଶେଷ ହେବାକୁ ମାତ୍ର ଗୋଟିଏ ଦିନ ବାକି ରହିଛି । ତେଣୁ ନବବର୍ଷର ସ୍ୱାଗତ ପାଇଁ ଦେଶବାସୀ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ଏହାସହିତ ପ୍ରସ୍ତୁତ ହୋଇସାରିଛି…