Browsing Category

ରାଜ୍ୟ

କରୋନା ବଢ଼ିଲା, ମାସ୍କ ଫେରିଲା: ୬ଟି ରାଜ୍ୟରେ ନୂଆ ସବ୍ ଭାରିଆଣ୍ଟ JN.1୧ର ସଂକ୍ରମଣ ବୃଦ୍ଧି ପରେ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଦେଶର କିଛି ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଗୋଆ, କେରଳ, ମହାରାଷ୍ଟ୍ର ଆଦି ରାଜ୍ୟରେ କରୋନାର ନୂଆ ସବ୍ ଭାରିଆଣ୍ଟ ଜେଏନ.୧ର ସଂକ୍ରମଣ…

କବି ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର : ବର୍ଷ ୨୦୨୩ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ବିଶିଷ୍ଟ ‌କବି ଆଶୁତୋଷ ପରିଡ଼ା ପାଇବେ ଏହି ସମ୍ମାନଜନକ ପୁରସ୍କାର। ସ୍ବରଚିତ କବିତା ସଙ୍କଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ସେ…

୪୧୬୬ ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି: ପିଲାମାନଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ଆଜି ରାଜ୍ୟର ୩୦ ଜିଲ୍ଲାର ୩୭୧୪ ଟିଜିଟି ଶିକ୍ଷକ ଏବଂ ୪୫୨ ପିଇଟିଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ପ୍ରଶିକ୍ଷଣ…

ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇ ବିପଦରେ ଦେଶର ଭବିଷ୍ୟତ; ଅକାରଣରେ ରୋଗରେ ପଡ଼ୁଛନ୍ତି କୁନି କୁନି ପିଲା

ଭୁବନେଶ୍ୱର: ରାଜଧାନୀରରେ ରହୁଥିବା ଜଣେ ଡାକ୍ତର ରବିବାର ଦିନ ନିଜର ୪ ବର୍ଷର ଝିଅ ସହ ବୁଲିବାକୁ ଆଇ.ଜି. ପାର୍କକୁ ଆସିଥିଲେ। ବୁଲିବା ସମୟରେ ହଠାତ୍ ତାଙ୍କ ଝିଅ ସାଇନା ଚିପ୍ସ ଓ ଚକୋଲେଟ୍ କିଣିବାକୁ ଆସିଥିଲେ। ଏହାକୁ…

ରାଉରକେଲାରେ ଡାଇରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ରାଉରକେଲା ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡାଇରିଆ ସଂକ୍ରମଣ ନେଇ ଗଭୀର ଚିନ୍ତାପ୍ରକଟ କରିବା ସହ ସଂକ୍ରମଣକୁ ନିୟନ୍ତ୍ରଣ କରିବା ସହ ରୋକିବା ପାଇଁ ଏହି ସବୁ ଅଞ୍ଚଳକୁ ଅବିଳମ୍ବେ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବା ପାଇଁ…

ରାଉରକେଲାରେ ଝାଡ଼ାବାନ୍ତି: ୬ ନୁହେଁ ୧୩ ଜଣଙ୍କ ମୃତ୍ୟୁ!, କେନ୍ଦ୍ରକୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା: ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାରେ କେନ୍ଦ୍ରକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଉଲକେଲାକୁ ତୁରନ୍ତ କେନ୍ଦ୍ରୀୟ ସହାୟତା ମିଳୁ ବୋଲି ଧର୍ମେନ୍ଦ୍ର ପ୍ରଧାନ ଦାବି…

ଛାତ୍ରୀଙ୍କୁ Bad Touch କରିବା ଅଭିଯୋଗରେ ଶିକ୍ଷକ ଖାଇଲେ ନିସ୍ତୁକ ମାଡ଼

ଓଡିଶା ଭାସ୍କର: ରାୟଗଡ ସହର ଇନ୍ଦିରା ନଗର ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଛାତ୍ରୀଙ୍କୁ ବ୍ୟାଡ୍ ଟଚ୍ କରିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ମାଡ଼ ମାରିଛନ୍ତି ଅବିଭାବକ ମାନେ। ଏହା ପରେ ପୁଲିସ…

ସ୍ମାର୍ଟସିଟିରେ ସ୍ଥାପନ ହେବ ୨୫ଟି ‘ଆଇକନିକ୍ ଟ୍ରାଫିକ୍ ପୋଷ୍ଟ’: କମିଶନରେଟ୍ ପୋଲିସ ଓ BSCL ପକ୍ଷରୁ କାର୍ଯ୍ୟକାରୀ ହେବ ନୂଆ ଜ୍ଞାନକୌଶଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ସେହି ଅନୁସାରେ ଏଠାରେ ଟ୍ରାଫିକ ନିୟନ୍ତ୍ରଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଦିନକୁ ଦିନ ସ୍ମାର୍ଟସିଟି ବିକାଶ…

(Video) ଧାନ ମେଶିନ ଭିତରେ ଶ୍ରମିକ… ତାଙ୍କୁ ଦେଖିବା ପାଇଁ ମେଶିନ ବାହାରେ ଅନେଇ ବସିଛନ୍ତି ପୂରା ପରିବାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଯେ କୌଣସି ମେଶିନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଛୋଟ ହେଉ କି ବଡ଼, ଯେ କୌଣସି ମେଶିନ ଚାଲିଥିବା ସମୟରେ ଟିକିଏ ଅନ୍ୟମନସ୍କ ହେଲେ ଜୀବନ ଚାଲିଯାଇଥାଏ ।…

ବରିଷ୍ଠ ଆଇନଜୀବୀ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଦୁଃଖ ଖବର । ରାଜ୍ୟର ଜଣେ ବରିଷ୍ଠ ଆଇନଜୀବୀଙ୍କ ବିୟୋଗ ଘଟିଛି । ପୂର୍ବତନ ସରକାରୀ ଓକିଲ ତଥା ବରିଷ୍ଠ ଆଇନଜୀବୀ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ ଘଟିଛି । ଶ୍ରୀ ପଟ୍ଟନାୟକ…