Browsing Category
ରାଜ୍ୟ
ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ, ଭୁବନେଶ୍ୱର AIIMSରେ ଚିକିତ୍ସାଧୀନ ଅବସ୍ଥାରେ…
ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ ହୋଇଛି। ଜୟନାରାୟଣ ଭୁବନେଶ୍ୱର ଏମସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଜୟନାରାୟଣ ଦୀର୍ଘ ଦିନ ହେଲା ବିଭିନ୍ନ…
ପୂର୍ବତନ ପୋଲିସ ଅଧିକାରୀ ଅନାଦି ସାହୁଙ୍କ ପରଲୋକ
କଟକ: ପୂର୍ବତନ ପୋଲିସ ଅଧିକାରୀ ଅନାଦି ସାହୁଙ୍କ ପରଲୋକ। କଟକ ସ୍ଥିତ ସିଡିଏ-୬ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ଅନାଦିଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ଅନାଦି ସାହୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ୨ ରୁ…
ପରବର୍ତ୍ତୀ ଶୁଣାଣି ଯାଏଁ ଶିକ୍ଷକ ନିଯୁକ୍ତିରେ ରୋକ୍ ଲଗାଇଲେ ହାଇକୋର୍ଟ
ଓଡ଼ିଶା ଭାସ୍କର: ଶିକ୍ଷକ ନିଯୁକ୍ତି ମାମଲାରେ ଅନିୟମିତତା ନେଇ ଚାକିରି ଆଶାୟୀଙ୍କ ଆନ୍ଦୋଳନ ଜାରି ରହିଛି । ଏଥିମଧ୍ୟରେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟ ଶୁଣାଇଛନ୍ତି ଅନ୍ତରୀଣ ଆଦେଶ । ଆସନ୍ତା…
ଭୁବନେଶ୍ୱରରେ ‘ଆୟୁଷ ଦୀକ୍ଷା’ ମାନବ ସମ୍ବଳ ବିକାଶ କେନ୍ଦ୍ରର ଆଜି ଶିଳାନ୍ୟାସ କରିବେ କେନ୍ଦ୍ର ଆୟୁଷ ମନ୍ତ୍ରୀ
ଭୁବନେଶ୍ୱର: ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନ ଆୟୁର୍ବେଦ ଅନୁସନ୍ଧାନ ପରିଷଦର ମାନବ ସମ୍ବଳ ବିକାଶ କେନ୍ଦ୍ର ‘ଆୟୁଷ ଦୀକ୍ଷା’ର ଶିଳାନ୍ୟାସ ସମାରୋହ ଆଜି ଅର୍ଥାତ ଜାନୁଆରି ୨୦ ତାରିଖ ପୂର୍ବାହ୍ନ ସାଢ଼େ ୧୧ଟାରେ…
ରାଜ୍ୟରେ ଘନ କୁହୁଡ଼ି ପାଇଁ ୧୧ ଜିଲ୍ଲାକୁ ଆଲର୍ଟ ଜାରି
ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ କୁହୁଡ଼ି କାରଣରୁ ଜନଜୀବନ ଅସ୍ୟବ୍ୟସ୍ତ ହୋଇପଡ଼ିଛି । ଏହା ସହ ବିଭିନ୍ନ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାଜ୍ୟର କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା,…
ଚିଲିକାରେ ଚାଲିଛି ଡଲଫିନ୍ ଗଣନା
ଓଡ଼ିଶା ଭାସ୍କର: ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଡଲଫିନ୍ ଗଣନା ଦିନ ୧୨ଟାରେ ଶେଷ ହେବ । ଏହି ଡଲଫିନ୍ ଗଣନାରେ ୧୮ଟି ଟିମ୍ ନିୟୋଜିତ ଅଛନ୍ତି । ବୈଜ୍ଞାନିକ ଡଲଫିନ୍…
HUD ବିଭାଗ ପକ୍ଷରୁ ବିଜ୍ଞପ୍ତି: ୪୪ଟି ମହାନଗର ନିଗମ, NAC ଓ ମ୍ୟୁନିସିପାଲିଟିର କମିଶନର, ଅଧିକାରୀ ବଦଳିଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟ ବିଧାନସଭା ନିର୍ବାଚନ । ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ଏକ ବଡ଼ଧରଣର ବଦଳି…
ସାବଧାନ! ଘନକୁହୁଡି ପାଇଁ ହୋଇପାରେ ଦୁର୍ଘଟଣା, ସତର୍କ ରହିବାକୁ ଏସ୍ଆରସି ପକ୍ଷରୁ ପରାମର୍ଶ ଜାରି
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଅନୁଭୂତ ହେଉଛି। ଘନକୁହୁଡ଼ି ଆସ୍ତରଣ ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଅନେକ ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉନି। ଏହି ଘନକୁହୁଡ଼ି ପାଇଁ ଏଇ କିଛି ଦିନ ହେଲାଣି…
BREAKING NEWS: କାଜୁ ଜଙ୍ଗଲରେ ଶ୍ୱଶୁର, ବୋହୂଙ୍କୁ ନିର୍ମମ ଭାବେ ହତ୍ୟା
ଓଡିଶା ଭାସ୍କର: ଖଲ୍ଲିକୋଟରେ ଡ଼ବଲ ମର୍ଡର। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନ ପାଳଧୂଆପଲ୍ଲୀ କାଜୁ ଜଙ୍ଗଲରେ ଏହି ଡ଼ବଲ ମର୍ଡର ହୋଇଥିବା ଜଣାପଡିଛି। ଏଥିରେ ଶ୍ୱଶୁର, ବୋହୂଙ୍କୁ କଟୁରିରେ ହାଣି ନିର୍ମମ…
ଚାଷୀଙ୍କ ପାଇଁ ଖୁସି ଖବର: ଚଳିତ ଖରିଫ୍ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ କିଣିବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଚଳିତ ଖରିଫ୍ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଏଫ.ସି.ଆଇ ଜରିଆରେ କେନ୍ଦ୍ର ସରକାର କିଣିବେ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୁଷ ଗୋଏଲ…