Browsing Category

ରାଜନୀତି

ପୂରଣ ହୋଇନି ଦାବି, କିନ୍ତୁ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ପାଇଁ ଚାଲିବ ଘରୋଇ ବସ୍!

ରାୟଗଡା: ତିନି ଦିନ ହେବ ସାରା ରାଜ୍ୟରେ ଟ୍ରକ୍ ଓ ଘରୋଇ ବସ୍ ସେବା ଏକ ପ୍ରକାର ଠପ୍ ହୋଇଯାଇଛି। ଡ୍ରାଇଭରମାନଙ୍କ ଦାବି ସରକାର ପୂରଣ ନକରିବା ପର୍ଯ୍ୟନ୍ତ କୌଣସି ଡ୍ରାଇଭର୍ ଟ୍ରକ୍ କିମ୍ୱା ବସ୍ ଚଳାଇବେନି ବୋଲି…

“ବିଜେଡି ସାବତ ଝିଅ ପରି ବ୍ୟବହାର କଲା”, ଦଳରୁ ବାହାରିବା ପରେ ସୁନୀତାଙ୍କ ବଡ଼ ବିବୃତ୍ତି

ଭୁବନେଶ୍ୱର: ବିଜେଡି ପୋଲ୍ ଖୋଲିଦେଲେ ହେମାନନ୍ଦଙ୍କ ଝିଅ ସୁନୀତା ବିଶ୍ୱାଳ। ସେ କହିଲେ, “ନବୀନ ବାବୁ ମତେ ଡାକିଲେ ବିଜେଡିରେ ମିଶାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଦଳ ମୋତେ ସାବତ ଝିଅ ପରି ବ୍ୟବହାର କଲା।” ସେ…

ବିଜେଡ଼ିକୁ ଶକ୍ତ ଝଟକା; କଂଗ୍ରେସକୁ ଫେରିଲେ ସୁନିତା ବିଶ୍ବାଳ, ଗତକାଲି ବିଜେଡ଼ିରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ବର: ପୂର୍ବତନ CM ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସକୁ ଫେରିଲେ । 2019ରେ ବିଜେଡ଼ି ଟିକେଟରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରୁ ଲଢିଥିଲେ ସୁନୀତା । କିନ୍ତୁ ପରାଜିତ ହୋଇଥିଲେ ।…

ନିର୍ବାଚନ କମିଶନ ‘X’ ରେ ପୋଷ୍ଟ କଲେ ସମ୍ବିଧାନର ଧାରା ୩୨୬, ଜାଣନ୍ତୁ ଏଥିରେ କଣ ହୋଇଛି ଲେଖା

ନୂଆଦିଲ୍ଲୀ: ଭାରତ ନିର୍ବାଚନ ଆୟୋଗ ନିଜ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ଭାରତୀୟ ସାମ୍ବିଧାନର ଧାରା ୩୨୬ର ଫଟୋ ଜାରି କରିଛନ୍ତି। ଏହି ପୋଷ୍ଟ ରାଜନୈତିକ ପରିସରରେ ଚର୍ଚ୍ଚା ଆରମ୍ଭ କରିଦେଇଛି, ଖାସକରି ବିହାରରେ…

ବିଜେଡିକୁ ଶକ୍ତ ଝଟ୍‌କା, ଦଳରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ

ଭୁବନେଶ୍ବର: ବଡ଼ ଖବର । କିଛି ଦିନ ପରେ ପୁଣି ବିଜୁ ଜନତା ଦଳ (BJD)କୁ ଶକ୍ତ ଝଟ୍‌କା । ଦଳରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ । ବୁଧବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ…

ଜେଲରୁ ବାହାରିଲେ ଜଗା ପ୍ରଧାନ, BMC ଅଫିସରଙ୍କୁ ମାଡ ମାମଲାରେ ହୋଇଥିଲେ ଗିରଫ

ଭୁବନେଶ୍ବର: ଝାରପଡ଼ା ଜେଲରୁ ବାହାରିଲେ ଜଗନ୍ନାଥ ପ୍ରଧାନ । ଆଜି ସକାଳେ ଜାମିନ ମଞ୍ଜୁର ପରେ ଜେଲରୁ ବାହାରିଲେ ଜଗନ୍ନାଥ ପ୍ରଧାନ । ଜେଲରୁ ବାହାରିଲା ବେଳେ ସ୍ବାଗତ କଲେ ଶୁଭେଚ୍ଛୁ, ସମର୍ଥକ । ଏକାମ୍ର ବିଧାୟକ ବାବୁ…

ଶ୍ରମିକ ଅଟକ ଘଟଣା; ଓଡ଼ିଶା ସରକାରଙ୍କୁ ଧମକାଇଲେ ସାଂସଦ ମହୁଆ ମୈତ୍ର…

ଭୁବନେଶ୍ବର: ଓଡ଼ିଶା ସରକାରଙ୍କୁ ଧମକାଇଲେ ବେଙ୍ଗଲି ସାଂସଦ ମହୁଆ ମୈତ୍ର । ଝାରସୁଗୁଡ଼ାରେ ଅଟକ 421 ଶ୍ରମିକଙ୍କ ଘଟଣାରେ ଭିଡିଓ ବାର୍ତ୍ତାରେ ଦେଲେ ଧମକ । କହିଲେ ଏମାନଙ୍କ ଭିତରେ ମୋ ନିର୍ବାଚନ ମଣ୍ଡଳୀର ୨୩ ଶ୍ରମିକ…

11ରେ ସମ୍ବିଧାନ ବଞ୍ଚାଅ ସମାବେଶ; ପ୍ରସ୍ତୁତି ଜାରି, ଓଡ଼ିଶା ଆସିବେ ରାହୁଲଙ୍କ ସହ ଖଡ୍‌ଗେ

ଭୁବନେଶ୍ବର: ଆସନ୍ତା 11 ତାରିଖରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ହେବ କଂଗ୍ରେସର ସମାବେଶ । ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଯୋଗ ଦେବେ ଲୋକସଭାର ବିରୋଧି ଦଳ…

‘ଅସମ୍ଭବ ଆମ ଶବ୍ଦକୋଷରେ ନାହିଁ..’, ୪ର୍ଥ ଥର ସଭାପତି ହେବା ପରେ ଏପରି କହିଲେ ମନମୋହନ

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ହେବା ପରେ ମନମୋହନ ସାମଲ କହିଛନ୍ତି ଯେ, ସାଇନବୋର୍ଡ ପାର୍ଟୀରୁ ସରକାରରେ ପହଞ୍ଚିଲୁ। ଜଣେ ସାଧାରଣ କର୍ମକର୍ତ୍ତା ବି ବଡ଼ ଦାୟିତ୍ୱ ନେଇପାରେ। ଆପଣଙ୍କ ପରିଶ୍ରମ ପାଇଁ ଆଜି ସରକାର…

ମନମୋହନ ନିର୍ବାଚିତ, ୪ର୍ଥ ଥର ପାଇଁ ହେଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କିଏ ହେବେ ସଭାପତି ଏନେଇ ଅନେକ ଆଲୋଚନା ଜାରି ରହିଥିଲା ରାଜନୈତିକ ମହଲରେ। ତେବେ ବର୍ତ୍ତମାନ ଏହି ଅପେକ୍ଷାର ଅନ୍ତ ଘଟିଛି। ପୁଣିଥରେ…