Browsing Category
ରାଜନୀତି
ଏନସିପିରେ ସାମିଲ ହେଲେ ବିଶିଷ୍ଟ ଫିଲ୍ମ ଅଭିନେତା ଶୟାଜୀ ଶିନ୍ଦେ
ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ବିଶିଷ୍ଟ ଫିଲ୍ମ ଅଭିନେତା ଶୟାଜୀ ଶିନ୍ଦେ ରାଷ୍ଟ୍ରବାଦୀ କମ୍ୟୁନିଷ୍ଟ ପାର୍ଟି (ଏନସିପି)ରେ ସାମିଲ ହୋଇଛନ୍ତି । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ…
ସୌଭିକଙ୍କ ପରେ ସମ୍ବିତଙ୍କ ବିଷୋଦ୍ଗାର, ସେ ବି ନେତୃତ୍ୱଙ୍କୁ ଦେଲେ ସବୁ ଦୋଷ
ଭୁବନେଶ୍ୱର: ବିଜେଡିରେ ଯିଏ ପାରୁଛି, ସିଏ ଆସୁଛି ଓ ନେତୃତ୍ୱଙ୍କ ଉପରେ ବର୍ଷିଦେଇ ଯାଉଛନ୍ତି । ଆଗରୁ ପ୍ରଭାତ ବିଶ୍ୱାଳ, ଅମର ଶତପଥୀ, ପ୍ରଦୀପ ମାଝୀ, ବଦ୍ରୀ ପାତ୍ରଙ୍କ ପରି ବରିଷ୍ଠ ଦଳ ମୁଖିଆଙ୍କୁ ଅଇନା ଦେଖାଉଥିଲେ,…
ଏହି ତାରିଖରେ ନୂଆ ସରକାର ନେବ ଶପଥ, ପ୍ରଧାନମନ୍ତ୍ରୀ ହେବେ ଉପସ୍ଥିତ
ଚଣ୍ଡିଗଡ: ହରିୟାଣାରେ ନୂଆ ସରକାର ଗଠନର ତାରିଖ ସାମ୍ନାକୁ ଆସିଲା । ନୂଆ ସରକାର ଦଶହର ପରେ ନେବ ଶପଥ । ପଞ୍ଚକୁଲାର ସେକ୍ଟର ୫ର ପଡିଆରେ ସମାରୋହ ହେବାକୁ ଯାଉଛି । ଏଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ଆରମ୍ଭ ହୋଇଗଲାଣି…
ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖ ଘୁଞ୍ଚିଲା!
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ବହୁମତ ହାସଲ କରିବା ପରେ ଗତ ୯ ତାରିଖ ଦିନ ନାୟବ ସିଂହ ସୈନୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଏହି ଅବସରରେ ଶ୍ରୀ ସୈନୀ ଦଳର ରାଷ୍ଟ୍ରୀୟ…
ଏସିଆନ-ଇଣ୍ଡିଆ ସମିତି: ଚୀନର ବିସ୍ତାରବାଦକୁ ସଦସ୍ୟ ରାଷ୍ଟ୍ରଙ୍କ ନିନ୍ଦା, ମୋଦି ଦେଲେ ଚୀନକୁ ପରାମର୍ଶ
ନୂଆଦିଲ୍ଲୀ: ଚୀନର ବିସ୍ତାରବାଦରେ ଅତିଷ୍ଟ ହେଲେଣି ଏସିଆର ବହୁ ରାଷ୍ଟ୍ର । ମେଳି କଲେଣି ୧୦ ଦେଶ । ଏହାର ଭରପୁର ଫାଇଦା ଉଠାଇବାର କୌଣସି ମୌକା ଛାଡିବାକୁ ନାରାଜ ପ୍ରଧାନମନ୍ତ୍ରୀ ମୋଦି । ଏସିଆନ ଶୀଖର ସମ୍ମିଳନୀ…
କ୍ୟାବିନେଟ ବୈଠକ ମଝିରୁ କାହିଁକି ଉଠି ଚାଲିଗଲେ ଉପମୁଖ୍ୟମନ୍ତ୍ରୀ?
ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନର ଠିକ ପୂର୍ବରୁ ମହାୟୁତି ମେଣ୍ଟରେ ଫାଟ ପରି ଅନୁଭୂତ ହେଉଛି । ଏମିତି ଚର୍ଚ୍ଚା ଗୁରୁବାର କ୍ୟାବିନେଟ ମିଟିଂ ପରଠାରୁ ଜୋର ଧରିଛି । ଗୁରୁବାର କ୍ୟାବିନେଟ ମିଟିଂ ବସିଥିଲା । ମିଟିଂର…
କାମ ଦେଉନି ନବୀନଙ୍କ ଫର୍ମୁଲା, ଦଳ ଛାଡିଲେ କଟକ ବାରବାଟୀ ପ୍ରାର୍ଥୀ
ଭୁବନେଶ୍ୱର: ଆଜି ଶଙ୍ଖ ଛାଡିଲେ କଟକ ବାରବାଟୀର ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା । ଏହା ପରେ ବିଜେଡି ସୁପ୍ରିମୋଙ୍କ ଅବସ୍ଥାକୁ ନେଇ ସବୁଠି ଚର୍ଚ୍ଚା । କୁହାଯାଉଛି, ପ୍ରାୟ ଏକ ଦଶନ୍ଧି ଧରି ନିଜ ନେତା ମନ୍ତ୍ରୀ,…
ପ୍ରକାଶଙ୍କୁ ସୁଝୁନି କି ଦଳ ? ଦଳ ଡିଆଁ ଭିତରେ ଆଜି ବିଜେଡିକୁ କଲେ ବାଏ ବାଏ..
ଭୁବନେଶ୍ବର: ବିଜେଡି ଛାଡିଲେ ପ୍ରକାଶ ବେହେରା । ଆଜି ଦଳ ଛାଡିଛନ୍ତି ପୂର୍ବତନ ବିଧାୟକ ପ୍ରକାଶ ବେହେରା । ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ତେବେ କେଉଁ କାରଣ ପାଇଁ ଦଳ…
ହନୁମାନ ଓ ଶ୍ରୀରାମଙ୍କୁ ନେଇ ଶିକ୍ଷକଙ୍କ ଭ୍ରମ ସୃଷ୍ଟିକାରୀ ପାଠ, ଘଟଣାକୁ ନେଇ ରାଜନୀତି ଜୋର
ପାଟନା: ଶିକ୍ଷା ମାଧ୍ୟମରେ ଘୃଣାର ପ୍ରଚାର । ଧର୍ମକୁ ନେଇ ପିଲାଙ୍କ ଭିତରେ ଭ୍ରମ ସୃଷ୍ଟି କରିବାର ପ୍ରୟାସ ହେଉଛି । ପିଲାଙ୍କୁ ବିଭିନ୍ନ ସମୟରେ ଭୁଲ ତଥ୍ୟ ଦିଆଯାଉଛି ପୁରୁଣା ଶାସ୍ତ୍ରକୁ ନେଇ । ଯାହା ଅତ୍ୟନ୍ତ…
(Video) ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବାସ ସିଲ, ବିଜେପି କୋଠା ଉପରେ କବଜା କରୁଥିବା ଆସିଲା ଅଭିଯୋଗ
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିବାଦୀୟ ସରକାରୀ ବଙ୍ଗଳା ପୁଣି ବିବାଦ ଘେରରେ । କେଜରିୱାଲଙ୍କ ସେହି ବଙ୍ଗଳାରେ ଆତିଶୀଙ୍କ ଅଧିକାର ଉପରେ ପ୍ରଶ୍ନବାଚୀ ଠିଆ କରିବା ବେଳେ ଏଲଜିି…