Browsing Category

ରାଜ୍ୟ

ଆଦିବାସୀଙ୍କ ଉପରୁ ହଟିବ ଛୋଟ ମକଦ୍ଦମା: ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଦିବାସୀମାନଙ୍କ ଉପରେ ଥିବା ଛୋଟ ମକଦ୍ଦମା ମାମଲା ଉଠାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ନିଜେ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ ୪୮୦୧୮ଟି ମାମଲା ପ୍ରତ୍ୟାହାର…

ପ୍ରତି ହସ୍ପିଟାଲରେ ଅଂଶୁଘାତ ପାଇଁ ରହିବ ସ୍ୱତନ୍ତ୍ର ବେଡ୍, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ

ଓଡ଼ିଶା ଭାସ୍କର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅଂଶୁଘାତ ପାଇଁ ପ୍ରସ୍ତୁତ ରହିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ…

ମଣିଷ-ବନ୍ୟଜନ୍ତୁ ମଧ୍ୟରେ ବଢିବ ବନ୍ଧୁତା: ସଂଘର୍ଷ ରୋକିବା ପାଇଁ ନିଯୁକ୍ତ ହେବେ ରାପିଡ ରେସପନ୍ସ ଟିମ୍

ଭୁବନେଶ୍ୱର: ମଣିଷ ସମାଜ ଏବଂ ବନ୍ୟଜନ୍ତୁଙ୍କ ମଧ୍ୟରେ କମିବ ଦୂରତା, ଉଭୟଙ୍କ ମଧ୍ୟରେ ବଢିବ ଭଲପାଇବା । ପୁଣିଥରେ ମଣିଷ-ପଶୁପକ୍ଷୀଙ୍କ ଭିତରେ ଥିବା ଭଲ ପାଇବା ଦେଖିବ ସାରା ଦୁନିଆ । ମଣିଷ ଏବଂ ବନ୍ୟଜନ୍ତୁ ଭିତରେ ଆରମ୍ଭ…

ବିଦେଶିନୀଙ୍କୁ ଅସଦାଚରଣ: ଲିଙ୍ଗରାଜ ସେବାୟତ ଗିରଫ

ଭୁବନେଶ୍ୱର: ଜଣେ ବିଦେଶିନୀଙ୍କୁ ଅସଦାଚରଣ କରି ଲିଙ୍ଗରାଜ ସେବାୟତ ଗିରଫ ହେବା ଖବର ସାମ୍ନାକୁ ଆସିଛି । ଲିଙ୍ଗରାଜ ମନ୍ଦିରର ସେବାୟତ କୁଣ୍ଡୁ ମହାପାତ୍ରଙ୍କୁ ପୋଲିସ ଏହି ମାମଲାରେ ଗିରଫ କରିଛି । ଅସଦାଚରଣଙ୍କୁ ନେଇ…

ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷଙ୍କୁ ଭେଟିଲେ ଦେବାଶିଷ ଓ ଶୁଭାଶିଷ

ଓଡ଼ିଶା ଭାସ୍କର: ରାଜ୍ୟସଭାକୁ ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ। ଆଜି ନବୀନ ନିବାସରେ ଏହି ଭେଟଘାଟ…

ଏଇ ମାସରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ, ଚଣ୍ଡିଖୋଲରେ ସାଧାରଣ ସଭାକୁ କରିବେ ସମ୍ବୋଧନ!

ଓଡ଼ିଶା ଭାସ୍କର: ଆଗକୁ ୨୦୨୪ ସାଧାରଣ ନିର୍ବାଚନ ରହିଥିବା ବେଳେ ରାଜ୍ୟ ରାଜନୀତି ଏବେ ପୁରା ସରଗରମ। ଗୋଟିଏ ପଟେ ଶାସକ ବିଜେଡି ପୁଣିଥରେ କ୍ଷମତାକୁ ଆସିବା ନେଇ ଦମ୍ଭୋକ୍ତି ରଖୁଥିବା ବେଳେ ଅନ୍ୟପଟେ ସରକାର ଗଢିବା ଆଶା…

ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପାଇଁ ମାର୍ଚ୍ଚ ୨ରୁ ଆରମ୍ଭ ହେବ ପରୀକ୍ଷା, P.hd ଛାତ୍ରଛାତ୍ରୀଙ୍କୁ ମିଳିବ ମାସିକ ୩୦ ହଜାର

ଓଡ଼ିଶା ଭାସ୍କର: ଆସନ୍ତା ମାର୍ଚ୍ଚ ୨ରୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପାଇଁ ଆରମ୍ଭ ହେବ ପରୀକ୍ଷା। ଏହି ପରୀକ୍ଷା ପାଇଁ ଭୁବନେଶ୍ୱର ଜୋନ୍‌ରୁ ସମୁଦାୟ ୨୬୮୯ଜଣ ପରୀକ୍ଷାର୍ଥୀ ଥିବା ବେଳେ ବାଲେଶ୍ଵର ଜୋନ୍‌ର ୬୫୨…

ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ; ରାତି ୧୦ଟା ୩୦ ମଧ୍ୟରେ ମହାଦୀପ ଉଠାଇବାକୁ ନିଷ୍ପତ୍ତି

ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ । ରାତି ୧୦ଟାରୁ ୧୦ଟା ୩୦ ମଧ୍ୟରେ ମହାଦୀପ ଉଠାଇବାକୁ ନିଷ୍ପତ୍ତି । ବିଭିନ୍ନ ନିଯୋଗ ସହ ଅତିରିକ୍ତ ଜିଲ୍ଲାପାଳଙ୍କ ବୈଠକରେ…

ଜମି ପଟ୍ଟା ପାଇବେ ୨୬ ଜିଲ୍ଲାର ୨ ଲକ୍ଷ ୫୦ ହଜାର ଚାଷୀ; ପ୍ରଥମ ଦିନରେ ପାଇଲେ ଦଶ ହଜାର ହିତାଧିକାରୀ

ଭୁବନେଶ୍ୱର: ଜମି ପଟ୍ଟା ପାଇବେ ୨୬ ଜିଲ୍ଲାର ୨ ଲକ୍ଷ ୫୦ ହଜାର ଚାଷୀ। ପ୍ରଥମ ଦିନରେ ପାଇଲେ ଦଶ ହଜାର ହିତାଧିକାରୀ। 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ରିପୋର୍ଟ ଭିତ୍ତିରେ। ସିକିମ ସ୍ୱତ୍ୱ ଚାଷୀଙ୍କ ବହୁ ବର୍ଷର ସମସ୍ୟା…

‘ସମ୍ବଲପୁର – ଦର୍ଶନ ନଗର ଆସ୍ଥା ସ୍ୱତନ୍ତ୍ର ଟ୍ରେନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ, ସୁବିଧାରେ ରାମଲାଲାଙ୍କ ଦର୍ଶନ ପାଇଁ ହୋଇଛି…

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଷ୍ଟେସନରେ ପବିତ୍ର ଅଯୋଧ୍ୟାରେ ଭକ୍ତମାନଙ୍କୁ ପ୍ରଭୁ ଶ୍ରୀରାମ ଲାଲାଙ୍କ ପ୍ରତ୍ୟକ୍ଷ ଦର୍ଶନ କରାଇବା ପାଇଁ…